ଟିନା ଡାବିଙ୍କ ଘରେ କୁଆଁ କୁଆଁ ଶଦ୍ଦ । ଆଇଏଏସ୍ ଦମ୍ପତିଙ୍କ ଘରକୁ ଆସିଲା ପୁତ୍ର ସନ୍ତାନ ।
ଡାକ୍ତର ମେହରାନା କାଜିଙ୍କୁ ବିବାହ କରିବେ ଆଥର୍ । ଟିନା ଡାବି ଓ ଆଥରଙ୍କ ହୋଇଛି ବିବାହ ବିଚ୍ଛେଦ ।
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି । ଜାଣନ୍ତୁ କିଏ ତାଙ୍କର ଭାବି ସ୍ୱାମୀ ?
ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ୨୦୧୫ ଆଇଏଏସ୍ ଟପ୍ପର ଟୀନା ଡାବି ଓ ତାଙ୍କ ସ୍ୱାମୀ ଅତହର ଅମିର ଉଲ୍ ଶଫି ଖାନ୍, ଯିଏକି ୨୦୧୫ର ଦ୍ୱିତୀୟ ଆଇଏଏସ୍ ଟପ୍ପର ଗତକାଲି ଦିଲ୍ଲୀରେ ଏକ ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟି ରଖିଥିଲେ। ଏହି ପାର୍ଟିରେ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗ […]