• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

divyang girl
ଦେଖି ପାରୁନାହାନ୍ତି, ହେଲେ କଣ୍ଠରେ ଅଛି ଯାଦୁ ! ମନଭାଙ୍ଗିଙ୍କ ଚମତ୍କାର ସ୍ୱରକୁ ନେଇ ଚାରିଆଡେ ଚର୍ଚ୍ଚା

ଜଣେ ଦିବ୍ୟାଙ୍ଗ ଝିଅଙ୍କ ଚମକ । ଏତେ ସୁମଧୁର ଗୀତ ଗାଉଛନ୍ତି ଯେ, ଯିଏ ଶୁଣୁଛି ସେ ମନ୍ତ୍ରମୁଗ୍ଧ ହେଉଛି...

news paper collector
ଜଣେ ନିଆରା ଖବରକାଗଜ ସଂଗ୍ରାହକ ସୁଜିତ

୧୩୫ଟି ଦେଶର ୨୫ରୁ ଅଧିକ ଭାଷାର ଖବରକାଗଜ ସଂଗ୍ରହ, ମହାତ୍ମାଗାନ୍ଧିଙ୍କ ପ୍ରକାଶିତ ହରିଜନ ଖବରକାଗଜ ଉପଲବ୍ଧ

  • Friday, 27 January 2023
PMAY Scam
ଆବାସକୁ ନେଇ ଗାଁ ଗାଁରେ କୁହୁଳୁଛି ଅସନ୍ତୋଷ, ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଲେ ଗାଁ ଲୋକ

ପୋଲିସ ଆସି ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ । ଅନୁଗୁଳ ବଅଁରପାଳ ବ୍ଲକ ସାନ୍ତରାପୁର ପଂଚାୟତର ଘଟଣା ।

Odisha Police
କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ ପୋଲିସ ସମ୍ମାନିତ

୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ ।

Suresh Mahapatra
ସରୁଛି ସୁରେଶଙ୍କ କାର୍ଯ୍ୟକାଳ, ପୁଣି ଏକ୍ସଟେନ୍‌ସନ୍‌ ହେଲେ ବ୍ୟୁରୋକ୍ରାସିରେ ବଢ଼ିବ ଅସନ୍ତୋଷ..

ରେସ୍‌ରେ ପ୍ରଦୀପ ଜେନା, ପ୍ରଦୀପ୍ତ ମହାପାତ୍ର, ତୁହିନକାନ୍ତ ଓ ରାଜେଶ ବର୍ମା  ।

Republic Day
କର୍ତ୍ତବ୍ୟପଥରେ ଓଡ଼ିଆଙ୍କ କମାଲ, ସୋନାଲି ନେଉଛନ୍ତି ନେତୃତ୍ୱ...

ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ସେମାନଙ୍କୁ ଏକାଠି କରି ଝୁମର୍ ଶିଖାଇଛନ୍ତି ଅନୁଗୁଳର ବିଶ୍ୱପୂଜ୍ୟା ।

  • Wednesday, 25 January 2023
Aklant Das
ଦୁଃଖର ପାହାଡ଼ ତଳେ ସିନେ ଅଭିନେତା ମିହିର ଦାସଙ୍କ ପରିବାର...

ରାତି ପ୍ରାୟ ୧୨ଟା ୩ ମିଟିନରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Dhana Mandi
ମଣ୍ଡିରୁ ଉଠୁନି ଧାନ, ସରିବାକୁ ବସିଲାଣି ସମୟ... କ’ଣ କରିବେ ଚାଷୀ..?

ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ ।

Sleep JOB
ଏମିତି ଚାକିରି ଭାଗ୍ୟରେ ଥିଲେ ମିଳେ... ଖାଲି ଖାଇବ ଆଉ ଶୋଇବ...

