'ଆଦିପୁରୁଷ'କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର। କହିଲେ ରାବଣକୁ ଜଣେ ଖଳନାୟକ ଭାବରେ ଚିତ୍ରଣ କରାଯାଇପାରିବ ନାହିଁ।
ଅଜବ୍ ନିଶା ନା ପାଗଳାମୀ ? ରିପୋର୍ଟିଂ ବେଳେ ପାଣି କେତେ ଅଛି ଦେଖାଇବାକୁ ଗଭୀର ପାଣିକୁ ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର । ଦେଖନ୍ତୁ ଏହାପରେ ହେଉଛି କଣ?
ପ୍ରଥମେ ଭାଇକୁ କ୍ଷମା ମାଗୁଛି ଭଉଣୀ...ଭାଇ କିଛି ଉତ୍ତର ନଦେବାରୁ ମାଡ ମାରିବାର ଧମକ ବି ଦେଉଛି କୁନି ଭଉଣୀ । ଏମିତି ମଜାଳିଆ ଭିଡିଓ ଇନଷ୍ଟାରେ ସେୟାର କଲେ ପିଲାଙ୍କ ମାଆ...
୮ ମହଲାର ବାଲ୍କୋନିରୁ ତଳକୁ ଖସିପଡ଼ିଲା ୫ ବର୍ଷର ଶିଶୁ। ଏଥିରେ ଶିଶୁଟିର ଜୀବନ ଚାଲି ଯାଇଛି।
ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତରେ ଭାରତର ଝିଅମାନଙ୍କ ସହ କେହି ବି ତୁଳନୀୟ ନୁହେଁ। ଜଣେ ଝିଅ ଆଉ ଏକ ପାଦ ଆଗକୁ ଯାଇ ଏମିତି କାମ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି କରିପାରି ନାହାଁନ୍ତି। ଲଗାତର ୫ ଦିନ ନାଚି ସେ ବିଶ୍ୱକୁ ଚକିତ କରି ଦେଇଛନ୍ତି।
ଜଣେ ୮ ବର୍ଷୀୟା ଝିଅ ଡେଲିଭରି ବୟଙ୍କ ବିରୋଧରେ ଅପହରଣ ଉଦ୍ୟମ ଓ ଜବରଦସ୍ତି ଛାତ ଉପର ନେବା ନେଇ ଅଭିଯୋଗ କରିଥିଲେ। ଏହାପରେ ସୋସାଇଟିରେ ହଇଚଇ ସୃଷ୍ଟି ହୋଇଥିଲା।
ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଲୋକଙ୍କ ହୋସ୍ ଉଡେଇବାରେ ଲାଗିଛି। ଏଥିରେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ଆଖିରେ ପଟି ବାନ୍ଧି ସ୍କୁଟି ଉପରେ ଚଢି ବ୍ୟାକ୍ ଫ୍ଲିପ୍ କରୁଥିବା ଦେଖାଯାଆନ୍ତି।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ।ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କଲ ଆସିବା ମାତ୍ରେ ତାଙ୍କ ପୁଅ ଦେଖିଲେ ଯେ କଲ୍ କରିଥିବା ଝିଅଟି ଗୋଟିଏ ପରେ ଗୋଟିଏ ପୋଷାକ ଖୋଲୁଥିଲା ।
କରିଛନ୍ତି ବି-ଟେକ୍। ଚାକିରି ନାହିଁ। ଫୁଡ୍ ଡେଲିଭରୀ କରି ଦୁଃଖେ କଷ୍ଟେ ଚଳୁଛନ୍ତି। କିଛିଦିନ ହେବ ଟଙ୍କା ଅଭାବରୁ କେବଳ ଚା-ପାଣି ଖାଇ ବଞ୍ଚିଥିଲେ। ହେଲେ…
ଗତ କିଛି ଦିନ ହେବ ମୋର ମନ ଭଲ ନାହିଁ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଯାହାର ନିକଟ ତଥା ପ୍ରିୟ ବ୍ୟକ୍ତିମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।
ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଖୁସି ରଖିବା ଦିଗରେ ସାରା ଜଗତକୁ ଏକାଠି କରିଥାଏ । ବିଶ୍ୱସ୍ତରରେ ଯୋଗ ଅଧିକ ଲୋକପ୍ରିୟ ହେବା ଆବଶ୍ୟକ ।
ଆଧାରକୁ ରାସନ କାର୍ଡ ସହିତ ସଂଯୋଗ କରିବା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଏକାଧିକ ରାସନ କାର୍ଡ ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିବା ।
