ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।
ଭଉଣୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଥାନାରେ କଟାମୁଣ୍ଡ ଧରି ପହଞ୍ଚିଛି ଭାଇ । ୨୨ ବର୍ଷିୟ ଭାଇ ରିୟାଜ ୧୮ ବର୍ଷିୟ ଭଉଣୀ ଆଶିଫାକୁ ହତ୍ୟା କରିଛି । ଉଭୟଙ୍କ ମଧ୍ୟରେ କଛି କଥାକୁ ନେଇ ବଚସା ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି ।
ଆପଣଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ଆସୁଥିବ, ଏହି ସାଇସ୍ତା କିଏ ? କାହିଁକି ତାଙ୍କ ମୁଣ୍ଡରେ ସରକାର ଏତେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । କାହିଁକି ସେ ମୋଷ୍ଟ ୱାଣ୍ଟେଡ୍ ? ସେ କେଉଁ ଅପରାଧ ସହ ଜଡ଼ିତ ? କାହିଁକି ସେ ଫେରାର ଅଛନ୍ତି ?
ବନ୍ଧୁକ ନେଇ କୁଆଡ଼େ ଯାଉଥିଲେ ଶିକ୍ଷୟିତ୍ରୀ ?
ଦେଖିବାକୁ ଲାଗୁଥିଲେ ଖୁବ୍ ସାଧାସିଧା। କଲେଜ ପିଲା ପରି ପିଠିରେ ପଡିଥିଲା ବ୍ୟାଗ୍। ସନ୍ଦେହ କରି ଶିକ୍ଷୟିତ୍ରୀଙ୍କୁ ଯାଞ୍ଚ କଲା ପୋଲିସ୍। ଦେହ ସାରା ହାତ ବୁଲାଇଲା। ଆଉ ଶେଷରେ ପ୍ୟାଣ୍ଟ ଭିତରୁ ବାହାରିଲା ଦେଶୀ ବନ୍ଧୁକ। ଯାହାକୁ ଦେଖି ତାଜୁବ ପୋଲିସ୍...
ଜଣେ ସରକାରୀ କର୍ମଚାରୀ ହୋଇ ବି ସେ ଜାଣିନଥିଲେ, ଏହା ତାଙ୍କୁ ମହଙ୍ଗା ପଡିବ। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଫେସବୁକ ୟୁଜରମାନେ ଅନେକ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।