• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Jharsuguda

Psychiatrist Will Interrogate Gopal
ନବ ହତ୍ୟାକାଣ୍ଡରେ ନୂଆ ଫର୍ଦ୍ଦ ! ଗୋପାଳକୁ ପଚରାଉଚରା ପାଇଁ ପହଞ୍ଚିଲେ ସାଇକାଟ୍ରିଷ୍ଟ ଟିମ୍...

କ୍ରାଇମ୍‌ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ ।

Naba Das Murder Case: Crime Branch Seize Goapl's Dairy
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ ? ଡାଏରୀ ଖୋଲିବ ମୃତ୍ୟୁ ରହସ୍ୟ !

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍‌ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା।

Minister Naba das Murder Suspense
କୋଇଲା ଟ୍ରାନ୍ସପୋର୍ଟିଂ ଶତ୍ରୁତା ପାଇଁ ଗଲା କି ନବଙ୍କ ଜୀବନ?

ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଥିଲେ ନବ ଦାସ।

Naba Das Death Case
ଲାଟ୍ରିନ୍ ଟାଙ୍କିରେ ଲୁଚିଛି କି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମରର ତଥ୍ୟ ?

ମନ୍ତ୍ରୀଙ୍କୁ କାହିଁକି ଗୁଳି କଲା ଅଭିଯୁକ୍ତ ଗୋପାଳ । ତଦନ୍ତକାରୀ ଟିମ୍ ସହାୟତାରେ କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ ।

Naba Das
ଘନ ଘନ ହେଉଛି ତଦନ୍ତ, ହେଲେ ଏଯାଏଁ ଜଣାପଡ଼ିନି ହତ୍ୟା ପଛର କାରଣ ?

ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।

Naba Das
ମନ୍ତ୍ରୀଙ୍କୁ କୋପ କରିଥିଲେ କି ଗ୍ରହରାଜ ଶନି ? ଠିକ୍ ନଥିଲା ପୂଜା ପଦ୍ଧତି କହିଲେ ଜ୍ୟୋତିର୍ବିଦ୍ 

ସୁନାକଳସ ଦାନ ଓ ତୈଳମର୍ଦ୍ଦନ ସତ୍ତ୍ୱେ ଗୁଳିମାଡ଼କୁ ନେଇ ଚର୍ଚ୍ଚା । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହେଲା ପ୍ରାଣଘାତୀ ଗୁଳି ମାଡ଼ ?

Naba Das - Gopal Das
ଟପ୍ ଲେଭେଲ୍ ଷଡ଼ଯନ୍ତ୍ର ଅଭିଯୋଗ ପରେ ହଇଚଇ ! ଡ୍ରାମା କାହିଁକି ବୋଲି ପ୍ରଶ୍ନ କଲେ ଜୟନାରାୟଣ..

ମୁଖ୍ୟମନ୍ତ୍ରୀ, ଗୃହସଚିବ ଓ ଡିଜିପି କାହିଁକି ଚୁପ୍- ବିଜେପି । କଂଗ୍ରେସର ଦାବି SIT ତଦନ୍ତ ।

Crime Branch - Naba Das
୫୬ ଘଣ୍ଟା ହେଲା କ୍ରାଇମବ୍ରାଞ୍ଚର ଖୋଳତାଡ଼, ଏଯାଏଁ ମିଳିପାରୁନି ନିଷ୍କର୍ସ !

କାହିଁକି ନବ ଦାସଙ୍କୁ ଗୁଳି କଲେ ASI ଗୋପାଳ ? ଗୋପାଳର ବଡ଼ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ ।

Is it a conspiracy to kill Naba Das what is your view
ନବ ଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର କି ? ଜାଣନ୍ତୁ କିଏ କ’ଣ କହୁଛନ୍ତି...

ଫିଟିନି ନବ ଦାସଙ୍କ ହତ୍ୟା ରହସ୍ୟ। ୨ ଦିନ ପରେ ବି ଅନ୍ଧାରରେ ପୂରା ରାଜ୍ୟ। ପରିବାର ଲୋକେ ବିରୋଧିଙ୍କୁ ଦାୟୀ କରୁଛନ୍ତି। ତେବେ ଏହା ପଛରେ ରହିଛି କି ଏକ ବଡ ଧରଣର ଷଡଯନ୍ତ୍ର? ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।

Eye Witness
‘ମୋତେ ଠେଲି ଗୋପାଳ ଆଗକୁ ଯାଇଥିଲେ, ପଚାରିବାରୁ କହିଲେ ମୁଁ ଆଜି କଥା ହେବି..’

ଗୋପାଳଙ୍କ ପ୍ରଥମ ଗୁଳିଟି ଜୀବନଙ୍କ ବେକରେ ଘସି ହୋଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ।

Gopal Das
ନବଙ୍କୁ ହତ୍ୟାର ପ୍ରି-ପ୍ଲାନ୍‌ କରିଥିଲେ କି ଗୋପାଳ ? ଗୁଳିକାଣ୍ଡ ପୂର୍ବରୁ ଉଭାନ୍‌ ଅଛନ୍ତି ତାଙ୍କ ଭାଇ...

ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରୁଛି କ୍ରାଇମ୍‌ବ୍ରାଞ୍ଚ ।

Naba Das - Gopal Das
ନବ ହତ୍ୟା ମାମଲାରେ ତେଜିଲା ରାଜନୀତି ! ଚୁପ୍‌ କାହିଁକି ମୁଖ୍ୟମନ୍ତ୍ରୀ ? ମୁହଁ ଖୋଲୁ ନାହାନ୍ତି DGP...

ଟପ୍ ଲେବଲ୍ ଲୋକ ଏଥିରେ ସାମିଲ ନେଇ କଂଗ୍ରେସର ଅଭିଯୋଗ । କାହିଁକି ଗୃହମନ୍ତ୍ରୀ ପଦ ଛାଡ଼ୁନାହାନ୍ତି ମୁଖ୍ୟମନ୍ତ୍ରୀ ?

Why ASI Gopal Das Shot To Minister Naba Das
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଲେ ASI ଗୋପାଳ ଦାସ ?

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ ପୋଲିସ୍ ASI ଗୋପଳ ଦାସ ? ଷଡ଼ଯନ୍ତ୍ର ନା ମାନସିକ ଦୁଃଚିନ୍ତା, କାରଣ କ’ଣ ? ସମୟ ଯେତେ ଗଡ଼ୁଛି ମାମଲାକୁ ନେଇ ବଢ଼ିବାରେ ଲାଗିଛି ସେତେ ସନ୍ଦେହ।

Minister Naba Das Shot By A Policeman, ASI Sents To Jail
ଜେଲ୍‌ ଗଲେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ପୋଲିସ୍‌ ASI

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସଙ୍କୁ ଝାରସୁଗୁଡ଼ା JMFCଙ୍କ ଆବାସିକ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଯାଇଛି। 

Naba Das
ନବ ଦାସଙ୍କୁ ଗୁଳି କରିଥିବା ସ୍ୱୀକାର କରିଛି ଗୋପାଳ

ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ଆଜି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଇଛି କ୍ରାଇମବ୍ରାଞ୍ଚ୍ ।

Naba Das
ନବଙ୍କ ହତ୍ୟାକୁ ନେଇ ଉଠିଲା ମାଳ ମାଳ ପ୍ରଶ୍ନ, କାକା କହିଲେ ରହିଛି ବିରାଟ ଷଡଯନ୍ତ୍ର

ନବଙ୍କ କାକା ଓ ସମର୍ଥକମାନେ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ।

Naba Das
ନବ ଦାଦା ଅମର ରହେ ଧ୍ୱନିରେ କମ୍ପିଲା ପରିବେଶ, ଭୋ-ଭୋ ହୋଇ କାନ୍ଦିଲେ ଦିପାଳୀ ଦାସ

ଅନ୍ତିମ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅସମ୍ଭବ ଭିଡ଼ ଲଗାଇଥିଲେ ସମର୍ଥକ ଓ ଶୁଭେଚ୍ଛୁ ।

Naba Das - Odisha Police
ମନ୍ତ୍ରୀଙ୍କ ଗସ୍ତ ବେଳେ କ’ଣ ରହିଛି ନିୟମ ? SOP ପାଳନ କରିଥିଲା କି ପୋଲସି ? PSO କରୁଥିଲେ କ’ଣ ?

ନବଙ୍କ ରବିବାର ଦିନ ଗସ୍ତ ବେଳେ SOP ପାଳନ କରାଯାଇଥିଲା କି ନାହିଁ, ତ୍ରୁଟି କେଉଁଠି ରହିଲା, ତାହା ସାମ୍ନାକୁ ଆସିବା ଜରୁରୀ ।

ASI Gopal Das
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ ଗିରଫ

ଶେଷରେ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।

Mortal remains of Minister NabaDas consigned to flames
ପଞ୍ଚଭୂତରେ ଲୀନ ହେଲେ ମନ୍ତ୍ରୀ ନବ ଦାସ, ଶେଷକୃତ୍ୟ ପୂର୍ବରୁ ଗାର୍ଡ ଅଫ୍ ଅନର ପ୍ରଦାନ

ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ ଶ୍ମଶାନରେ ଆଜି ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନବ ଦାସଙ୍କ ପୁଅ ବିଶାଲ ଦାସ ମୁଖାଗ୍ନି ଦେଇଥିଲେ।

Naba Das
ଓଡ଼ିଶା ଇତିହାସରେ କଳଙ୍କ, ସାରା ରାଜ୍ୟରେ ଚାଞ୍ଚଲ୍ୟ ! ବର୍ଦ୍ଦିରେ ଥାଇ ମନ୍ତ୍ରୀଙ୍କୁ ଗୁଳି କଲେ ପୋଲିସ୍ ASI 

ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମଚାରୀଙ୍କ ଗୁଳି । ଘଟଣାର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ।