• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: New Schemes For Domestic Manufacturing

Pradhan Mantri Viswakarma Yojana
କୌଳିକ ବୃତ୍ତିଧାରୀଙ୍କୁ ଖୁସି କରିବାକୁ ଉଦ୍ୟମ

ନିଜ ଜନ୍ମ ଦିନରେ ଦେଶର ୩୦ ଲକ୍ଷ ପରିବାରଙ୍କୁ ପିଏମ୍ ମୋଦି ଦେବେ ନୂଆ ଭେଟି । ୧୩ ହଜାର କୋଟିର ଏଇ ଯୋଜନାରେ ସୁନା, ଲୁହା, ଚମଡା, ହସ୍ତତନ୍ତ, କମାର, ରାଜମିସ୍ତ୍ରୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିରେ ଥିବା ୩୦ ଲକ୍ଷ ପରିବାରକୁ ମିଳିବ ପ୍ରୋତ୍ସାହନ ଓ ଏକାଧିକ ସୁବିଧା ।

Pradhan Mantri Viswakarma Yojana
ଭୋଟ୍ ପୂର୍ବରୁ ଟାର୍ଗେଟରେ ପଛୁଆ ବର୍ଗ; ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ

ଭୋଟ୍ ପୂର୍ବରୁ ପିଏମ୍ ବିଶ୍ୱକର୍ମା ଯୋଜନା ନାଁରେ ପଛୁଆ ବର୍ଗ ଭୋଟ୍ ନେବାକୁ କେନ୍ଦ୍ରର ଉଦ୍ୟମକୁ ନେଇ ଚର୍ଚ୍ଚା । ଦିନକ ପରେ ଅର୍ଥାତ ବିଶ୍ୱକର୍ମା ଜୟନ୍ତୀରେ ଦେଶବ୍ୟାପୀ ଲାଗି ହେବାକୁ ଯାଉଛି ଏଇ ଯୋଜନା । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍ ବି ଆସିଛି ।