ଯାତ୍ରା ଦେଖି ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ। କେନାଲ ତଳକୁ ବାଇକ୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଏଠି ସବୁଦିନ ପୂଜା ପାଆନ୍ତି ମା’ ସରସ୍ୱତୀ। ପ୍ରତ୍ୟେକ ଦିନ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ, ସୃଷ୍ଟିହୁଏ ଭକ୍ତିମୟ ପରିବେଶ। ଆସନ୍ତୁ ଜାଣିବା ଓଡିଶାରେ କେଉଁଠି ଅଛି ଏହି ଜାଗା।
ବିରୋଧୀ କହିଲେ ଚାଷୀ ମାରଣରେ ମାତିଛନ୍ତି ରାଜ୍ୟ ସରକାର । ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି କହିଲା ବିଜେଡି ।
ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ।
ଓଡ଼ିଶାରେ ଯେପରି ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣ ଭାରତରେ ଠିକ୍ ସେମିତି ମକର ସଂକ୍ରାନ୍ତିରୁ ବର୍ଷର ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ପୂର୍ବଦିନ ରାତିରେ ନିଆଁ ଜାଳି, ସେଥିରେ ପାଣି ଗରମ କରି, ପରିବାରର ସମସ୍ତ ସଦସ୍ୟ ସେଥିରେ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ କରନ୍ତି ।
ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
୧୦ଲକ୍ଷରେ ଚମଡା ଡିଲ୍ ବେଳେ ଅଭିଯୁକ୍ତକୁ ଧରିଲା STF, ଶିକାରୀ ଠାରୁ କଲରାପତରିଆ ଛାଲ ବି ଜବତ
୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।
ନିରୀହ ଆଦିବାସୀଙ୍କୁ ମନଇଚ୍ଛା ଔଷଧ ଦେଉଛନ୍ତି ନକଲି ଡାକ୍ତର । ରାଇରଙ୍ଗପୁର ମେଡିକାଲରେ ୩୭ ଡାକ୍ତରରୁ ଅଛନ୍ତି ମାତ୍ର ୮ ଜଣ ।
ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।
ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।
ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା
ଶିମିଳିପାଳ ହାତୀପୋଡ଼ି ଘଟଣାରେ ବିଷ ପିଇ ବନ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସମ୍ପୃକ୍ତ ବନ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
୨ ବର୍ଷ ହେଲାଣି ଦିଦି ନାହାନ୍ତି। ଅଙ୍ଗନବାଡିରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ରୋଷେୟା…ଭାତ ବସେଇ ଦେଇ ପିଲାଙ୍କୁ ଅ’ ଡକାଉଛନ୍ତି ତ ଆଉ କେତେବେଳେ ତରକାରୀ ବସାଇ ଦେଇ ଆ’ ଡକାଉଛନ୍ତି।
ମହଙ୍ଗା ପଡ଼ିଲା ନର୍ସଙ୍କୁ ଅସଦାଚରଣ କରିବା। ଚିକିତ୍ସା କରୁଥିବା ଷ୍ଟାଫ୍ ନର୍ସଙ୍କୁ କିସ୍ କରି ବନ୍ଧା ହେଲେ ଯୁବକ।
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା।
ପ୍ରତିଷ୍ଠାର ୫ ବର୍ଷ ପରେ ବି ଲୋକେ ନିରାଶ, ଚିକିତ୍ସା ପାଇଁ ନାହାଁନ୍ତି ଆବଶ୍ୟକ ଡାକ୍ତର କି ପ୍ରଫେସର
ଶୀତ ଋତୁ ଓ କୋରାପୁଟ ସହର । ବୁଢ଼ିଆଣୀ ଜାଲ ଭିତରେ ଥୋପାଥୋପା କାକର । ନଭେମ୍ବର ଛୁଇଁଲେ ଏ ସହର ଏମିତି କୁହୁଡ଼ିରେ ଭର୍ତ୍ତି ହୋଇ ଯାଏ ଯେ, ବୁନ୍ଦା ବୁନ୍ଦା କାକର ଲାଗେ ସତେକି ମୁକ୍ତାର ଫୁଲ ପରି । ପ୍ରକୃତିର ଗନ୍ତାଘର ମୟୁରଭଞ୍ଜରେ ଶୀତ ଆସିଲେ ଶିମିଳିପାଳ ଜାତୀୟ ଉଦ୍ୟାନର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପଯର୍ୟଟକଙ୍କ ଭିଡ ଜମୁଛି ।
ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ରେଡ୍ ହୋଇଛି।
୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇବ।
ଉପକୂଳ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଗାମୀ କିଛି ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ୨ ତାରିଖରୁ ଅର୍ଥାତ୍ ମହାସପ୍ତମୀରୁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।