ମିଶନ ଶକ୍ତି ଏମବିକେ ଲ୍ୟାପଟପ୍ କିଣାରେ ସାଂଘାତିକ ଦୁର୍ନୀତି...କୋଟିଏରୁ ଅଧିକ ଟଙ୍କାର ଲ୍ୟାପଟପ୍ କିଣା ଦୁର୍ନୀତି ଅଭିଯୋଗକୁ ନେଇ ହଇଚଇ...ଏମବିକେ ଏବଂ ବ୍ୟାଙ୍କମିତ୍ରଙ୍କୁ ଭୋଟ୍ ପୂର୍ବରୁ ପୂର୍ବ ସରକାରର ଥୋପ, ଖୋର୍ଦ୍ଧା ଜିଲ୍ଲାରୁ ଖୋଲୁଛି ଦୁର୍ନୀତିର ମହାଗୁମର।
ବର୍ଷାରେ ମଇଳା ଆବର୍ଜନାରେ ବେହାଲ କୋରାପୁଟ ସହର। ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ଥାଇ ମାସିକ ୩୫ ଲକ୍ଷ ନେଉଛି ଠିକା ସଂସ୍ଥା।
ବିଜେଡି ଶାସନବେଳେ ସରକାରୀ ତହବିଲରୁ କୋଟି କୋଟି ଟଙ୍କାରେ ଭବ୍ୟ ନିର୍ମାଣ ଛିଡ଼ା ହୋଇଥିଲେ ବି ତା‘ର ହିସାବ କିତାବ କାହା ପାଖରେ ନାହିଁ। ଏସବୁ ଭିତରେ ୧୦ କୋଟି ଟଙ୍କାର ନିର୍ମାଣାଧିନ ଦ୍ବିତୀୟ କୁସୁମା ପ୍ରକଳ୍ପ ସନ୍ଦେହ ଘେରକୁ ଆସିଛି।
ଯାଜପୁରର କୁସୁମା ପୋଖରୀ ପରେ ଏବେ ବିବାଦରେ ଧର୍ମଶାଳା କଣ୍ଟିଗଡ଼ିଆର ଦ୍ବିତୀୟ କୁସୁମା ପ୍ରକଳ୍ପ । କ୍ଷମତାର ଦୁରୂପଯୋଗ କରି ପ୍ରକଳ୍ପ ପାଇଁ ନୀରିହ ଜନତା ଓ ଚାଷୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଥିବା ଅଭିଯୋଗ ।
ପୋଲିସ ସହ ଲୁଚକାଳି ଖେଳୁଥିବା ପୂର୍ବତନ ବିଡିଓ ଶେଷରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି ।
ତେଇଶି ବର୍ଷର ସ୍ଥିର ସରକାର। ସ୍ୱଚ୍ଛ ସରକାର ବୋଲି ପ୍ରଚାର ଚାଲିଛି। କିନ୍ତୁ ଏହି ଭିଡିଓ ଦେଖିଲେ ଆପଣ ଜାଣିବେ ତଳ ସ୍ତରରେ କେତେ ଦକ୍ଷ ଏହି ସରକାର।
OCAC ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି। ବିଭିନ୍ନ ଥାନାରେ ଲାଗିବା ପାଇଁ ସିସିଟିଭି ସେଟ୍ଅପ୍ କିଣିବାରେ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।