ଆମିର ଓ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତା ମୁମ୍ବାଇରେ ଫିଲ୍ମ ନିର୍ମାତା ମନସୁର ଖାନ୍ଙ୍କ ପୁସ୍ତକ ‘ଦ ଷ୍ଟୋରୀ ଅଫ୍ ଅଲଟିମେଟ୍ ମାଇଥ୍’ ପ୍ରକାଶନରେ ଏକାଠି ହୋଇଛନ୍ତି ।
ଟିନା ଡାବିଙ୍କ ଘରେ କୁଆଁ କୁଆଁ ଶଦ୍ଦ । ଆଇଏଏସ୍ ଦମ୍ପତିଙ୍କ ଘରକୁ ଆସିଲା ପୁତ୍ର ସନ୍ତାନ ।
ଦିଲ୍ଲୀ ଦ୍ୱାରକାରେ 'ଯଶୋଭୂମି'ର ଉଦଘାଟିତ । ସବୁ ଅନ୍ତର୍ଜାତୀୟ ସଭା, ସମ୍ମିଳନୀ, ପ୍ରଦର୍ଶନୀ ହେବ । ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି ।
ଅଷ୍ଟମ ଥର ପାଇଁ ଟାଇଟାଲ୍ କବଜା ଲକ୍ଷ୍ୟରେ ଭାରତ ..ଟସ୍ ଉପରେ ରହିବ ଉଭୟ ଟିମର ନଜର ..ଏଥର ବି ବର୍ଷା ସାଜିପାରେ ବାଧକ
ପ୍ରତ୍ୟେକ ବାପାମାଆ ନିଜ ପୁଅ ପାଇଁ ଅଧିକ ଚିନ୍ତିତ ଥାଆନ୍ତି। ଯଦି ଆପଣ ନିଜ ପୁଅକୁ ପିଲାଦିନରୁ କିଛି କଥା ଏବଂ ମୂଲ୍ୟବୋଧ ଶିଖାଇବେ, ତେବେ ସେ ବଡ ହୋଇ ଲୋକଙ୍କଠାରୁ ସମ୍ମାନ ପାଇବ ଏବଂ ଅନ୍ୟମାନଙ୍କ ଭାବନାକୁ ମଧ୍ୟ ସମ୍ମାନ ଦେବ। ଆସନ୍ତୁ ସେମିତି କିଛି କଥା ଉପରେ ନଜର ପକେଇବା।
ନୂଆ ସଂସଦ ଭବନ ଗଜଦ୍ୱାରରେ ପତାକା ଉତ୍ତୋଳନ..କାଲିଠୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ..୫ ଦିନ ଧରି ଚାଲିବ ସ୍ୱତନ୍ତ୍ର ଅଧିବେଶନ
କୁହାଯାଏ ଯେ ହିନ୍ଦୁ ଦେବତା ବ୍ରହ୍ମାଙ୍କ ପୁତ୍ର ବିଶ୍ୱକର୍ମା ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ବିଶ୍ୱକର୍ମାଙ୍କୁ ମଧ୍ୟ ଦେବତାମାନଙ୍କ ପ୍ରାସାଦର ସ୍ଥପତି ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କ ନିର୍ମିତ କେତେକ ମହାନ ନଗରୀ।
ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ସେ ନିଜକୁ ପରିଚତ କରିଛନ୍ତି।
ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?
ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ ।
ବିନାମୂଲ୍ୟରେ ଆଧାର କାର୍ଡ ଅପ୍ଡେଟ୍ କରିବାକୁ ପୂର୍ବରୁ ଜୁନ୍ ୧୪ ତାରିଖ ଯାଏଁ ସମୟ ସୀମା ଦେଇଥିଲେ ସରକାର । ପରେ ଏହାକୁ ସେପ୍ଟେମ୍ବର ୧୪ ଯାଏଁ ବୃଦ୍ଧି କରାଯାଇଥିଲା ।
ପାକିସ୍ତାନ ସେନାର ପକ୍ଷରୁ ଗୁଳି ମାଡ଼ କରି ଏଥିରେ ହସ୍ତକ୍ଷେପ କରୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ଗୃହରେ ଅଗ୍ନେୟ କୋଣ ବା ଦକ୍ଷିଣ-ପୂର୍ବ କୋଣରେ କୌଣସି ଦୋଷତୃଟି ସୃଷ୍ଟି ହେଲେ ଗୃହର ଅଗ୍ନି-ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ। ଫଳରେ ଏହାର ପ୍ରଭାବ ଗୃହବାସୀଙ୍କ ପାଚନତନ୍ତ୍ର ଉପରେ ସିଧାସଳଖ ପ୍ରଭାବ ପକାଏ। ଗୃହବାସୀ ଉଚ୍ଚରକ୍ତଚାପର ମଧ୍ୟ ଶିକାର ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ବାସ୍ତୁରେ ପ୍ରତିକାର।
ମୁଣ୍ତରେ ହେଲମେଟ୍ ନାହିଁ କି ଗାଡ଼ି ଚଳାଇଲା ବେଳେ ଆଗକୁ ଦେଖୁ ବି ନାହାନ୍ତି । ଆଖି ପଲକ ପଡ଼ିଲେ ଦୁର୍ଘଟଣା ଘଟିବ । ପ୍ରେମ ନିଶା ଏତେ ଯେ ଚଳନ୍ତା ବାଇକ୍ରେ ବୁଲି ପଡ଼ି ପ୍ରେମିକାକୁ କିସ୍ ଦେଉଥିଲେ, ମୋଟା ଅଙ୍କର ଫାଇନ୍ ଗଣିଲେ ।
ପୁଅ ଟାଇଗର ଶ୍ରଫଙ୍କ କ୍ୟାରିୟର ବିଷୟରେ ଜ୍ୟାକି ଶ୍ରଫ୍ ଖୋଲାଖୋଲି ଭାବେ କହିଛନ୍ତି। ଯେତେବେଳେ ତାଙ୍କ ପୁଅ ଟାଇଗରଙ୍କ କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳ ପାଏନି ତାଙ୍କୁ କିପରି ଲାଗେ ସେ କହିଛନ୍ତି।
‘ଜବାନ’ର ସଫଳତା ଇଭେଣ୍ଟରେ ଦୀପିକା ପାଦୁକୋନ କିଙ୍ଗ୍ ଖାନଙ୍କ ସହ ଜବାନ ଗୀତରେ ନାଚିଥିଲେ ଏବଂ ତାଙ୍କ ଗାଲରେ ଚୁମ୍ବନ ମଧ୍ୟ ଦେଇଥିଲେ। ଏହା ପରେ ଦୀପିକା ପାଦୁକୋନଙ୍କ ସ୍ୱାମୀ ରଣବୀର ସିଂହଙ୍କ ପ୍ରତିକ୍ରିୟା ଆସିଥିଲା ଯେଉଁଥିରେ ସେ ପ୍ରେମ ଆଉ ଭଲପାଇବାର କେଇ ଧାଡ଼ି ଲେଖିଛନ୍ତି।
ଆପଣଙ୍କ ବଗିଚାରେ କିମ୍ବା ବାଲକୋନୀରେ ଯଦି ଗୋଲାପ ଅଛି ତେବେ ଧ୍ୟାନ ଦିଅନ୍ତୁ। ଏହା ଏପରି ଏକ ଗଛ ଯାହା ବିଶେଷ ଯତ୍ନର ଆବଶ୍ୟକ କରେ ଏବଂ ଏହାର ମାଟିକୁ କିଛି ଦିନ ଅନ୍ତରରେ ପୁଷ୍ଟିକର ଜିନିଷରେ ଭରିବାକୁ ପଡେ। ତେବେ ଆସନ୍ତୁ ଏହି ଗଛଗୁଡ଼ିକୁ ସୁସ୍ଥ ରଖିବା ସହ ଫୁଲରେ ପରିପୂର୍ଣ୍ଣ କରିବା ପାଇଁ ଗୋଲାପର ମୂଳରେ କେଉଁ ଜିନିଷ ଦେବେ ଜାଣିନେବା।
ଜମ୍ମୁ ଓ କାଶ୍ମୀରର ବାରାମୂଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀ ନିହତ। ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇସାରିଲେଣି।
ଆପଣ ଜାଣନ୍ତି କି ଗୋଟିଏ ଜାଗାରେ ବସି ବସି ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଦୌଡକୁଦ କରିବାକୁ ପଡିବ ନାହିଁ। ଏଥିପାଇଁ ଆପଣକୁ ଯୋଗର ଏକ କୌଶଳକୁ ଆପଣେଇବାକୁ ପଡିବ।
ଓଜୋନ୍ ଲେୟର ବିଷୟରେ ପ୍ରାୟ ସମସ୍ତେ ଶୁଣିଥିବେ, କିନ୍ତୁ ଏହା କ’ଣ ଏବଂ ଏହି ଦିବସ କାହିଁକି ପାଳନ କରାଯାଏ ଆପଣ ଜାଣନ୍ତି କି? ବାସ୍ତବରେ, ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୬ ସେପ୍ଟେମ୍ବରରେ 'ବିଶ୍ୱ ଓଜୋନ ଦିବସ' ପାଳନ କରାଯାଏ।
ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ନିନ୍ଦା । ତେଜିଲା ରାଜନୀତି । ଲିଷ୍ଟ ଜାରି କରି ଦେଶର ୧୪ ଜଣ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ ଲାଗି ଇଣ୍ଡିଆ ମେଣ୍ଟର ନିଷ୍ପତ୍ତିକୁ ବିଜେପି ଏମର୍ଜେନ୍ସି ସହ ତୁଳନା କରିଛି ।
ଭୋଟ୍ ପୂର୍ବରୁ ପିଏମ୍ ବିଶ୍ୱକର୍ମା ଯୋଜନା ନାଁରେ ପଛୁଆ ବର୍ଗ ଭୋଟ୍ ନେବାକୁ କେନ୍ଦ୍ରର ଉଦ୍ୟମକୁ ନେଇ ଚର୍ଚ୍ଚା । ଦିନକ ପରେ ଅର୍ଥାତ ବିଶ୍ୱକର୍ମା ଜୟନ୍ତୀରେ ଦେଶବ୍ୟାପୀ ଲାଗି ହେବାକୁ ଯାଉଛି ଏଇ ଯୋଜନା । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍ ବି ଆସିଛି ।
RBIରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। RBI ବର୍ତ୍ତମାନ ଆସିଷ୍ଟାଣ୍ଟ’ ପଦ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରୁଛି। ଆବେଦନ ପ୍ରକ୍ରିୟା ଚାଲିଛି। ଯେଉଁମାନେ ଇଚ୍ଛୁକ ବିନା ବିଳମ୍ବରେ ତୁରନ୍ତ ଆବେଦନ କରିବା ଦରକାର।
ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।