ଟଳିଲା ବଡ଼ ଧରଣର ରେଳ ଦୁର୍ଘଟଣା । ସମ୍ଭବତଃ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର । ଉତ୍ତରପ୍ରଦେଶ ରାଏ ବରେଲିର ଟ୍ରେନ୍ ଟ୍ରାକ୍ରେ ମାଟି ରଖି ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଇଥିଲା।
କାନପୁର ମୁଡେରି ଗାଁ ନିକଟରେ ରେଳ ଲାଇନ ଉପରେ ରଖା ଯାଇଥିଲା ଏକ ଗ୍ୟାସ ସିଲିଣ୍ଡର ।
ରେଲୱେ ଟ୍ରାକରେ ପଡିଥିବା ମୃତଦେହ ମଧ୍ୟରେ ଗୋଟିଏ ଆଠ ମାସର ଶିଶୁ ଓ ଗୋଟିଏ ଅଢେଇ ବର୍ଷ ଝିଅର ମୃତଦେହ ଅଛି ।
ରେଲୱେ ଟ୍ରାକ୍ରେ ଇନଷ୍ଟାଗ୍ରାମ ରିଲ୍ କରୁଥିବାବେଳେ ଜଣେ ନାବାଳକରୁ ଟ୍ରେନ୍ ଧକ୍କା ଦେଇଛି । ନାବାଳକଙ୍କୁ ଟ୍ରେନ୍ ଧକ୍କା ଦେବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ରାଜସ୍ଥାନରେ ଉଦୟପୁର ଅହମଦାବାଦ ରେଲ୍ୱେ ଟ୍ରାକ୍ ଉଡ଼ାଇବାକୁ ହୋଇଥିଲା ଆତଙ୍କୀ ଷଡ଼ଯନ୍ତ୍ର। ପୋଲିସ୍ ସୂଚନା ଅନୁସାରେ, ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଏହି ବିସ୍ଫୋରଣ ପଛର ଉଦ୍ଦେଶ୍ୟ ଥିଲା।
ଝାଡ଼ଖଣ୍ଡ ଗିରଡିହରେ ମାଓ ବର୍ବରତା । ମାଓବାଦୀମାନେ ବିସ୍ଫୋରଣ କରି ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇ ଦେଇଛନ୍ତି । ଘଟଣାସ୍ଥଳରେ ଆର୍ପିଏଫ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
ଭାରତ ଏବଂ ନେପାଳ ମଧ୍ୟରେ ରେଳ ଯୋଗାଯୋଗ ପାଇଁ ଏକ ନୂଆ ପ୍ରସ୍ତାବ ଗୃହୀତ ହୋଇଛି। ନିକଟରେ ଭାରତର ରକ୍ସୋଲ ଠାରୁ ନେପାଳର କାଠମାଣ୍ଡୁ ଯାଏଁ ରେଳ ଚଳାଚଳ ନେଇ ଏକ ବୈଠକ ବଅସିଥିଲା। ଯେଉଁଥିରେ ଭାରତ ନେପାଳ ସମ୍ପର୍କକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଏହି ପ୍ରକଳ୍ପକୁ ସ୍ୱୀକୃତି ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ୨୩୭ ବିଲିୟନ ଟଙ୍କା ବ୍ୟୟର ପ୍ରସ୍ତାବ ଦିଆଯାଇଛି।