• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weekly Horoscope

Weekly Horoscope
ସାପ୍ତାହିକ ରାଶିଫଳ: ୩ ଅକ୍ଟୋବରରୁ ୯ ଅକ୍ଟୋବର ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ବନ୍ଧୁ ମିଳନ ହୋଇପାରେ । କର୍ମ କ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ । ରାଜନୀତିରେ ସହକର୍ମୀ ମାନେ ବିଶ୍ୱାସ ଭାଜନ ହେବେ ।

Weekly horoscope
ସାପ୍ତାହିକ ରାଶିଫଳ: ସେପ୍ଟେମ୍ବର ୧୯ ରୁ ୨୫ ସେପ୍ଟେମ୍ବର ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଅପ୍ରତ୍ୟାଶିତ ସମ୍ପତି ପ୍ରାପ୍ତିର ଯୋଗ ରହିଛି । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।

Weekly Horoscope
ସାପ୍ତାହିକ ରାଶିଫଳ: ସେପ୍ଟେମ୍ବର ୫ରୁ ୧୧ ସେପ୍ଟେମ୍ବର ୨୦୨୨,ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ବ୍ୟବସାୟରେ ସଫଳତା ମିଳିବ । କୈାଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖ , ଶାନ୍ତିରେ କଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଶିକ୍ଷାର୍ଥି ମାନେ ପଢାରେ କୃତିତ୍ୱ ହାସଲ କରିବେ ।

Weekly Horoscope
ସାପ୍ତାହିକ ରାଶିଫଳ, ଅଗଷ୍ଟ ୨୯ରୁ ୪ ସେପ୍ଟେମ୍ବର ୨୦୨୨,ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ବ୍ୟବସାୟରେ ସଫଳତା ଲାଭ କରିବେ । ବ୍ୟବସାୟରେ ସାମାନ୍ୟ ଲାଭ ରହିବ । ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେବ । ଚାକିରି କ୍ଷେତ୍ରରେ ସମତା ରକ୍ଷା କରିବେ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଆଗେଇ ଚାଲିବେ ଓ ଶାନ୍ତ ରହିବେ ।

Weekly horoscope
ସାପ୍ତାହିକ ରାଶିଫଳ; ୨୨ରୁ ୨୮ ଅଗଷ୍ଟ ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ମହିଳା ମାନେ ସନ୍ତାନ ସନ୍ତତିଙ୍କ ଚିନ୍ତାରେ ଚିନ୍ତିତ ରହିବେ । ଛାତ୍ରଛାତ୍ରି ମାନେ ସଫଳତା ହେବାର ଆଶା କମ୍ ହେବ । 

weekly horoscope
ସାପ୍ତାହିକ ରାଶିଫଳ,୧୫ରୁ ୨୧ ଅଗଷ୍ଟ ୨୦୨୨,ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ବ୍ୟବସାୟରେ ଉନ୍ନତି ଘଟିବ। । ବ୍ୟବସାୟରେ ସାମାନ୍ୟ ଲାଭ ରହିବ । ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ ।

Weekly horoscope
ସାପ୍ତାହିକ ରାଶିଫଳ,୮ରୁ ୧୪ ଅଗଷ୍ଟ ୨୦୨୨,ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ରହିବ । ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ ।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ମାର୍ଚ୍ଚ ୧୪ରୁ ୨୦ମାର୍ଚ୍ଚ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ, ତୁମ ସ୍ୱାସ୍ଥ୍ୟ ସହିତ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡିପାରେ । ପାରିବାରିକ ଜୀବନ ସୁଖମୟ ହେବ । ସପ୍ତାହର ମଧ୍ୟଭାଗରେ, ଆପଣ ନିଜକୁ ସାଧାରଣ ଅପେକ୍ଷା ତୁମର ବୃତ୍ତିଗତ ଜୀବନକୁ ଅଧିକରୁ ଅଧିକ ସମୟ ଦେବେ । ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ଫେବୃଆରୀ ୨୮ରୁ ୬ ମାର୍ଚ୍ଚ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ଉତ୍ତମ ଧରଣର ରହିବ । ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ଏହା ଏକ ଅନୁକୂଳ ସପ୍ତାହ ହେବ । ଏହି ସପ୍ତାହରେ ଏକ ନୂତନ ଚାକିରିର ସୁଯୋଗ ପାଇବାର ସମ୍ଭାବନା ରହିଛି । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।

Saptahik horoscope 21 to 27 february 2022
ଜାଣନ୍ତୁ ଆପଣଙ୍କ ଭାଗ୍ୟ ୨୧ରୁ ୨୭

ସାପ୍ତାହିକ ରାଶିଫଳରେ ଫେବୃଆରୀ ୨୧ରୁ ୨୭ ପର୍ଯ୍ୟନ୍ତ ଆପଣଙ୍କ ଜୀବନର ବିଭିନ୍ନ ଦିଗ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଉଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶିରେ କ’ଣ ଅଛି।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୧୪ ଫେବୃଆରୀରୁ ୨୦ ଫେବୃଆରୀ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଶୁଭ ଫଳାଫଳ ପାଇବେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୩୧ ଜାନୁଆରୀରୁ ୬ ଫେବୃଆରୀ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ଏହା ଏକ ଅନୁକୂଳ ସପ୍ତାହ ହେବ । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଶୁଭ ଫଳାଫଳ ପାଇବେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୧୭ ଜାନୁଆରୀରୁ ୨୩ ଜାନୁଆରୀ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ, ଆପଣ ଅତୀତରେ ପାଇ ନଥିବା ସୁଯୋଗଗୁଡିକ ଏହି ସପ୍ତାହରେ ପ୍ରାପ୍ତ ହୋଇପାରିବ । ବୃତ୍ତିଗତ ଭାବରେ, ଏହା ଆପଣଙ୍କ ପାଇଁ ଏକ ଅନୁକୂଳ ସପ୍ତାହ ହେବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୧୦ ଜାନୁଆରୀରୁ ୧୬ ଜାନୁଆରୀ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ଏହି ସପ୍ତାହରେ, ଆପଣ ଅବାଞ୍ଛିତ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଆର୍ଥିକ ସ୍ଥିତି ଓ ବୃତ୍ତିଗତ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୨୭ ଡିସେମ୍ବର ୨୦୨୧ରୁ ୨ ଜାନୁଆରୀ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ ଆପଣ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ବୃତ୍ତିଗତ ଜୀବନରେ ନୂତନ ସୁଯୋଗ ପାଇବେ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୨୦ ଡିସେମ୍ବରରୁ ୨୬ ଡିସେମ୍ବର ୨୦୨୧

ଏହି ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ଏହି ସପ୍ତାହରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଆର୍ଥିକ ସ୍ଥିତି ଓ ବୃତ୍ତିଗତ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୧୩ ଡିସେମ୍ବରରୁ ୧୯ ଡିସେମ୍ବର ୨୦୨୧

ଏହି ସପ୍ତାହଟି ଆପଣଙ୍କର ମଧ୍ୟମ ଧରଣର ରହିବ । ଛାତ୍ରମାନଙ୍କ ପାଇଁ ଏହି ସପ୍ତାହଟି ଏକ ଅନୁକୂଳ ପର୍ଯ୍ୟାୟ ହେବ ,ଏହି ସପ୍ତାହରେ ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଯେକୌଣସି ପରିସ୍ଥିତିକୁ କ୍ଷମତା ଉନ୍ନତ ହେବ। ଖର୍ଚ୍ଚ ବୃଦ୍ଧି ପାଇପାରେ,ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ଦେଇପାରେ ।

 weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୦୬ ଡିସେମ୍ବରରୁ ୧୨ ଡିସେମ୍ବର ୨୦୨୧

ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରାୟତଃ ମଧ୍ୟମ ଫଳ ରହିବ । କିଛି ନୂଆ ଆରମ୍ଭ କରିବା ପାଇଁ ଏହା ଏକ ଅନୁକୂଳ ସମୟ ରହିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ...

Weekly Horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୨୯ ନଭେମ୍ବରରୁ ୦୫ ଡିସେମ୍ବର ୨୦୨୧

ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରାୟତଃ ଶୁଭ ଫଳ ନେଇ ଆସିଛି । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଚଳିତ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...

 weekly horoscope
ସାପ୍ତାହିକ ରାଶିଫଳ,୨୨ ରୁ ୨୮ ନଭେମ୍ବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଫଳାଫଳ ରହିବ । ଏହି ସପ୍ତାହ ବୃତ୍ତିଗତ ଜୀବନରେ ଉନ୍ନତି କରିବେ । ଆର୍ଥିକ ସ୍ଥିତି ଦୃଢ ରହିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଏହି ସପ୍ତାହରେ ଅର୍ଥ ସଞ୍ଚୟ କରିବେ ।

weekly horoscope
ସାପ୍ତାହିକ ରାଶିଫଳ,୧୫ ରୁ ୨୧ ନଭେମ୍ବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରାୟତଃ ଶୁଭପ୍ରଦ ରହିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଏହି ସପ୍ତାହରେ ଆପଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କେମିତି କଟିବ ଆପଣଙ୍କର ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...

weekly horoscope
ସାପ୍ତାହିକ ରାଶିଫଳ,୮ରୁ୧୪ ନଭେମ୍ବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହଟି ମଧ୍ୟମ ଧରଣର ଫଳାଫଳ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଏହି ସପ୍ତାହରେ ଆପଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ ।

Weekly Horoscope
ସାପ୍ତାହିକ ରାଶିଫଳ, ୧ରୁ ୭ ନଭେମ୍ବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ମୋଟାମୋଟି ଭାବେ ମଧ୍ୟମ ଫଳାଫଳ ରହିବ । ବିଦେଶ ଯାତ୍ରା ପାଇଁ ଏକ ଅନୁକୂଳ ସମୟ ରହିବ । କର୍ମକ୍ଷେତ୍ରରେ ଉନ୍ନତି ଓ ପଦୋନ୍ନିତ ପାଇବେ । ପାରିବାରିକ ଜୀବନରେ ଅଳ୍ପ ସମସ୍ୟା ଦେଖାଦେବ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ମିଶ୍ରିତ ଫଳାଫଳ ପାଇବେ । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ ।

Weekly Horoscope
ସାପ୍ତାହିକ ରାଶିଫଳ,୨୫ରୁ ୩୧ ଅକ୍ଟୋବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ଆପଣଙ୍କର ଭଲ ଓ ମିଶ୍ରିତ ଫଳାଫଳ ରହିବ ।  କ୍ୟାରିୟର ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ସମୟ ରହିବ । କର୍ମକ୍ଷେତ୍ରରେ ଉନ୍ନତି ଓ ପଦୋନ୍ନିତ ପାଇବେ । ପାରିବାରିକ ଜୀବନ ଆନନ୍ଦଦାୟକ ରହିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପାଇବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।