Advertisment

SCOଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

SCO ସୁରେଶ ମଲ୍ଲିକଙ୍କ ମୃତ୍ୟୁକୁ ନେଇ ଆସିଛି ସାଂଘାତିକ ଅଭିଯୋଗ। ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Soil Conservator Officer Death In Odisha

Soil Conservator Officer

ଯାଜପୁରରେ ମୃର୍ତ୍ତିକା ସରଂକ୍ଷଣ ଓଭରସିଅର୍ SCO ସୁରେଶ ମଲ୍ଲିକଙ୍କ ମୃତ୍ୟୁକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ପରିବାରଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ସାଙ୍ଗ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର

ସୁରେଶଙ୍କ ପୁଅ ଅନିରୁଦ୍ଧ ଅଭିଯୋଗ କରିଛନ୍ତି, ଯଦି ବାପା ଆତ୍ମହତ୍ୟା କରିଥାନ୍ତେ ତାହେଲେ ଘରେ କରିଥାନ୍ତେ। ଅଫିସ ପରିସରରେ କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଘଟଣାକୁ ନେଇ ତଦନ୍ତ ଚାଲିଛି, ଏବେ କିଛି କହି ହେବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ଯାଜପୁର ଏସପି। କେନ୍ଦ୍ରାପଡ଼ା ଅହମ୍ମଦପୁର ଅଞ୍ଚଳର ସୁରେଶ ମଲ୍ଲିକ SCO ଭାବେ ବରୀ ବ୍ଲକ ଦାୟିତ୍ବରେ ଥିଲେ। 

Death Mystery
Advertisment
Advertisment