• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chandrayaan 2

Female robot vyommitra will go to space
ମହାକାଶକୁ ଯିବ ମହିଳା ରୋବଟ 'ବ୍ୟୋମ୍‌ମିତ୍ର'; ସେଠି କ’ଣ କରିବ ଜାଣନ୍ତୁ

ଗଗନୟାନ ମିଶନରେ ଭାରତ ଏକ ମହିଳା ରୋବଟ 'ବ୍ୟୋମ୍‌ମିତ୍ର' ପଠାଇବ। ଏହା ସାହାଯ୍ୟରେ ମଣିଷ ଯିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ଜାଣନ୍ତୁ ଏହି ରୋବଟ୍ କେତେ ସ୍ୱତନ୍ତ୍ର ଏବଂ ଏହା କିପରି ମଣିଷକୁ ମହାକାଶକୁ ଯିବା ପାଇଁ ରାସ୍ତା ଦେଖେଇବ।

Chandrayaan 3
ଚନ୍ଦ୍ରପୃଷ୍ଠରେ ପାଦ ଥାପିଲା ଭାରତ; ସଫଳତା ପଛରେ ରହିଛି କେଉଁ ମହିଳାଙ୍କ ହାତ, ଜାଣନ୍ତୁ..

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି।

Why Chandrayaan-2 Soft Landing Failed
କାହିଁକି ଫେଲ୍ ମାରିଥିଲା ‘ଚନ୍ଦ୍ରୟାନ-୨’ର ସଫ୍ଟଲ୍ୟାଣ୍ଡିଂ ? କେଉଁଠି ରହିଲା ଭୁଲ୍ ?

୨୦୧୯ ମସିହା ଜୁଲାଇ ୨୨, ଉତ୍‌କ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୨। ଜହ୍ନ ଅଭିମୁଖେ ଯାଇଥିଲା ଲ୍ୟାଣ୍ଡର ବିକ୍ରମ, ରୋଭର୍ ପ୍ରଜ୍ଞାନ ଏବଂ ଅର୍ବିଟର ମଡ୍ୟୁଲ୍। ତେବେ ସେପ୍ଟେମ୍ବର ୭ରେ ସଫଳ ହୋଇପାରିନଥିଲା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟା।

Chandrayaan 2 launch date
Chandrayaan 2: ଚନ୍ଦ୍ରୟାନ-୩ ର ଉତ୍‌କ୍ଷେପଣ ଅବସରରେ ମନେପଡେ ଚନ୍ଦ୍ରୟାନ-୨ ର ଇତିହାସ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ତ୍ତମାନ ଚନ୍ଦ୍ରୟାନ ୩ର ଉତ୍‌କ୍ଷେପଣ କରିଛି। ଉତ୍‌କ୍ଷେପଣ ହେବା ପରେ ଏହା ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବ ବୋଲି ଆଶା କରାଯାଉଛି। ISRO ଚନ୍ଦ୍ରୟାନ -୩ ରେ ମଧ୍ୟ ଅନେକ ପରିବର୍ତ୍ତନ କରିଛି।

Chandrayaan 2
ଠିକ୍‌ ୪ ବର୍ଷ ତଳେ ଆଜି ISRO ସଫଳତାର ସହ ଉତକ୍ଷେପଣ କରିଥିଲା ଚନ୍ଦ୍ରାୟାନ୍-୨

୬ ସେପ୍ଟେମ୍ବର, ୨୦୧୯ର ରାତି ଗୋଟାଏ ୩୮ । ଚନ୍ଦ୍ରର ଦକ୍ଷିଣ ମେରୁରେ କଷ୍ଟସାଧ୍ୟ ଚନ୍ଦ୍ରାବତରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିକ୍ରମ ଲ୍ୟାଣ୍ଡର୍ ସଫ୍ଟ ଲ୍ୟାଣ୍ଡି କରିଥାନ୍ତା ।ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା ଆଉ ଆରମ୍ଭ ହୋଇଥାନ୍ତା, ଜହ୍ନ ରାଇଜର ରହସ୍ୟ ଖୋଜା । ଧୀରେ ଧୀରେ ଦୂରତା କମି କମି ଲ୍ୟାଣ୍ଡର ଓହ୍ଲାଇବାର ଶେଷ ୧୫ ମିନିଟ୍ ଆସି ପହଞ୍ଚିଲା