herd of elephants
1/5
ଝାରସୁଗୁଡା ସହରରେ ରାତି ପ୍ରାୟ ସାଢେ ଗୋଟାଏ ବେଳେ ହାତୀପଲ ପଶିଥିଲେ ।
/odishatv-khabar/media/post_attachments/uploadimage/library/16_9/16_9_0/elephant_1679813350.jpeg)
2/5
ରାତିରେ ସହରର ମଙ୍ଗଳବାର, ମୁଙ୍ଗାପଡା, ସରବାହାଲ ଦେଇ ବୃନ୍ଦାମାଲରେ ରାସ୍ତା ଦେଇ ଜଙ୍ଗଲରୁ ଫେରିଥିଲେ ।
/odishatv-khabar/media/post_attachments/uploadimage/library/16_9/16_9_0/elephant_1679813396.jpeg)
3/5
ସହର ଭିତରେ ବିନା ଭୟରେ ବିଚରଣ କଲେ . .
/odishatv-khabar/media/post_attachments/uploadimage/library/16_9/16_9_0/elephant__1679813439.jpeg)
4/5
ତେବେ ସହର ଭିତରେ ଏତେ ହାତୀଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯିବା ସହ ଦେଖିବା ପାଇଁ ଭିଡ଼ ଜମାଇଥିଲେ ।
5/5
ଖବର ପାଇବା ପରେ ପୋଲିସ ଓ ବନ ବିଭାଗ କର୍ମଚାରୀ ହତୀ ପଲଙ୍କୁ ଘଉଡ଼ାଇ ଦେଇଛନ୍ତି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)