କେଉଁ ସ୍ୱପ୍ନ ଦେଖିଲେ ବା ନଦେଖିଲେ ତାକୁ ବଖାଣିବା । ଏହା ହିଁ ଏହି ଚାକିରି ।

Freedom Fighter
ଓଡ଼ିଶାର ବିରଳ ଗାଁ, ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ଏଇ ଗାଁର ଆବାଳବୃଦ୍ଧବନିତା

ନୃଶଂସ ଫିରିଙ୍ଗିଙ୍କ ଅକଥନୀୟ ଅତ୍ୟାଚାର କଷଣ ଯୋଗୁଁ କିଏ ଅନ୍ଧ ପାଲଟିଗଲା, ପୁଣି କିଏ ପାଗଳ ହୋଇଗଲା ତ ପୁଣି କିଏ ନିଖୋଜ ।

Jhumar Dancer In Delhi From Odisha
ଓଡ଼ିଆ ଝିଅଙ୍କ ଝୁମର ନୃତ୍ୟରେ ଝୁମିବ କର୍ତ୍ତବ୍ୟପଥ, ଶୁଣନ୍ତୁ କ’ଣ କହୁଛନ୍ତି କଳାକାର...

ଏଥର ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତିର ଝଲକ୍ । ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ।

Bonded Labor
ନା ହାତକୁ କାମ ମିଳୁଛି, ନା ଥମୁଛି ଦାଦନ ଧାଉଡ଼ି ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖର ଅସରନ୍ତି ଚିତ୍ର

ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।

Constable Job
ଖୁସି ଖବର ! କନ୍‌ଷ୍ଟେବଲ ଚାକିରି ପାଇଁ କୋହଳ ହେଲା ବୟସ ସୀମା

ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।

Special Story
ଦାଦନ ଶ୍ରମିକରୁ ସରକାରୀ ଅଧ୍ୟାପକ : ଦିନ ମଜୁରିଆ ବାପା ଆଖିରେ ଖୁସିର ଲୁହ

ବାପାମାଆଙ୍କ ଆଖି କୋଣରୁ ଧାର ଧାର ହୋଇ ବହି ଆସୁଛି ଲୁହ । ହେଲେ ଏ ଲୁହ ଦୁଃଖର ନୁହଁ ଖୁସିର . .

Locals allege corruption in construction of road in Cuttack
କାର୍ଯ୍ୟାଦେଶ ହୋଇଛି, ମେ' ମାସରୁ ବିଲ୍ ସରିଛି କିନ୍ତୁ ରାସ୍ତା ହୋଇନି...

ମା' ରାମଚଣ୍ଡୀ ପୀଠକୁ ରାସ୍ତା ପାଇଁ ଟଙ୍କା ମଞ୍ଜୁର କରିବେ । ରାସ୍ତା ନ କରି ଏକ ଲକ୍ଷ 94 ହଜାର ଟଙ୍କା ବିଲ୍ କରିନେଲେ ।

Handicraft workers
ରୋଜଗାରର ମାଧ୍ୟମ ପାଲଟିଛି କାଇଁସ : ହେଲେ ପରିଶ୍ରମ ଅନୁସାରେ ଫଳ ମିଳୁନି

ପରିଶ୍ରମ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ମହିଳା

True Friendship
ଅମୂଲ୍ୟ ଏ ବନ୍ଧୁତା ସତେ : ଜେସିକାକୁ ନିତିଦିନ ପିଠିରେ ବୋହି ସ୍କୁଲ ଯାଏ ମାଙ୍ଗ୍ରି

ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ । ଭାଷାରେ ପ୍ରକାଶ କରିହେବ ନାହିଁ ଏ ବନ୍ଧୁତା ।

Visually impaired man ignites patriotism
ଆଖିକୁ ସିନା ଦେଖାଯାଉନି..ହେଲେ ମାଉଥ୍ ଅର୍ଗାନ୍ ବଜାଇବାରେ ମାଷ୍ଟର୍

କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି

Prerana | Fashion designer Choudhry Jyoshna Das promoting handloom fashion
ଡିମାଣ୍ଡରେ ଜ୍ୟୋତ୍ସ୍ନାଙ୍କ ‘ବିଭାବରୀ’

ହସ୍ତତନ୍ତ ଓ ହସ୍ତଶିଳ୍ପରେ ଗବେଷଣା କରି ନୂଆ ନୂଆ ଜିନିଷ ତିଆରି କରିବା ତାଙ୍କ ଲକ୍ଷ୍ୟ.. ହ୍ୟାଣ୍ଡଲୁମରେ ଇଣ୍ଡୋ ଫ୍ୟାଶନ ଡିଜାଇନ କରି ଯୁବପିଢିଙ୍କୁ ଆକୃଷ୍ଟ କରିପାରିଛନ୍ତି.. ଘରଣୀରୁ ବିଭାବରୀ ପ୍ରାଇଭେଟ୍ ଲିମିଟେଡର ମାଲିକାଣୀ ହେବା ଯାଏ ତାଙ୍କ କାହାଣୀ ଜାଣନ୍ତୁ..

Farmer in Bolangir asks Collector to allow him to cultivate ganja through letter
ଗଂଜେଇ ଚାଷ କରିବାକୁ ଜିଲ୍ଲାପାଳଙ୍କ ଅନୁମତି ମାଗିଲେ ଚାଷୀ

ମଣ୍ଡିରେ ଧାନ ବିକ୍ରୀ ହେଉନି। ଯେଉଁଥି ପାଇଁ ମୁଁ ଗଂଜେଇ ଚାଷ କରିବାକୁ ଚାହୁଁଛି। ଜିଲ୍ଲାପାଳଙ୍କଠାରୁ ଏମିତି ଅନୁମତି ଚାହିଁଲେ ବଲାଙ୍ଗିର ଭାଲୁଡୁଙ୍ଗୁରୀ ଗାଁର ଚାଷୀ ନୀଳାମ୍ୱର ବିଶ୍ୱାଳ...

  • Saturday, 21 January 2023
  • Ganja
Hockey Match
ହକି ବିଶ୍ୱକପ୍ ଚିତ୍ରିତ ଟି-ସାର୍ଟ ଓ କ୍ୟାପ୍ ପିନ୍ଧି ଭାରତ-ୱେଲ୍ସ ମ୍ୟାଚ୍ ଦେଖିଲେ ଛାତ୍ରଛାତ୍ରୀ

ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।

 50 families ostracised
୨୨ ବର୍ଷ ହେଲା ୫୦ ପରିବାର ଗାଁରୁ ତଡ଼ାଖାଇ ବିତାଉଛନ୍ତି ଯାଯାବର ଜୀବନ

ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି ।

  • Friday, 20 January 2023
Dakota
ନୂଆ ରୂପରେ ଝଲସିବ ଡାକୋଟା, ମାର୍ଚ୍ଚ ୫ରୁ ଆତ୍ମପ୍ରକାଶ କରିବ ବିଜୁଙ୍କ ପ୍ରିୟ ବିମାନ

ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍‌ଷ୍ଟଲେସନ୍ ଯୋଜନା ।

haunted
ବ୍ରିଟିଶ୍ ଅମଳର ଡାକବଙ୍ଗଳା ଏବେ ଭୂତଙ୍କ ଚରାଭୂଇଁ : ଭିତରୁ ଆସୁଛି ‍‍ଭୟଙ୍କର ଶବ୍ଦ !

କଟକ ନିଶ୍ଚିନ୍ତକୋଇଲିର ସାନରାଉତପତି ଗାଁରେ ରହିଛି ବ୍ରିଟିଶ୍ ଅମଳର ଡାକ ବଙ୍ଗଳା, ଏବେ ଏହା ଭୂତ ଘର

  • Friday, 20 January 2023