ନିର୍ଭୀକ ଓ ନିଡର ଥିବା ସାମ୍ବାଦିକ ଆଜି କିନ୍ତୁ ହାରି ଯିବାକୁ ବସିଛନ୍ତି । କର୍କଟର କ୍ରୁରତା ଆଗରେ ହାରିବାକୁ ବସିଛନ୍ତି ସୁଦୀପ୍ତ ।
କାଲି ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଏଲ୍ଏସ ବିଦ୍ୟାଳୟର ଉପସଭାପତି ସତୀଶ ଚନ୍ଦ୍ର ପ୍ରତିହାରୀ, ପାହାଡ ପୁର ସରପଞ୍ଚ ରୁକ୍ମଣୀ ମୁର୍ମୁ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହ ପାହାଡପୁରର ଗ୍ରାମବାସୀ ଉପସ୍ଥିତ ଥିଲେ ।
ଲୁହା ବୋଝେଇ ଟ୍ରକ କେନ୍ଦୁଝର ପଟୁ ଆସି ଏକ ଟ୍ରକ୍ ପଛରେ ଥିବା ଇନୋଭା ଗାଡ଼ିକୁ ଚାପି ଦେଇଥିଲେ । ଫଳରେ ଗାଡ଼ିରେ ଥିବା ଦୁଇ ମହିଳାଙ୍କ ଗାଡିରେ ଚାପି ହୋଇ ମୃତ୍ୟୁ ହୋଇଛି ।
ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ....ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି...ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା...
ଘର ଦ୍ୱାର ମୁହଁ ନିକଟରେ ଝିଅର ଝୁଲନ୍ତା ମୃତଦେହ, ପଡ଼ୋଶୀ ହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକେ
ବାପା ପାଣ୍ଡୁ ହନହୋଗା । ପୁଅ ଦାଦନ ଖଟିବାକୁ ଯିବା ପରେ ଝୁରି ଝୁରି ତାଙ୍କ ଅବସ୍ଥା କହିଲେ ନସରେ । କେତେବେଳେ କ’ଣ ଦୁଇଟା ଖାଉଛନ୍ତି ତ ପୁଣି କେତେବେଳେ ସେମତି ସମୟ ବିତିଯାଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ପାଣ୍ଠ ଗ୍ରାମ ପଞ୍ଚାୟତ ବଣକାଟି ଗାଁର ଗଙ୍ଗାଧର ହୋନାଗାଙ୍କ ନିଖୋଜ ପରେ ଏମିତି କଟୁଛି ପରିବାରର ଜୀବନ ।
କାର୍ଯ୍ୟରେ ଯୋଗଦେବାକୁ BLF ପକ୍ଷରୁ ଭାରତୀଙ୍କୁ ଚିଠି…ଲଢ଼େଇରେ ସତ୍ୟର ଜୟ ହୋଇଛି କହିଲେ ଭାରତୀ ସିଂ
ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଅଛନ୍ତି।
କାଲିଠୁ କମିବ ବର୍ଷାର ପରିମାଣ, କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ଦେଖି ନିଅନ୍ତୁ ତାଲିକା...
ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଅବିନାଶ...
ଲଘୁଚାପ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ
ସ୍ୱାମୀଙ୍କ ରୋଜଗାର କମ୍ ଥିଲା । ପିଲାଙ୍କୁ ପାଠ ପଢାଇବା ବି କଷ୍ଟକର ଥିଲା..ଏମିତି ପରସ୍ଥିତିରେ କେମିତି ରୋଜଗାର କରିବେ ସେହି ଚିନ୍ତା ବାୟା କରିଥିଲା । ଏବେ ଧୂପ ତିଆରି କାରଖାନା କରିବା ପରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ପାଖ ଲୋକଙ୍କୁ ଦେଉଛନ୍ତି ରୋଜଗାର
୫ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ହୋଇନି ବଦଳି । କେନ୍ଦୁଝର ଜିଲ୍ଲାପାଳ ବି ୫ ବର୍ଷରୁ ଅଧିକ ସମୟ ହେଲା ରହିଲେଣି ।
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ରାଜ୍ୟ ସରକାରଙ୍କ ପୁଳା ପୁଳା ବିଜ୍ଞାପନକୁ ନେଇ ଘେରିଲେ ବିରୋଧୀ । ପ୍ରଚାର ସର୍ବସ୍ୱ କହି ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି ।
ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ ।
ରାଜ୍ୟରେ ବର୍ଷା ଲାଗି ରହିଛି ...କେବଳ ଉପକୂଳ ଓଡିଶାକୁ ଛାଡ଼ିଦେଲେ ରାଜ୍ୟର ଆଉ ସମସ୍ତ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି
ସାରା ବିଶ୍ୱ ଜାଣିବ ଓଡ଼ିଆ ଆଦିବାସୀଙ୍କ ଜୀବନଶୈଳୀ। ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଇଏ ଜଣେ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ତାଙ୍କର ପେଶା...କିନ୍ତୁ ପରିବେଶ ସୁରକ୍ଷା ଦିଗରେ ସେ କାମ କରୁଛନ୍ତି । ଗାଁକୁ ଗାଁ ବୁଲୁଛନ୍ତି । ନିଜେ ତାଳଗଛ ଲଗାଇବା ସହିତ ପିଲାଙ୍କୁ ଗଛ ଲଗାଇବାର ଦେଉଛନ୍ତି ବାର୍ତ୍ତା