ଟଙ୍କା କଟିଯାଉଛି, କିନ୍ତୁ ଟିକଟ୍ ବୁକ୍ ହୋଇ ପାରୁନି । ଟିକଟ ବାତିଲ ପାଇଁ 14646,0755-6610661କୁ କଲ୍ କରନ୍ତୁ ।
ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଟଙ୍କାକୁ ଗିଳି ଦେଇଥିଲେ।
ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି।
ଅନେକ ସମୟରେ ଆମେ ଅନୁଭବ କରୁ ଯେ ରାତିସାରା ଶୋଇବା ପରେ ମଧ୍ୟ ଦିନସାରା କ୍ଳାନ୍ତ ଅନୁଭବ କରୁ ଏବଂ କାମ କରିବାରେ ମନ ଲାଗେନି। ଯଦି ଆପଣ ଆପଣଙ୍କର କିଛି ଅଭ୍ୟାସରେ ପରିବର୍ତ୍ତନ କରନ୍ତି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି , ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରିବ।
ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।
ପ୍ରଶ୍ନପତ୍ର ଲିକ୍ କାରଣରୁ OSSC ଜେଇ ମେନ୍ ପରୀକ୍ଷା ବାତିଲ ହୋଇଛି। ଜୁନିୟର ଇଞ୍ଜିନିୟର (ସିଭିଲ୍) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ପୋଲିସ ନିଶ୍ଚିତ କରିବା ପରେ ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ଜେଇ ସିଭିଲ୍ ମେନ୍ ପରୀକ୍ଷାକୁ ବାତିଲ କରିଦେଇଛି।
ସାହାରା ରିଫଣ୍ଡ ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳି ଟଙ୍କା ଫେରିପାଇବେ ସେ ବାବଦରେ ଏହି ପୋର୍ଟାଲରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି ।
ଦୁଇ ବଡ଼ ତାରକାଙ୍କ ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। 'ଗଦର ୨' ସହ 'ଓଏମ୍ଜି ୨'ର ଲଢେଇ ହେବ। ଆଜିକାଲି ଉଭୟ ଟପ୍ ଷ୍ଟାରଙ୍କ ଫିଲ୍ମର ଲଢେଇକୁ ନେଇ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମର ବକ୍ସ ଅଫିସରେ ସଂଘର୍ଷକୁ ନେଇ ସନୀ ଦେଓଲ ନିଜେ ପ୍ରତିକ୍ରିୟା ଦେଇଛନ୍ତି।
ହ୍ୟାକରମାନେ ଆପଣଙ୍କର ବ୍ଲୁଟୁଥ୍ ସର୍ଚ୍ଚ କରି ମୋବାଇଲ୍ ହ୍ୟାକ୍ କରିପାରନ୍ତି । ଏହା ଛଡ଼ା ଆପଣଙ୍କ ମୋବାଇଲ୍ରୁ ବ୍ୟାଙ୍କ ଆକାଉଣ୍ଟ ପରି କିଛି ଜରୁରୀ ଡାଟା ମଧ୍ୟ ଚୋରି ହୋଇପାରେ ।
ଫ୍ଲାଇଟ୍ରେ ଥିଲେ କାରଗିଲ ହିରୋ PVC Sanjay Kumar, ବୀରତାର କାହାଣୀ ଶୁଣି ସାଲ୍ୟୁଟ୍ କଲେ ଲୋକେ।
ନିକଟରେ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ' ଫିଲ୍ମରେ ରଣବୀର କପୁରଙ୍କୁ ରାମ ଭାବେ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ସମାଲୋଚନା କରିଛନ୍ତି। କାଷ୍ଟିଂକୁ ନେଇ ନିର୍ମାତା ଟିକେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ସିଟ୍ରେ ପଡ଼ିବ ଭଲ କୁସନ୍ । ସିଟ୍କୁ ଆଉଜି ବସିଲା ଭଳି ଟିକେ ପଛକୁ ନୁଆଣିଆ କରାଯିବ ।
ଚଳିତ ଆର୍ଥିକ ବର୍ଷ ପାଇଁ ବୃଦ୍ଧି ପାଇଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି ।
ସେହି ଯବାନ ହିଁ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାରଣ ତାଙ୍କର କୁନି ପୁଅର ମୃତ୍ୟୁ ହୋଇଥିଲା । ଏହି ଯବାନ ନୌସେନାରେ କାର୍ଯ୍ୟରତ ।
ଆଗାମୀ ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ୍ ଲାଗିଛି ।
ଗାଇକ୍ୱାଡ଼ଙ୍କ ପୋଷ୍ଟିଂ ଅମରାବତୀରେ ହୋଇଥିଲା । ସେହିଦିନ ସେ ଘରକୁ ଆସିଥିଲେ ।
ୟୁଜରଙ୍କୁ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍ ସବୁଠୁ ଆଗରେ ।
ସ୍ୱାମୀ ଦେବତାଙ୍କର ଆଖିରେ ଲୁହ... ପାକିସ୍ତାନୀ ପ୍ରେମିକ ପାଇଁ ପର ହୋଇଗଲେ ସ୍ୱାମୀ ଓ ଦୁଇ ଛୁଆ । ପ୍ରେମିକ ସହ ସବୁଦିନ ଲାଗି ଏକ ହୋଇଯିବାକୁ ପାକିସ୍ତାନ ପଳାଇଲେ ଭାରତୀୟ ମହିଳା ।
ଗତକାଲି ପାଖାପାଖି ୧୦ ଜଣ ଲୋକ ଜିମ୍ରେ ଥିବାବେଳେ ଏହି ଅଘଟଣ ଘଟିଛି ।
ଖାଲି ମହିଳା ନୁହେଁ ପୁରୁଷମାନେ ମଧ୍ୟ କାନ ଫୋଡ଼ାନ୍ତି। କିନ୍ତୁ ଆପଣ ଜାଣନ୍ତି କି କାନ ଫୋଡ଼ିବା କେବଳ ଏକ ଫ୍ୟାଶନ ନୁହେଁ, ଏହା ପଛରେ କେତେକ ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
ସର୍ବେକ୍ଷଣ ସରିବା ପରେ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଜିଲ୍ଲା ଅଦାଲତରେ ASI ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବେ ।
ପ୍ରଥମ ପ୍ରଥମ ବ୍ୟାୟାମ ପରେ ଶରୀର ଯନ୍ତ୍ରଣା ହେବା ଏକ ସାଧାରଣ କଥା। ଏହି ଯନ୍ତ୍ରଣା କେବଳ ୨-୩ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ଯନ୍ତ୍ରଣା କାହିଁକି ହୁଏ? ଆସନ୍ତୁ ଜାଣିବା ଯନ୍ତ୍ରଣା ପଛର କାରଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ।
ବିହାର ନାଳନ୍ଦାର କୁଲ ଗାଁରେ ଅଘଟଣ। ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି ତିନି ବର୍ଷର ଶିଶୁ ଶିବମ।
ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଯୁବକଙ୍କ ପାଇଁ ଏକ ଖୁସି ଖବର। ଏହି ନିଯୁକ୍ତି ଭାରତୀୟ ବାୟୁସେନାରେ ଅଗ୍ନିବୀର ଏୟାର ରିକ୍ରୁମେଣ୍ଟ ଅଧୀନରେ ବାହାର କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପୋଷ୍ଟ୍ ପୂରଣ ହେବ।