ଘଣ୍ଟାପ୍ରତି ଦେଢ଼ଶହ କିଲୋମିଟର ବେଗରେ ବହିପାରେ ପବନ । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ।
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।
ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମ 'ଦେବଦାସ' 3Dରେ ମୁକ୍ତିଲାଭ କରିବ। ଏହାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଦର୍ଶକମାନେ ଶାହରୁଖ ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ଆଉ ଥରେ ଦେଖିବାର ସୁଯୋଗ ପାଇବେ।
ଆପଣ ଜାଣିନାହାନ୍ତି ଆପଣଙ୍କ ପରେ ଆପଣଙ୍କ ଫେସ୍ବୁକ୍ ଆକାଉଣ୍ଟ କ’ଣ ହେବ, କିଏ ଚଲାଇବ ? ହ୍ୟାକ୍ ହେବାର ଅଧିକ ସମ୍ଭାବନା ରହିଛି ।
ମ୍ୟାନେଜର୍ ନଥିବା ଏହି କମ୍ପାନୀର କର୍ମଚାରୀଙ୍କ ଦକ୍ଷତା ୨୦ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି ।
ଭୟଙ୍କର ଦୁର୍ଘଟଣା... ତେଲ ନେଉ ଯାଉଥିବା ବେଳେ ଓଲଟିପଡ଼ିଲା ଟ୍ୟାଙ୍କର୍, ଏଥିରେ ଚାରି ଜଣଙ୍କର ଜୀବନ ଚାଲିଯାଇଛି ।
ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର କଜାନ ଖାନଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଭିଲେନ୍ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଜାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
ଜୁନ୍ ୧୫ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ଜଖୌ ବନ୍ଦର ନିକଟରେ ଲ୍ୟାଣ୍ଡଫଲ
ଆଜି ଅପରାହ୍ଣରେ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି।
ଭିଡିଓ ଦେଖିବା ପରେ ଆପଣ ନିଜେ ହିଁ ଏହାର ନାମ କରଣ କରନ୍ତୁ । ଏହାକୁ କ’ଣ କହିବେ । ଗାଡ଼ି କହିବେ ନା ଆଉ କିଛି ।
ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବା ସହ ମା’କୁ ହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କଲା ଝିଅ। ବେଙ୍ଗାଲୁରୁର ମିକୋ ଲେଆଉଟ୍ ଅଞ୍ଚଳରେ ଏହି ଘଟଣା ଘଟିଛି।
ଡୋର୍ସି ମନେ ରଖିବା କଥା ଯେ, ଭାରତରେ ଚାଲୁଥିବା ପ୍ରତ୍ୟେକ କମ୍ପାନୀ ଭାରତର ଆଇନ୍ ଅନୁସାରେ ଚାଲିବାକୁ ବାଧ୍ୟ ।
ଏହି ସମୟରେ ଅଫିସ୍ରେ ଥିବା ସମସ୍ତ କର୍ମଚାରୀ ଯୋଗ କରିବେ । ଖାଲି ସେତିକି ନୁହେଁ ଏଥିପାଇଁ ଏକ ବିଦ୍ଧିବଦ୍ଧ ନିୟମ ଆଣିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।
ବଡ଼ ବଡ଼ ଦେଶକୁ ପଛରେ ପକାଇ ଅର୍ଥନୈତିକ ଅଭିବୃଦ୍ଧିରେ ଆଗରେ ରହିପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଅଭିବୃଦ୍ଧି ଚୀନ, ଆମେରିକା ଭଳି ଦେଶର ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇ ଆଗରେ ରହିବ ବୋଲି ଆକଳନ କରାଯାଇଛି।
ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବା ସତପୁରା ଭବନରେ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଚନ୍ଦ୍ରଯାନ-୩ ଲଞ୍ଚ ଲାଗି ରକେଟ୍ ଏଲ୍ବିଏମ୍-୩ର ବ୍ୟବହାର କରାଯାଉଛି। ରକେଟ୍କୁ ମଧ୍ୟ ପ୍ରସ୍ତୁତ କରାଯାଉଛି। ଚଳିତ ମାସ ଶେଷ ସୁଦ୍ଧା ଚନ୍ଦ୍ରଯାନ-୩କୁ ରକେଟ୍ ସହ ଯୋଡ଼ା ଯିବ ଏବଂ ବିଭିନ୍ନ ପ୍ରକାରର ଟେଷ୍ଟ କରାଯିବ।
ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଛି। ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।ସୌରାଷ୍ଟ୍ର ଓ କଚ୍ଛରେ ବାତ୍ୟାର ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି।
ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି । ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ନୀତି ଲାଗୁ ହେବା ପରେ ବାଇକ୍ ଟାକ୍ସି ଆଗ୍ରିଗେଟରଙ୍କୁ ଲାଇସେନ୍ସ ଦିଆଯିବ ।
ଆମାଜନ ଜଙ୍ଗଲରେ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ଅନୁଭୂତି କହିଲେ ଉଦ୍ଧାରକାରୀ ଟିମ୍, ବଖାଣିଥିଲେ ଛାତିଥରା ଦୃଶ୍ୟ..ହୋସ୍ ଆସିବା ପରେ ପିଲାମାନେ କହିଲେ..
ଭାରତୀୟ ସାମ୍ବାଦିକଙ୍କୁ ଡରୁଛି କି ଚୀନ୍ ? ଦେଶ ଛାଡ଼ି ଚାଲିଯିବାକୁ ଭାରତୀୟ ରିପୋର୍ଟରଙ୍କୁ କୁହାଯାଇଛି ।
WTC ଫାଇନାଲ୍ରେ ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆକୁ ଲାଗିଛି ଡବଲ ଝଟକା
ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsconline.nic.in ରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।
Cowin Data Leak : ସତରେ କ’ଣ କୋୱିନ୍ ପୋର୍ଟାଲରୁ ତଥ୍ୟ ଲିକ୍ ହୋଇଛି ? କ’ଣ କହୁଛନ୍ତି ସରକାର .. .
ଯିଏ ଜେଲ୍ରୁ ମୁକୁଳାଇଲେ, ତାକୁ ଗୁଳି କରି ହତ୍ୟା କଲେ। ସ୍ତ୍ରୀ ଧୋକା ଦେଉଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ୩୨ ବର୍ଷୀୟା ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।