• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Garden

Butter fly garden
ସମ୍ବଲପୁରରେ ପ୍ରଜାପତି ଉଦ୍ୟାନ

ପ୍ରଜାପତି ଉଦ୍ୟାନ, ଏହି ନାଁ ଟା ଶୁଣିଲେ ଆପଣଙ୍କୁ ନୂଆ ଲାଗୁଥିବା। ଆପଣ ବିଭିନ୍ନ ସମୟରେ ଅନେକ ପ୍ରକାରର ଉଦ୍ୟାନର ନାଁ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତ ପ୍ରଥମ ଥର ପାଇଁ ଆପଣ ପ୍ରଜାପତି ଉଦ୍ୟାନ କଥା ଶୁଣୁଥିବେ । ହଁ ଆଜ୍ଞା ସମ୍ବଲପୁରରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପ୍ରଜାପତି ଉଦ୍ୟାନ।

 school into garden
ସ୍କୁଲ ଲାଗୁଛି ପାର୍କ ପାର୍କ : ମିନତୀ ଦିଦିଙ୍କ ଉଦ୍ୟମରେ ଫୁଲଫଳରେ ପୂରି ଉଠୁଛି ବିଦ୍ୟାଳୟ ପରିବେଶ

ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ କରିଛନ୍ତି କିଚେନ୍ ଗର୍ଡେନ ଠାରୁ ଆରମ୍ଭ କରି ଅନେକ କିଛି... ଦେଖିଲେ ଆପଣଙ୍କ ଆଖି ଲାଗିଯିବ

Take A Look At This Unique Rooftop Kitchen Garden
ଆମ ଘରର ହାଣ୍ଡିଶାଳ ସମ୍ଭାଳୁଛି ଆମ ଛାତ ବଗିଚା

ଛାତ ଉପରେ ଫଳିଛି ସବୁ। ରୋଷେଇ ଘରର ପରିବା ଡଲା ଠାରୁ ଠାକୁର ଘରର ଫୁଲ ଚାଙ୍ଗୁଡ଼ି ପର୍ଯ୍ୟନ୍ତ ଯାହା ଦରକାର ସବୁ ଏଇ ଛାତରେ। କାକୁଡ଼ି, କଖାରୁ, ଧନିଆ ଟମାଟୋ। ପିଆଜ ରସୁଣ ଠାରୁ ଆରମ୍ଭ କରି କଳା ବାଇଗଣ। ଚାଲନ୍ତୁ ଦେଖିବା ବାଲେଶ୍ୱର ଜିଲ୍ଲା କମର୍ଦ୍ଧାର ପ୍ରଦୀପଙ୍କ ଛାତ ଉପର କିଚେନ୍ ଗାର୍ଡେନ୍।