କାହାଣୀ କହୁଛି କପ୍। ମାଟିରେ ଜିନିଷ ସବୁକୁ ଏମିତି ଗଢୁଛନ୍ତି ଯେ ନଦେଖିଲେ ବିଶ୍ୱାସ ହେବନି...ଏବେ ମାସକୁ ରୋଜଗାର ହଜାର ହଜାର
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଭରତପୁର ଗାଁ । ଗାଁରେ ତିଆରି ଚାଲିଛି ଟେରାକୋଟା କାମ । କିଏ ମାଟି ଚୁନା କରୁଛି ତ ଆଉ କିଏ ମାଟିକୁ କାଦୁଅ କରୁଛି ।