ସରକାରୀ ବ୍ୟାଙ୍କ୍ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଅବସରପ୍ରାପ୍ତ ବ୍ୟାଙ୍କ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ତାହା ମଧ୍ୟ ବିନା ପରୀକ୍ଷାରେ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାରେ କୋର୍ଟରେ ହାଜର ହେବା ପରେ ‘ଲିଟିଲ ହାଭାନାର କ୍ୟୁବା’ ନାମକ ଏକ ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ ।
ଫିଲ୍ମର ରିଭ୍ୟୁ ଆପଣ ଆମ ୱେବ୍ସାଇଟ୍, ଫେସ୍ବୁକ୍ ଓ ୟୁଟ୍ୟୁବ୍ରେ ଦେଖିପାରିବେ । ଆଉ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
'ଆଦିପୁରୁଷ'ର ସଂଳାପ ଦର୍ଶକଙ୍କ ଦ୍ୱାରା ହଜମ ହେଉ ନାହିଁ। ଏହି ସମୟରେ ଶୁକ୍ରବାର ଦିନ କାଠମାଣ୍ଡୁର ସିନେମା ହଲ୍ରେ 'ଆଦିପୁରୁଷ'ର ସ୍କ୍ରିନିଂ ବନ୍ଦ କରାଯାଇଛି। ଭୁଲକୁ 'ସଂଶୋଧନ କରା ନ ଗଲେ କୌଣସି ଭାରତୀୟ ଚଳଚ୍ଚିତ୍ରକୁ ରାଜଧାନୀରେ ସ୍କ୍ରିନିଂ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।
ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି। 'ଆଦିପୁରୁଷ' ଏବେ ଦର୍ଶକଙ୍କ ସାମ୍ନାରେ। ଓମ୍ ରାଓତଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା ଏବଂ ଆଜି ଏହା ଦର୍ଶକଙ୍କ ପାଖରେ ପହଞ୍ଚିଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି।
ସ୍ୱାମୀଙ୍କ ସାନ ଭାଇ ସୁହେଲ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଊଭୟଙ୍କୁ ଗୁରୁବାର ଗିରଫ କରାଯାଇଛି ।
UPPSC ପକ୍ଷରୁ ବିଭିନ୍ନ ବିଭାଗରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜୁଲାଇ ୧୪ ତାରିଖ ବୋଲି ଧାର୍ଯ୍ୟ ରଖାଯାଇଛି ।
ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଗଭୀର ଚିନ୍ତାପ୍ରକଟ କରିଥିଲେ । ଏହାସହ ତଦନ୍ତର ମନିଟରିଂ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ ।
ଭିଡିଓଟିକୁ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି ଯେ, ବୃଦ୍ଧଙ୍କ ନାମ ଲୁଆଙ୍ଗ ଫୋ ୟାଇ । ତାଙ୍କ ବୟସ ୧୦୯ ବର୍ଷ ।
ବଜାରରେ ମିଳୁଥିବା ଅଧିକାଂଶ ଖାଇବା ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ଏହା ଶରୀର ପାଇଁ କ୍ଷତିକାରକ। କାରଣ ଏଥିରେ ରଙ୍ଗ ମିଶିବା ସହ ତେଲ, ମସଲା ଅଧିକ ଥାଏ।
ଭିଡିଓଟିରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ସ୍ୱିଙ୍ଗରୁ ତଳେ ପଡ଼ିଯାଉଛନ୍ତି । ତା’ପରେ ସେହି ସ୍ୱିଙ୍ଗର ଅପରପାର୍ଶ୍ୱରେ ଧକ୍କା ହେଉଛନ୍ତି ।
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି ।