ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ ମୋଦିଙ୍କ ଆଗରେ ବଖାଣିଥିଲେ ଯୁଦ୍ଧ ସମୟର ସଂଘର୍ଷର କାହାଣୀ ।
ରୁଷର ଏହି ଯୁଦ୍ଧ ନୀତିକୁ ଅନେକ ଦେଶ ବିରୋଧ କରିଛନ୍ତି। ଏପରିକି ପୁଟିନଙ୍କୁ ବିରୋଧ କରି ରୁଷ ଉପରେ ବିଭିନ୍ନ ପ୍ରକାରର କଡା ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଖେରସନ୍, ଖାରକିଭ୍ ସହର ଏକ ପ୍ରକାର ଛାରଖାର ହୋଇଗଲାଣି । ରେଳ ଷ୍ଟେସନ୍, ପ୍ରତିରକ୍ଷା ବିଭାଗ ବିଲ୍ଡିଂକୁ ଧ୍ୱଂସ ମିସାଇଲ ମାଡ଼ କରିଛି ଋଷ । ସାଧାରଣଲୋକଙ୍କ ଘର ଉପରେ ବି ହୋଇଛି ମିଶାଇଲ୍ ମାଡ଼ ।
ସାମ୍ନାକୁ ଆସିଛି ଋଷ୍ ରାଷ୍ଟ୍ରପତିଙ୍କ ଚେହେରା ସହ ମିଶିଯାଉଥିବା ଜଣେ ଝିଅ। ଲୋକେ ତାଙ୍କୁ ଭାବୁଛନ୍ତି ପୁଟିନଙ୍କ ଝିଅ। ଏନେଇ ସେ ହେଉଛନ୍ତି ଖୁବ୍ ଟ୍ରୋଲ୍।
ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଖରାପ ହେବାରେ ଲାଗିଛି। ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିବାକୁ ରୁଷ ସେନା ପୂରା ଦମ୍ରେ ଲାଗି ପଡ଼ିଛନ୍ତି। କିନ୍ତୁ ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ଭାରତୀୟ ଛାତ୍ରୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୟୁକ୍ରେନ୍ ମହିଳା ।
ମାର୍ଚ୍ଚରେ ରିଲିଜ୍ ହେବ ଅନେକ ଫିଲ୍ମ ଓ ୱେବ୍ ସିରିଜ୍। ତେବେ ଦର୍ଶକଙ୍କ ଟପ୍ ଅପେକ୍ଷାରେ ଅଛି ରାଧେ ଶ୍ୟାମ୍, ବଚ୍ଚନ ପାଣ୍ଡେ ଓ ରୁଦ୍ର। ସବୁଠାରୁ ଅଧିକ ଉତ୍ସାହ ଥିବା ଫିଲ୍ମ ବିଷୟରେ ଜାଣିବା ପାଇଁ ପଢନ୍ତୁ…
କଲୋମ୍ବିଆରେ ରହିଛି ଏକ ନିଆରା ଆଇଲ୍ୟାଣ୍ଡ । ଯାହାର ନାଁ 'ସାନ୍ତାକ୍ରୁଜ୍ ଡେଲ୍ ଇସଲୋତେ' । ଏହା ଏକ ଦ୍ୱୀପ ସହର । ମାତ୍ର ଦୁଇ ଫୁଟ ଲମ୍ବା ଏହି ଦ୍ୱୀପରେ ୧୨୦୦ ଲୋକ ବସବାସ କରନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।
ପୁଣି ଭଗବାନ ହୋଇ ଉଭାହେଲେ ସୋନୁ ସୁଦ। ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ନେଇ ବାହାରିଲା ତାଙ୍କ ଟିମ୍।
ଶରୀରର ଶକ୍ତିର ମୁଖ୍ୟ ସ୍ରୋତ ମହୁ ଅଟେ । ମହୁରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ମିଳିଥାଏ ଯାହା ଶରୀରକୁ ଅଧିକ ଶକ୍ତି ମିଳି ଥାଏ । ଏହା ସହ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ଆପଣ ବହୁତ କମ୍ ଖର୍ଚ୍ଚରେ ମହୁ ଚାଷ କରି ଲାଭବାନ୍ ହୋଇପାରିବେ ।
ଭାରତକୁ ପ୍ରାୟ ୨୦୦ ଭାରତୀୟଙ୍କୁ ଅଣାଯାଇଥିବା ବେଳେ ରୋମାନିଆର ବୁକାରେଷ୍ଟରୁ ବି ୨୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧରେ ସବୁଠାରୁ ପ୍ରଭାବିତ କିଭ୍ ସହରରୁ କେରଳର ଜଣେ ଛାତ୍ର ନିଜ ସାଙ୍ଗଙ୍କ କୁକୁରକୁ ବିମାନରେ ଆଣିବାକୁ ଭୁଲି ନାହାଁନ୍ତି ।
ଭାରତରେ ୭୦% ଲୋକ ମାଛ ଖାଆନ୍ତି l ମାଛ ପ୍ରୋଟିନ ଓ ଭିଟାମିନଯୁକ୍ତ ଭୋଜନ ଅଟେ l ଏହି ସବୁ କାରଣ ଯୋଗୁଁ ବଜାରରେ ମାଛର ଚାହିଦା ଅଧିକ ଥାଏ । ତେବେ ଆପଣ ବଜାରରେ ମାଛ ବିକ୍ରି କରି ଭଲ ରୋଜଗାର କରିପାରିବେ l ମାଛ ଚାଷ ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ଅନ୍ୟ ବ୍ୟବସାୟ ପରି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବନି ।
ଆଜି କ୍ୱାଡ ଦେଶମାନଙ୍କର ବୈଠକ ବସିବ । ଏହି ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ।
ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ସେମାନେ ଶତ୍ରୁ ହୋଇ ହତ୍ୟା କରିବାକୁ ଆସିଛନ୍ତି ହେଲେ ସେମାନଙ୍କ ପ୍ରତି ବି ମାନବିକତା ଦେଖାଇଛନ୍ତି ୟୁକ୍ରେନବାସୀ।
ଆଗାମୀ ଦିନରେ ଯୁଦ୍ଧ ଦେଖିବେ ତାଇଓ୍ୱାନବାସୀ । ଚୀନ ବେଶ ଉତ୍ସାହର ସହ ଚାହିଁଛି ।
ସକାଳ ୫ଟା ୩୦ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିଲା ।
କୋଲାରର ବାଇର୍ ଗୋଡା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ନିଜକୁ ଆଇଟି ଅଧିକାରୀ କହି କିଛି ଲୋକ ଟମାଟୋ ବ୍ୟବସାୟୀ ତଥା ପୂର୍ବତନ ଏପିଏମସି ସଭାପତି ରମେଶଙ୍କ ଘରେ ପହଞ୍ଚିଥିଲେ । ଘରର ଯାଞ୍ଚ ପାଇଁ ସେମାନଙ୍କର ନିର୍ଦ୍ଦେଶ ରହିଛି ବୋଲି ଅଭିଯୁକ୍ତମାନେ ପରିବାର ଲୋକଙ୍କୁ କହିଥିଲେ ।
ପୁଣି ବଢ଼ିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୦୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧,୪୦୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୫,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ୟୁକ୍ରେନ୍ ବିରୋଧରେ ଯୁଦ୍ଧ ନିଷ୍ପତ୍ତି ହେତୁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱରେ ଏକପ୍ରକାର ଏକଘରିଆ ହୋଇଯାଇଥିବା ବେଳେ ନିଜ ଦେଶର ଲୋକେ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ବ୍ୟାଙ୍କ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସିକ୍ୟୁରିଟି ଗାର୍ଡ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରନ୍ତୁ ।
ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ଇଣ୍ଟିଲିଜେନ୍ସ ରିପୋର୍ଟ ଆଧାରରେ ଏପରି ଖବର ଛାପିଛି । ଚୀନ୍ର ବରିଷ୍ଠ ଅଧିକାରୀମାନେ ଋଷିଆର ଆକ୍ରମଣ ଯୋଜନା ବିଷୟରେ ପୂର୍ବରୁ ଅବଗତ ଥିଲେ । ଋଷିଆ ୟୁକ୍ରେନ ବିରୋଧରେ କିଛି ବଡ ପଦକ୍ଷେପ ନେବାକୁ ଯାଉଥିବା ସେମାନେ ଜାଣିଥିବା ଇଣ୍ଟେଲିଜେନ୍ସ ରିପୋର୍ଟ ସୂଚିତ ରହିଛି
ଭାରତୀୟ ଛାତ୍ରଙ୍କୁ ଖାରକିଭରୁ ବାହାର କରିବାକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ପାଇଁ ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ଫଳରେ ସେମାନେ ସହଜରେ ଦେଶର ସୀମାକୁ ତଥା ପଶ୍ଚିମ ଭାଗକୁ ପହଞ୍ଚିପାରିବେ । ଭାରତୀୟ ଛାତ୍ରଙ୍କୁ କୌଣସି ପ୍ରକାର ଯୁଦ୍ଧରେ ସାମିଲ କରାଯାଇ ବୋଲି ମଧ୍ୟ କୁହାଯାଇଛି ।
ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି ଋଷିଆ ବିରୋଧରେ ଶକ୍ତ ହୋଇ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି।
ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର କିଭ୍ ଉପରେ ଋଷିଆ ବଡ଼ ଧରଣର ହମଲା କରିଛି। କିଭ୍ ରେଲ୍ୱେ ଷ୍ଟେସନ ନିକଟରେ ଋଷୀୟ ସେନା ରକେଟ୍ ମାଡ଼ କରିଥିବା ସୂଚନା ମିଳିଛି।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩ ତାରିଖ, ଗୁରୁବାର, କୁମ୍ଭ, ୧୯ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପ୍ରତିପଦା ତିଥି, ପୂର୍ବଭାଦ୍ର ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...