କୋହଲିଙ୍କୁ ଦେଖି ଖୁସିରେ ଆଲିଙ୍ଗନ କରିଲେ ୱେଷ୍ଟିଣ୍ତିଜ କିପର୍ ଜୋଶୁଆ ଡିସିଲ୍ଭାଙ୍କ ମାଆ ।
ଶ୍ରୀଲଙ୍କାରେ UPI ଆରମ୍ଭ କରିବାକୁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଅର୍ଥନୈତିକ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ବୃଦ୍ଧି ଆଣିବ ବୋଲି କହିଛନ୍ତି ମୋଦି । ଭାରତର 'ପଡ଼ୋଶୀ ପ୍ରଥମ' ଏବଂ 'ସାଗର' ପ୍ରୟାସରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର
ଏହି ସପ୍ତାହ ସଲମାନ ଖାନଙ୍କ ଶୋ’ ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହେବାକୁ ଯାଉଛି, କାରଣ ଏହି ସପ୍ତାହରେ ଡବଲ ଏଭିକ୍ସନ(ବାହାର) ହେବାକୁ ଯାଉଛି। ଜାଣନ୍ତୁ ସେମାନେ କିଏ?
ଦୁର୍ଘଟଣାର ମିଛ ନାଟକ ରଚି ଟମୋଟୋ ଭର୍ତ୍ତି ଟ୍ରକ୍ ହାଇଜାକ୍ କରିନେଲେ ସ୍ୱାମୀ-ସ୍ତ୍ରୀ। ପରେ ଏହାକୁ ମାଧ୍ୟମ କରି ଟଙ୍କା ଆଦାୟ ପାଇଁ ସେମାନେ ଯୋଜନା କରିଥିଲେ।
ପାକିସ୍ତାନୀ 'ସ୍ପାଇ' ସୀମା ହାଇଦରଙ୍କୁ ଏବେ ଏଟିଏସ ପଚରାଉଚରା କରୁଛି। ଏହି ସମୟରେ ସୀମା ହାଇଦରଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୀମା ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ଗୀତରେ ନାଚୁଥିବା ଦେଖିବାକୁ ମିଳେ।
ରେଷ୍ଟୁରାଣ୍ଟରେ ଆପଣ ନିଜ ମନପସନ୍ଦ ଖାଦ୍ୟ ବି ଖାଇବେ, ତା’ପରେ AC ରୁମ୍ରେ ଖଟ ଉପରେ ବି ଶୋଇବେ । ଏଭଳି ସୁବିଧା ଯୋଗାଇ ଦେଇଛନ୍ତି ଜୋର୍ଡାନର ଏକ ହୋଟେଲ..ଜାଣନ୍ତୁ..
ଭାରତର ଏହି ସ୍କୁଲରେ ଅଛନ୍ତି ୭୬ ପିଲା। ସମସ୍ତେ ଦେଖିବାକୁ ଏକାଭଳି। ବେଳେବେଳେ ଜଣେ ଭୁଲ୍ କଲେ ଆଉ ଜଣେ ଦଣ୍ଡ ପାଏ।
ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିଲା ବସ୍। ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ରେଡିଓ ପ୍ରସାରଣର ସ୍ମୃତିକୁ ମନେପକେଇବା ନେଇ ପ୍ରତିବର୍ଷ 'ଜାତୀୟ ପ୍ରସାରଣ ଦିବସ' ଭାବରେ ପାଳନ କରାଯାଏ। ଏହା ସହ ଜଡିତ ଅନେକ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ। ତେବେ ଆଜିର ଏହି ଦିନ ଥିବାରୁ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ, ଚଳିତ ବର୍ଷତ ଥିମ ଉପରେ ନଜର ପକେଇ ନେବା।
ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ଚାଲିଥିବା ବେଳେ ଆଜି ତାହା ଉଗ୍ରରୂପ ନେଇଥିଲା
ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ’ରେ ମୁକେଶ ଅମ୍ବାନୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୀପିକା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଦେଖି ଆଲିଙ୍ଗନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯଦି ଆପଣ ଦଶମ ପାଶ୍ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଦଶମ ପାଶ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇରେ ଚାକିରି ସୁଯୋଗ ଅଛି। ଏହା ଅଧୀନରେ, ବର୍ତ୍ତମାନ ୧୦୦୦ ରୁ ଅଧିକ ନିଯୁକ୍ତି କରାଯିବ।
‘କାର୍ଗିଲ୍ ବିଜୟ ଦିବସ’ ଇତିହାସ ପୃଷ୍ଠାରେ ଗୌରବର ଦିନ। ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ। ସେଥିପାଇଁ ପ୍ରତିବର୍ଷ ୨୬ ଜୁଲାଇକୁ ‘କାର୍ଗିଲ ବିଜୟ ଦିବସ’ ଭାବରେ ପାଳନ କରାଯାଏ। ଏହି ଅବସରରେ ଦେଶର ସହିଦମାନଙ୍କୁ ସ୍ମରଣ କରିବା ସହ ଅଭିବାଦନ ପ୍ରଦାନ କରାଯାଏ।
କାର୍ଗିଲ ଯୁଦ୍ଧକୁ ୨୪ ବର୍ଷ ବିତିଗଲାଣି। ଜାମ୍ମୁ କାଶ୍ମୀରର କାର୍ଗିଲ ସେକ୍ଟରରେ ଭାରତୀୟ ସେନା ପାକିସ୍ତାନ ବିରୋଧରେ 'ଅପରେସନ୍ ବିଜୟ' ନାମରେ ଯୁଦ୍ଧ ଲଢିଥିଲା, ଯାହା ବର୍ତ୍ତମାନ ଲଦାଖ ଅଟେ। ଆସନ୍ତୁ ଏହି ଯୁଦ୍ଧକୁ ନେଇ ୫ଟି ତଥ୍ୟ ଉପରେ ନଜର ପକେଇ ନେବା।
ଆମେ ଅନେକ କାର୍ଗିଲ ହିରୋଙ୍କ ବିଷୟରେ ପଢିଥିବା ବା ଶୁଣିଥିବା, ଯେଉଁମାନଙ୍କ ବଳିଦାନକୁ ଆମେ କେବେ ଅଣଦେଖା କରିପାରିବା ନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୩ଜଣ ବୀରଙ୍କ କଥା କହିବୁ, ଯାହାଙ୍କ ନାଁ ଆପଣ ହୁଏତ ଶୁଣି ନଥିବେ। କିନ୍ତୁ ସେମାନଙ୍କ ବଳିଦାନ ବିନା ଏହି ଯୁଦ୍ଧ ଜିତିବା ସହଜ ନ ଥିଲା। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।
ପ୍ରାୟ ୬୦ ଦିନ ଧରି ଚାଲିଥିବା କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇବା ସମୟରେ କାର୍ଗିଲର ଶିଖରରେ ବିଜୟର ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଗିଲ ଯୁଦ୍ଧର ଷଡଯନ୍ତ୍ର କିପରି ହୋଇଥିଲା ଏବଂ କିପରି ଜଣେ ସାମାନ୍ୟ ମେଷପାଳକ ହିଁ ପାକିସ୍ତାନର ଏହି ଷଡଯନ୍ତ୍ରକୁ ପର୍ଦାଫାସ କରିଥିଲେ ଆସନ୍ତୁ ସେ ବିଷୟରେ ଜାଣିବା।
ଭାରତୀୟ ସେନାର ବିଜୟକୁ ମନେପକେଇବା ନେଇ ୨୬ ଜୁଲାଇରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଏ। ଦେଶର ସୀମା ରକ୍ଷା କରିବା ପାଇଁ ସାହସର ସହ ଯୁଦ୍ଧ କରି ବଳିଦାନ ଦେଇଥିବା ବୀର ସୈନିକମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ଦିବସ। ଏହି ଅବସରରେ ଆସନ୍ତୁ ତାରିଖ ଅନୁସାରେ ଯୁଦ୍ଧର ପୂରା ଇତିହାସ ଜାଣିନେବା।
