• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Makar Sankranti

Pongal 2025; know this four days tradition
Pongal 2025: ମକର ସଂକ୍ରାନ୍ତିକୁ କିପରି ପାଳନ କରନ୍ତି ଦକ୍ଷିଣ ଭାରତୀୟ

ପୋଙ୍ଗଲ ହେଉଛି ତାମିଲ ସମ୍ପ୍ରଦାୟର ଏକ ଫସଲ କଟା ଗଣପର୍ବ। ଲୋକମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି। ସେମାନେ ଏହି ପର୍ବରେ ପିତୃ ପୁରୁଷଙ୍କୁ ସ୍ମରଣ କରି ପୂଜା କରିଥାନ୍ତି। ଚାରିଦିନ ଧରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ପାଳନ କରନ୍ତି। ତେବେ ଆସନ୍ତୁ ଏହି ଚାରି ଦିନର ମହତ୍ତ୍ୱ କ’ଣ ଜାଣିବା।

Makar Sankranti
ମକର ସଂକ୍ରାନ୍ତିର ଅଜଣା କଥା

ଆଜି ପବିତ୍ର ମକର ସଂକ୍ରାନ୍ତି । କାହିଁକି ପାଳନ ହୁଏ ଏହି ପର୍ବ ? ଜାଣନ୍ତୁ ଆମ ଓଡ଼ିଆ ଘରର ପରମ୍ପରା ବିଷୟରେ କିଛି ଅଜଣା କଥା । କାହିଁକି ଗୁଡ଼ି ଉଡ଼ାଯାଏ ? କାହିଁକି ବଣ୍ଟନ କରାଯାଏ ମକର ଚାଉଳ ?

CM Mohan Majhi
CM Mohan Majhi: ମକର ପାଳିଲେ ମୁଖ୍ୟମନ୍ତ୍ରୀ; ବୈତରଣୀରେ ପକାଇଲେ ବୁଡ଼

ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ସିଏମ୍।

SHAHISNAN
MahaKumbh 2025: ଅମୃତ ଧାରା ପାଲଟିଛି ତ୍ରିବେଣୀ ସଂଗମ; ପ୍ରୟାଗରେ ଚାଲିଛି ପ୍ରଥମ ସାହି ସ୍ନାନ

ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା। ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ।

Lingaraj
Lingaraj Temple Rituals: ପୁଣି ମୁଣ୍ଡ ଟେକିଲା ସେବାୟତ ବିବାଦ; ମକରରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି।ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକର ଚରାଅସୀ ବେଶରେ ବିଭୂଷିତ ହେବେ ।

Makar Sankranti 2025 the science behind this festival
Makar Sankranti 2025: ମକର ସଂକ୍ରାନ୍ତିରେ କାହିଁକି ଖାଆନ୍ତି ରାଶି-ଗୁଡ଼ ଲଡୁ; କ’ଣ କହେ ବିଜ୍ଞାନ…

ଚଳିତ ବର୍ଷ ପୌଷ ପୂର୍ଣ୍ଣିମା ୧୩ ଜାନୁଆରୀରେ ଶେଷ ହେଉଥିବା ବେଳେ ଆଜି ଅର୍ଥାତ ଜାନୁଆରୀ ୧୪ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଛନ୍ତି। ଏନେଇ ଆଜି ଦିନଟିକୁ ସାରା ଭାରତରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଉଛି।

makar-sankranti-202 5-festival-of-odisha-and-significance-of-makar-chaula
Makar Sankranti: ଆଜି ମାଘ ମାସର ପ୍ରଥମ ଦିନ, ଆଜିଠୁ ପ୍ରଖର ହେବ ସୂର୍ଯ୍ୟଙ୍କ ତେଜ

ଏହି ପର୍ବଟି ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ନାଁରେ ପାଳିତ ହୁଏ। ଏହା ଏକ କୃଷିଭିତ୍ତିକ ପର୍ବ, ଫସଲ ଅମଳ ହେଲାପରେ ଏହା ପଡ଼ିଥାଏ। ଆସନ୍ତୁ ଜାଣିବା ଏହାକୁ କେମିତି ପାଳନ କରାଯାଏ, ଦେଶର କେଉଁ ସ୍ଥାନରେ ଏହାକୁ କେଉଁ ନାମରେ ଜାଣନ୍ତି।

MAKARA
Makar Sankranti: ମକର ପାଇଁ ଉତ୍ସବମୁଖର ଉତ୍ତର ଓଡ଼ିଶା; ମେଲିଛି ମିଠା ପସରା, ଘର ମୁହାଁ ପ୍ରବାସୀ

ବସଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ୍ ସବୁଠି ହାଉଯାଉ ଭିଡ଼। ଯାତ୍ରୀଙ୍କ ମୁହଁରେ ହସ ମନରେ ଉତ୍ସାହ। ହେବନି ବା କେମିତି ଏବେ ପରା ଘର ବାହୁଡା ବେଳ। ରାତି ପାହିଲେ ମକର ସଂକ୍ରାନ୍ତି ଖାସ ଏଇଥିପାଇଁ ତ ଭିଟାମାଟି ମୁହାଁ ପ୍ରବାସୀ।

Makar Sankranti
ଆଜି ମକର ସଂକ୍ରାନ୍ତି; ଗଙ୍ଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପଶ୍ଚିମବଙ୍ଗ ଗଙ୍ଗାସାଗର ଘାଟରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବୁଡ଼ ପକାଇବା ସହ ମଙ୍ଗଳ ମନାସୀ ଆରତୀ କରିଛନ୍ତି ଶ୍ରଦ୍ଧାଳୁ ।

pongal 2024 four day celebration south Indian festival
Pongal 2024: ଚାରିଦିନିଆ ପୋଙ୍ଗଲ ପର୍ବ; ଜାଣନ୍ତୁ କେଉଁଦିନ କିପରି ହୁଏ ପାଳନ

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ଖୁବ୍ ଧୂମଧାମ୍‌ରେ ପାଳନ କରାଯାଏ। ଏହି ଦିନ ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଉତ୍ସବ ଭାବେ ପାଳନ କରାଯାଏ। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ଭାବେ ପାଳନ କରାଯାଏ। ଏହିଦିନ ସୂର୍ଯ୍ୟଙ୍କୁ ଉପାସନା କରାଯାଏ।

Makar Sankranti
ଆଜି ପବିତ୍ର ମକର ସଂକ୍ରାନ୍ତି; ମକରଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି । ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।

Why we celebrated maker sankranti religious and scientific importance
Makar Sankranti 2024: ମକର ସଂକ୍ରାନ୍ତିରେ କାହିଁକି ଉଡାଯାଏ ଗୁଡି; ଜାଣନ୍ତୁ ଏହା ପଛରେ ଥିବା ବିଜ୍ଞାନ

ଚଳିତ ବର୍ଷ ଆଜି ଅର୍ଥାତ ଜାନୁୟାରୀ ୧୫ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ। ଏନେଇ ଆଜି ଦିନଟିକୁ ସାରା ଭାରତରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପ୍ରକ୍ରିୟାକୁ ସଂକ୍ରାନ୍ତି କୁହାଯାଏ।

Agricultural festival Makar Sankranti
କିପରି ପାଳନ ହୁଏ ମକର ସଂକ୍ରାନ୍ତି

ଓଡ଼ିଶାରେ ଯେପରି ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣ ଭାରତରେ ଠିକ୍ ସେମିତି ମକର ସଂକ୍ରାନ୍ତିରୁ ବର୍ଷର ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ପୂର୍ବଦିନ ରାତିରେ ନିଆଁ ଜାଳି, ସେଥିରେ ପାଣି ଗରମ କରି, ପରିବାରର ସମସ୍ତ ସଦସ୍ୟ ସେଥିରେ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ କରନ୍ତି ।

Makar Sankranti
ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି, ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ..

ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ମକର ନୀତି । ମକର ଚୌରାଅଶି ବେଶରେ ଦର୍ଶନ ଦେବେ ଶ୍ରୀଜିଉ  ।

Makar Sankranti
ଆଗକୁ ମକର ସଂକ୍ରାନ୍ତି : ଆରମ୍ଭ ହୋଇଗଲାଣି ଗୁଡ଼ି ବିକ୍ରି, ଖୁସି ଭିତରେ ଜୀବନ ଯିବା ଭୟ

ବ୍ୟାନ୍ ହୋଇଥିବା ସତ୍ତ୍ୱେ ମାଂଜା ସୂତା ବି ଦେଖିବାକୁ ମିଳୁଛି ମାର୍କେଟରେ ।

The importance of makar sankranti
ମକର ସଂକ୍ରାନ୍ତିର ମହତ୍ତ୍ୱ, ‌ଆଜିର ଦିନରେ କରନ୍ତୁ ନାହିଁ ଏହି କାମ

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଚଳିତବର୍ଷ ୧୪ ଓ ୧୫ ଜାନୁଆରୀ ଦୁଇ ଦିନ ହିଁ ପଡ଼ୁଛି। ମକର ସଂକ୍ରାନ୍ତି ଦିନ କିଛି ଖାସ୍‌ କାମ କରିବାର ପରମ୍ପରା ଆଦିମ କାଳରୁ ରହିଛି, ଯଥା-ସ୍ନାନ, ଦାନ, ରାଶି-ଗୁଡ଼, ଖେଚୁଡ଼ି ଆଦି ସେବନ।

Odisha Releases Guidelines For Makar Sankranti & Pongal
ମକର/ପୋଙ୍ଗଲ ଉତ୍ସବ ମନା; ରୀତିନୀତି ହେବ

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC । କୋଭିଡ୍ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ ।ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା ।