ଭାରତୀୟ ଯବାନଙ୍କ ବୀରତ୍ୱକୁ ନେଇ କ୍ୟାଲେର୍ଡର ଜାରି କରିଛି NSG
ଆଜି ହେଉଛି ଏନ୍ଏସ୍ଜିର ୩୭ତମ ରାଇଜିଂ ଡେ । ଏହି ସ୍ଥାପନ ଦିବସ ଅବସରରେ ଆଜି ହରିୟାଣା ମାନେସର୍ରେ ଅତ୍ୟାଧୁନିକ ରଣକୌଶଳ ପ୍ରଦର୍ଶନ କରଛନ୍ତି ଏନ୍ଏସ୍ଜି କମାଣ୍ଡୋ ।