କାର୍ଗିଲ ଯୁଦ୍ଧରେ ଜିତିବା ଏତେ ସହଜ ନଥିଲା, କାରଣ ପାକିସ୍ତାନୀ ସେନା ପୂରା ଶିଖରରେ ଥିଲା। ଏନେଇ ଭାରତୀୟ ସେନାକୁ ବହୁତ ବୁଝାମଣା ଏବଂ ସାହସର ସହିତ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡ଼ିଥିଲା ଏବଂ ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିଲା। ସେଥିପାଇଁ ଏହି ଯୁଦ୍ଧରେ ଅନେକ ବୀର ପୁତ୍ର ନିଜ ଜୀବନକୁ ବାଜି ଲଗାଇଥିଲେ।
ସୁପର୍ଷ୍ଟାର୍ ପ୍ରଭାସ ଆଉ ଏକ ଫିଲ୍ମ ‘ପ୍ରୋଜେକ୍ଟ କେ’ ସହିତ ଫେରୁଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଲାଣି। ଫିଲ୍ମର ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। ଏହି ସମୟରେ ଫିଲ୍ମର ଟିଜର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ନା ‘କଲ୍କୀ 2898 AD’ ରଖାଯାଇଛି।
ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ମୁକର୍ମ ପ୍ଲମ୍ବର ଭାବରେ କାମ କରନ୍ତି । ତାଙ୍କୁ ବିବାହ କରିବାକୁ କାନାଡର ଜଣେ ଯୁବତୀ ପାକିସ୍ତାନ ଯାଇଛନ୍ତି ।
ରାଜସ୍ଥାନ ସରକାରଙ୍କ ପକ୍ଷରୁ ପାସ୍ କରାଯାଇଥିବା ଏହି ବିଲ୍ରେ ମୃତଦେହ ରଖି ଧାରଣା ଦେବାକୁ ବାରଣ କରାଯାଇଛି । ଏଥିରେ ଆହୁରି କୁହାଯାଇଛି କି, ଯେଉଁ ବ୍ୟକ୍ତିମାନେ କୌଣସି ଦାବି ପାଇଁ ମୃତଦେହ ରଖି ଧାରଣା ବା ବିକ୍ଷୋଭ ପ୍ରଦର୍ଶନ କରିବେ ସେମାନଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ ।
କମଲ ହାସନ ଫିଲ୍ମ 'ଶୋଲେ'କୁ ନେଇ ଏକ ବିବାଦୀୟ ମତ ଦେଇଛନ୍ତି। କମଲ ହାସନ ଯେତେବେଳେ ଏହି ଫିଲ୍ମ ଦେଖିଲେ, ସେ ଏହାକୁ ଘୃଣା କରିଥିବା କହିଛନ୍ତି। ସେ ଏହି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ଜଡିତ ଥିଲେ।
ପିଲା ଦିନେ ମହିପାଲ ସ୍କୁଲ ଯାଉଥିଲେ । ହେଲେ ପାଠ ତାଙ୍କ ଦ୍ୱାରା ହେଲା ନାହିଁ । ଦଶମରେ ଫେଲ୍ ହେଲେ । ତା’ପରେ ଚାଷ କାମ ଆରମ୍ଭ କଲେ । ଚାଷରେ ବି ଫେଲ୍ ମାରିଲେ । ମାନେ ନିୟମିତ ଭାବେ ଯେଉଁ ଧାନ ଚାଷ ହୁଏ ସେଥିରେ ସେ ଫେଲ୍ ମାରିଲେ ।
ଦୈନନ୍ଦିନ ରୁଟିନ୍ରେ ରହିଛି ଜିମ୍ । ଏଥି ସହ ଡାଏଟ୍ ମଧ୍ୟ କରନ୍ତି ସେ । ବର୍ତ୍ତମାନ ଫିଟନେସ୍ ଉତ୍ସାହୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା ପାଲଟିଛନ୍ତି ଅରିଙ୍ଗଟନ୍ ।
ପୂର୍ବରୁ କେବଳ ନିର୍ଦ୍ଧିଷ୍ଟ ଷ୍ଟେସନ ସର୍ଚ୍ଚ କଲେ ସେହି ବିଷୟରେ ତଥ୍ୟ ମିଳୁଥିଲା । କିନ୍ତୁ ଏବେ ସେହି ଷ୍ଟେସନ ସମେତ ଆଖପାଖ ଷ୍ଟେସନର ସମସ୍ତ ସୂଚନା ମିଳିପାରିବ ।