ବିଜେଡି ଅମଳରେ ଇଞ୍ଜିନିୟରଙ୍କ ବାଟ ଦେଇ ଚାଲିଥିଲା କି ଦୁର୍ନୀତି ? ୧୫ ଦିନରେ ଧରାପଡ଼ିଲେଣି ଚାରି ଚାରି ଜଣ କୁବେର ଯନ୍ତ୍ରୀ ।
ସହରରେ ଅଳିଆ ଆବର୍ଜନା ପଡ଼ି ରହିଥିବାରୁ ମଶାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଶାଙ୍କ ଦାଉରେ ସହରବାସୀ ରାତିରେ ଟିକେ ଶାନ୍ତିରେ ଶୋଇ ପାରୁନାହାନ୍ତି ।
ଆଜି ଶୁଖିଲା ରହିବ ପାଗ, ତେବେ କାଲି ପୁଣି ବଢ଼ିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
ଯାଜପୁରକୁ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା । ୪ ବର୍ଷରେ ୧୧ ସାଂସଦ ଗୋଟିଏ ଜିଲ୍ଲାକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ଟଙ୍କା ।
ମୃତ ଛାତ୍ର ଯାଜପୁର ରସୁଲପୁର ବ୍ଲକ ଓଡ଼ିଶୋ ଗାଁର ଆଶିଷ କୁମାର ପଣ୍ଡା । ଆଶିଷ ଜାରକା ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପାଠ ପଢୁଥିଲେ ।
ରାଜ୍ୟରେ ଲାଗିରହିଛି ବର୍ଷା। ଆଜି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ହେଉଛି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର।
ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଲେ ବଡ଼ ଗୋଷ୍ଠୀ । କଟକରେ ବି ୨ ଗୋଷ୍ଠୀ ଗୋହି ଖୋଳାଖୋଳି ।
୩ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୩୧ରୁ ୨ ଯାଏଁ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳ ଲାଗି ପାଇଁ ପାଣି ଉଠାଇବା ବେଳେ ବୁଡ଼ି କାଉଡିଆଙ୍କ ମୃତ୍ୟୁ ହୋଇଛି।
ଯାଜପୁର ଜିଲ୍ଲା ପ୍ରଶାସନ-ବିଜେଡି ନେତାଙ୍କ ବୈଠକକୁ ନେଇ ଚର୍ଚ୍ଚା । ବୈଠକକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ।
ଆରମ୍ଭ ହେଲା ବେଆଇନ ଖଣି ଉପରେ ଆକ୍ସନ। ତଦନ୍ତ ପାଇଁ ଗଠିତ ଟିମ୍ କଲା ଖାଦନରେ ଜୋରଦାର ରେଡ୍।
ସରକାରୀ ଅର୍ଥରେ ଧର୍ମଶାଳା ଭବନ ଓ ଫୁଡ୍ କୋର୍ଟ ନିର୍ମାଣ କରାଯାଇଛି। ତେଣୁ ଏହାକୁ ଭଙ୍ଗାଯିବନି ବୋଲି ବିଡିଓ ସୂଚନା ଦେଇଛନ୍ତି।
SCO ସୁରେଶ ମଲ୍ଲିକଙ୍କ ମୃତ୍ୟୁକୁ ନେଇ ଆସିଛି ସାଂଘାତିକ ଅଭିଯୋଗ। ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।
ଯାଜପୁରର କୁସୁମା କଟେଜ୍ କେଳେଙ୍କାରୀ ପଛର ସତ କ’ଣ ? କିଏ, କାହିଁକି ଏବଂ କେଉଁ ସ୍ବାର୍ଥପାଇଁ କୁସୁମା ପ୍ରକଳ୍ପ ଭିତରେ ତିଆରି କରିଥିଲା ୯ଟି ଆଲିସାନ୍ କଟେଜ୍ ।
ସାଧାରଣ ଜନତା ପ୍ରଶ୍ନ ଉଠାଇଥିବା ବେଳେ ଗତକାଲି ପ୍ରେସମିଟ୍ କରି ଏହାର ଜବାବ ରଖିଥିଲା ଯାଜପୁର ପୌରପାଳିକା।
ଯାଜପୁରର କୁସୁମା ପୋଖରୀ ପରେ ଏବେ ବିବାଦରେ ଧର୍ମଶାଳା କଣ୍ଟିଗଡ଼ିଆର ଦ୍ବିତୀୟ କୁସୁମା ପ୍ରକଳ୍ପ । କ୍ଷମତାର ଦୁରୂପଯୋଗ କରି ପ୍ରକଳ୍ପ ପାଇଁ ନୀରିହ ଜନତା ଓ ଚାଷୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଥିବା ଅଭିଯୋଗ ।
ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ?
ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ପୂର୍ବତନ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି । 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି ।
ବଲ୍ଲେ ବଲ୍ଲେ ଢାବାରେ ପଡିଲା ତାଲା । ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନୋଟିସ୍ ।
ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିବ ବର୍ଷା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା । ଆଗାମୀ ୫ ଦିନ ଯାଏଁ ସମାନ ସ୍ଥିତି ରହିପାରେ ।
ଯାଜପୁର ଧର୍ମଶାଳାର ବିବାଦୀୟ ଢାବା ବଲ୍ଲେ ବଲ୍ଲେକୁ ସିଲ୍ କରାଯିବ । ତିନି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଆଜି ସରିଛି।
ନାଁକୁ ଥିଲା ଢାବା...କିନ୍ତୁ ବିଜେଡି ନେତାଙ୍କ ସାଜିଥିଲା ମଉଜର ଠିକଣା...କିଏ କହିଲେଣି ଚାଲିଥିଲା ରଙ୍ଗଶାଳା...ଜମୁଥିଲା ମଦମାଂସର ଆସର ତ ଆଉ କିଏ କହୁଛନ୍ତି ହେଉଥିଲା ବେଆଇନ ଆର୍ଥିକ କାରବାର ।
କାଲି ପ୍ରଶାସନ ଲଗାଇଥିଲା ଲଟକା । ଆଜି ଖାଲି କରାଯାଉଛି ଢାବା ।
ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି।