Advertisment

RBIରେ ପୂରଣ ହେବ ୪୫୦ଟି ପଦବୀ; ଦରମା ୪୭,୮୪୯ ଟଙ୍କା

RBIରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। RBI ବର୍ତ୍ତମାନ ଆସିଷ୍ଟାଣ୍ଟ’ ପଦ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରୁଛି। ଆବେଦନ ପ୍ରକ୍ରିୟା ଚାଲିଛି। ଯେଉଁମାନେ ଇଚ୍ଛୁକ ବିନା ବିଳମ୍ବରେ ତୁରନ୍ତ ଆବେଦନ କରିବା ଦରକାର।

author-image
Pramod Behera
ଅଦ୍ୟତନ ହୋଇଛି
Lots of assistant jobs in reserve bank of india

Lots of assistant jobs in reserve bank of india

ଯେଉଁମାନେ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (RBI) ରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। RBI ବର୍ତ୍ତମାନ ଆସିଷ୍ଟାଣ୍ଟ’ ପଦ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରୁଛି। ଆବେଦନ ପ୍ରକ୍ରିୟା ଚାଲିଛି। ଯେଉଁମାନେ ଇଚ୍ଛୁକ ବିନା ବିଳମ୍ବରେ ତୁରନ୍ତ ଆବେଦନ କରିବା ଦରକାର।

Advertisment

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ RBIର ଅଫିସିଆଲ୍ ୱେବ୍‌ସାଇଟ୍ opportunities.rbi.org.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ RBI Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ। ଏହି ଆବେଦନ ପ୍ରକ୍ରିୟାରେ ମୋତ ୪୫୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୩ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୪ ଅକ୍ଟୋବର ୨୦୨୩
  • ପ୍ରିଲିମିନାରୀ ଅନ୍‌ଲାଇନ୍ ଟେଷ୍ଟ୍ – ୨୧ରୁ ୨୩ ଅକ୍ଟୋବର(ସମ୍ଭାବନା)
  • ମୁଖ୍ୟ ପରୀକ୍ଷା – ୨ ଡିସେମ୍ବର(ସମ୍ଭାବନା)
Advertisment

ମୋଟ ପଦବୀ:

  • ସାଧାରଣ ପ୍ରାର୍ଥୀ: ୨୪୧ଟି ପୋଷ୍ଟ୍‌
  • EWS ପ୍ରାର୍ଥୀ: ୩୭ ଟି ପୋଷ୍ଟ୍‌
  • OBC ପ୍ରାର୍ଥୀ: ୭୧ ଟି ପୋଷ୍ଟ୍‌
  • ST ପ୍ରାର୍ଥୀ: ୫୬ଟି ପୋଷ୍ଟ୍‌
  • SC ପ୍ରାର୍ଥୀ: ୪୫ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୪୫୦ଟି ପୋଷ୍ଟ୍‌

ଯୋଗ୍ୟତା:

  • ଅତି କମରେ ୫୦ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ
  • SC, ST ଏବଂ PWD ପ୍ରାର୍ଥୀଙ୍କ ପାଇଁ କୌଣସି ସର୍ବନିମ୍ନ ମାର୍କ ଆବଶ୍ୟକତା ନାହିଁ, କିନ୍ତୁ ସ୍ନାତକ ହେବା ଆବଶ୍ୟକ
  • ପୂର୍ବତନ କର୍ମଚାରୀ ହୋଇଥିଲେ ଗ୍ରାଜୁଏସବା ବା ମାଟ୍ରିକ(ଅତି କମରେ ୧୫ ବର୍ଷର ପ୍ରତିରକ୍ଷା ସେବା ଅଭିଜ୍ଞତା)।
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଭାଷା ଜ୍ଞାନ:

  • ଯେଉଁ ରାଜ୍ୟରେ ନିଯୁକ୍ତି କାର୍ଯ୍ୟାଳୟ ପଡେ, ସେହି ରାଜ୍ୟର ଭାଷା ପଢିବା, ଲେଖିବା, କହିବା ଏବଂ ବୁଝିବାକୁ ପ୍ରାର୍ଥୀ ସକ୍ଷମ ହେବା ଉଚିତ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବୟସ ଗଣନା ୧ ସେପ୍ଟେମ୍ବର ୨୦୦୩ ଅନୁସାରେ ହେବ
  • ଆରକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି(ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ)
  • ବୟସ ଗଣନା ୧ ସେପ୍ଟେମ୍ବର ୨୦୦୩ ଅନୁସାରେ ହେବ

ଆବେଦନ ଶୁଳ୍କ:

  • SC / ST / PWBD / EXS: ୫୦ ଟଙ୍କା ଏବଂ ୧୮ ପ୍ରତିଶତ GST
  • ସାଧାରଣ ବର୍ଗ / OBC / EWS: ୪୫୦ ଟଙ୍କା ଏବଂ ୧୮ ପ୍ରତିଶତ GST
  • ପୂର୍ବତନ କର୍ମଚାରୀ: ଦେୟ ମୁକ୍ତ

ଦରମା:

  • ଚୟନ ପ୍ରାର୍ଥୀଙ୍କ ମାସିକ ଦରମା – ୪୭,୮୪୯
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ପ୍ରିଲିମିନାରୀ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ଭାଷା ଦକ୍ଷତା ପରୀକ୍ଷା (LPT)
RBI Govt Jobs RBI Jobs RBI Job Notification
Advertisment
Advertisment