• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Jharsuguda

Today Heavy Rain Alert To 8 Districts Of Odisha
ଖୁବ୍‌ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ ! ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।

School summer holiday extended two districts of odisha
ଓଡ଼ିଶାର ଏହି ୨ ଜିଲ୍ଲାରେ ବଢ଼ିଲା ଖରା ଛୁଟି, ଜାଣନ୍ତୁ କେବେ ଖୋଲିବ ସ୍କୁଲ୍‌...

୨ ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖ ସ୍କୁଲ୍‌ ଖୋଲିବା ନେଇ ନୋଟିସ୍‌ ଜାରି ହୋଇଛି। ଏହାସହ ସ୍କୁଲ୍‌ ଟାଇମିଂରେ ମଧ୍ୟ ପରିବର୍ତ୍ତନ ହୋଇଛି।

 Odisha Weather
ତାତିରେ ଲାଗିବ ବ୍ରେକ୍; କାଲିଠୁ ବଦଳିବ ପାଗର ମିଜାଜ୍

ଆଉ ୨ରୁ ୩ ଦିନ ଭିତରେ ଓଡିଶାକୁ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ, ଆଶ୍ୱସ୍ତ ହୋଇଛନ୍ତି ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ସାଧାରଣ ଜନଜୀବନ । ଖାସ୍ କରି ଚାଷୀଙ୍କ ମଧ୍ୟରେ ଖୁସିର ଲହରି ।

Police arrest thieves from chhattisgarh
ଟ୍ରେନ୍‌ରେ ରାତିରେ ଆସି ଚୋରି କରୁଥିଲେ, ସକାଳେ ପଳାଉଥିଲେ...

ଚୋରି କରିବା ପାଇଁ ଟ୍ରେନ୍‌ରେ ରାତିରେ ଆସୁଥିଲା, ତା’ପରଦିନ ସକାଳେ ପୁଣି ଟ୍ରେନ୍‌ରେ ଘରକୁ ଚାଲି ଯାଉଥିଲା। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ରୁ ୧୦ ବର୍ଷ ଧରି ନିୟମିତ ଭାବେ ଏପରି କରୁଥିଲା ଗଣେଶ।

Rainfall Likely In Odisha On June 21
କମିବ ତାପମାତ୍ରା, ଭିଜିବ ଓଡ଼ିଶା ! ୨୧ରେ ବର୍ଷା ସମ୍ଭାବନା...

ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ। ଜୁନ୍ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି।

Twin city reels under intense heat wave
ଆଜି କଟକ, ଭୁବନେଶ୍ୱରରେ ଅଗ୍ନି ବର୍ଷା !

ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ତାପମାତ୍ରା ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

Heatwave To Continue In Odisha For Next Two Days
ସତର୍କ ସୂଚନା- ଆବଶ୍ୟକ ନଥିଲେ ଏହି ସମୟରେ ଘରୁ ବାହାରନ୍ତୁ ନାହିଁ

ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।

Odisha heat wave
ଅସହ୍ୟ ତାତିରେ ଜଳୁଛି ଓଡ଼ିଶା; ଆହୁରି ୩ ଦିନ କରିବ କଲବଲ

ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।

missing migrant
ଦାଦନ ଖଟିବାକୁ ପୁଅ ଯାଇଛି...ଦୁଆର ମୁହଁରେ ଫଟୋ ଧରି ମାଆ କାନ୍ଦୁଛି

ମାଆ ପାଇଁ ଦାନା ଯୋଗାଡ କରିବାକୁ ଦାଦନ ଯାଇଛି ପୁଅ । ବର୍ଷେ ହେଲାଣି ମିଳୁନି ଖୋଜଖବର...ଭେଣ୍ଡିଆ ପୁଅ କୁଆଡ଼େ ନିଖୋଜ ହୋଇଯାଇଛି ଯେ ମିଳୁନି କୌଣସି ଅତାପତ୍ତା । ଏବେ ବନ୍ଧ ଉପରେ ବସି ପୁଅର ଫେରିବା ବାଟକୁ ଚାହିଁବସିଛି ମାଆ

Opposition targets Odisha govt over Naba Das murder case chargesheet
କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ମାରିଲା ଗୋପାଳ ? ୪ କାରଣକୁ ନେଇ ଚର୍ଚ୍ଚା

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ?

Naba Das Murder Case
ନବ ଦାସ ହତ୍ୟା ମାମଲା : ସରକାରଙ୍କୁ ଘଣ୍ଟ ଘୋଡ଼େଇବାରେ ସଫଳ ହେଲା କି ବୋଥ୍ରା ଟିମ୍‌ ?

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି  ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ? ଏମିତି କେଉଁ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ?

Naba Das Murder Case
ହତ୍ୟା ଷଡ଼ଯନ୍ତ୍ର ଦିଗ ପ୍ରତି କ୍ରାଇମବ୍ରାଞ୍ଚର ନିରବତା ନେଇ ପ୍ରଶ୍ନ

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ?

Naba Das murder case: Accused Gopal Das had developed personal grudge against Naba Das
କ୍ରାଇମବ୍ରାଞ୍ଚର ସାଂଘାତିକ ତଥ୍ୟ:‘ଗୋପାଳ ପାଗଳ ନୁହେଁ,ବ୍ୟକ୍ତିଗତ କାରଣରୁ ନବ ଦାସଙ୍କୁ ହତ୍ୟା କରିଥିଲା’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

Naba Das murder case
ନବ ଦାସ ହତ୍ୟାକାଣ୍ଡ : ଦାଖଲ ହେବ ଚାର୍ଜସିଟ୍‌!

ଘଟଣାକୁ ଆସନ୍ତା ୨୮ରେ ପୁରିବ ୧୨୦ ଦିନ , ଏଯାଏ ଚାର୍ଜସିଟ ଦାଖଲ କରାଯାଇନଥିବାରୁ ଅସନ୍ତୋଷ

Minister Naba Das
ସପ୍ତାହେ ପରେ ନବ ଦାସ ହତ୍ୟାକାଣ୍ଡକୁ ୧୨୦ ଦିନ; ଏଯାଏଁ କ୍ରାଇମବ୍ରାଞ୍ଚ ଦାଖଲ କରିନି ଚାର୍ଜସିଟ୍

ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।

Odisha Weather
ଆହୁରି ତାତିବ ଓଡ଼ିଶା; ୪ ଜିଲ୍ଲାରେ ଟପିବ ୪୫ ଡିଗ୍ରୀ ତାପମାତ୍ରା !

୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୁଳ, ଦେବଗଡ, ବୌଦ୍ଧ, ବଲାଙ୍ଗିରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।

Heat Wave Warning In These Districts Of Odisha
ହିଟ୍‌ୱେଭ୍ ୱାର୍ଣ୍ଣିଂ: ଏହି ୩ ଦିନ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Jharsuguda bypoll
୨୪ ପାଇଁ କି ସଂକେତ ଦେଲା ଝାରସୁଗୁଡ଼ା ଫଳ ?

ଆଗକୁ ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ଦ୍ୱିମୁଖୀ ଲଢେଇ ହେବା ଏକ ପ୍ରକାର ଜଳ ଜଳ ଦିଶୁଛି

jharsuguda bypoll
ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ; ଉତ୍ସବମୁଖର ବିଜେଡି କ୍ୟାମ୍ପ

ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ । ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ । ଉତ୍ସବମୁଖର ବିଜେଡି କ୍ୟାଂପ୍ । ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ । ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିସାରିଥିଲା ବୃହତ ବିଜୟର ବାସ୍ନା ।

Congress Leader Bhakta Das
ଇଗୋ ଛାଡ଼ିଲେ ଓଡ଼ିଶାରେ କଂଗ୍ରେସକୁ ସଫଳତା ମିଳିବ: କଂଗ୍ରେସ ନେତା ଭକ୍ତ ଦାସ

ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ।

Jharsuguda bypoll, BJD Candidate Deepali Das Won
Jharsuguda Bypoll Result LIVE Updates: ଜିତିଗଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ାରେ ‍‍ବିଜେଡିର ବାଜିମାତ୍‌ । ବିଜେଡି ପ୍ରାର୍ଥୀ ଦୀପାଳି

Jharsuguda Bypoll
Jharsuguda Bypoll: ଖୋଲିବ EVM, କାହାର ହେବ ଝାରସୁଗୁଡ଼ା ? କିଏ ମାରିବ ବାଜି ?

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା । ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ।

Jharsuguda Bypoll
କିଏ ଜିତିବ ଝାରସୁଗୁଡ଼ା ବାଜି ? ସକାଳ ୮ଟାରୁ ଗଣତି, ୧୪ଟି ଟେବୁଲରେ ୧୯ ରାଉଣ୍ଡ କାଉଣ୍ଟିଂ

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ ।