• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Russia General Killed
ୟୁକ୍ରେନ୍‌ ସେନାଙ୍କ ଗୁଳିରେ ଟଳିଲେ ଋଷିଆ ମେଜର୍‌ ଜେନେରାଲ !

ୟୁକ୍ରେନ୍‌ ଖାରକିଭ୍‌ରେ ରୁଷର ମେଜର ଜେନେରାଲ ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ଆଖିବୁଜିଛନ୍ତି। ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି।

Special Story
ନିରୀହ ପ୍ରାଣୀଙ୍କ ଦେବଦୂତ : ବୁଲାଷଣ୍ଢ, କୁକୁର ଓ ଗାଈଗୋରୁଙ୍କ ମାଆ ପାଲଟିଛନ୍ତି ଦୁଇ ଭଉଣୀ

କଟକର ତ୍ରିଶୁଳିଆ ଅଞ୍ଚଳର ତପଶ୍ୱୀ ଏବଂ ତନୁଶ୍ରୀ । ଉଭୟ ଗୋଟେ ରେଷ୍ଟୁରାଣ୍ଟର ମାଲିକ । ତନୁଶ୍ରୀ ବୃତ୍ତିରେ ଜଣେ ଫ୍ୟାସନ ଡିଜାଇନର କିନ୍ତୁ ବୁଲା ଜୀବଜନ୍ତୁଙ୍କ କଷ୍ଟ ଦେଖିଲେ ସହି ପାରନ୍ତିନି । ଦୁର୍ଘଟଣା କିମ୍ବା ଅନ୍ୟ କିଛି ବ୍ୟାଧିରେ ଆକ୍ରାନ୍ତ ବୁଲା ଷଣ୍ଢ, ଗାଈ, କୁକୁରଙ୍କ ପାଖରେ ପହଂଚି ସେବା କରିଥାନ୍ତି ।

Haqqani Network's Most Wanted
୨୦ ବର୍ଷ ହେଲା ଫଟୋ ପାଉନଥିଲା ଆମେରିକା, ଏବେ ସାମ୍ନାକୁ ଆସିଲା କୁଖ୍ୟାତ ଆତଙ୍କବାଦୀ

ଦୀର୍ଘ ୨୦ ବର୍ଷ ହେଲା ଜୀବତ ହେଉକି ମୃତ ଭାବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିକୁ ପାଉ ନଥିଲା ଆମେରିକା ସେନା। ସେଥି ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ହେଲେ ହଠାତ୍ ସାମ୍ନାକୁ ଆସିଲା ସିରାଜୁଦ୍ଦିନ୍। ଏହା ପରେ ସାରା ବିଶ୍ୱରେ ଚର୍ଚ୍ଚା...

Ukraine Crisis
ୟୁକ୍ରେନ-ରୁଷିଆ ତୃତୀୟ ପର୍ଯ୍ୟାୟ ଆଲୋଚନା : ବାହାରିଲାନି କୌଣସି ନିଷ୍କର୍ସ

ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି ।

doctor
ବଙ୍କର୍ ଭିତରେ ବାଘ ଓ ଭାରତୀୟ : ଦୁଇ ପୋଷା ଜନ୍ତୁକୁ ଛାଡ଼ି ଭାରତ ଆସିବାକୁ ନାରାଜ ଡାକ୍ତର କୁମାର

୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।

rescue operation
ଭାରତର ବଡ ରେସ୍କ୍ୟୁ ଅପରେସନ୍‌ : ବିପଦ ବେଳେ ବିଦେଶରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ

ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍‌?

5 most powerful woman in the world
୫ ସଶକ୍ତ ମହିଳା; ଯାହାଙ୍କୁ ଜାଣେ ସାରା ଦୁନିଆ

ମହିଳାମାନେ ଆଉ ଘର କଣରେ ସୀମିତ ନାହାନ୍ତି। ନିଜର ଶକ୍ତିକୁ ଦୁନିଆକୁ ଦେଖେଇ ସାରିଲେଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସ ଅବସରରେ, ବିଶ୍ୱର ଏପରି ପାଞ୍ଚ ଜଣ ସଶକ୍ତ ମହିଳାଙ୍କ ବିଷୟରେ ଜାଣିନେବା ଯେଉଁମାନେ କେବଳ ନିଜ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ।

What is exit poll, how they work and their accuracy
ଏକଜିଟ୍ ପୋଲ୍‌; ଭୋଟ୍ ପରେ, ପୂର୍ବରୁ କାହିଁକି ନୁହେଁ?

ନିର୍ବାଚର ସରିଲେ ଆରମ୍ଭ ହୁଏ ଏକଜିଟ୍ ପୋଲ। ଏହା କ’ଣ ଠିକ୍ ସୂଚନା ଦିଏ? ଏହାର ସଠିକତାକୁ ନେଇ କାହିଁକି ଉଠେ ପ୍ରଶ୍ନ ଓ ଏହାକୁ ବିରୋଧ କାହିଁକି ଜାଣିବା ପାଇଁ ପଢନ୍ତୁ।

5 female politician in India
ରାଜନୀତିର ମଙ୍ଗୁଆଳ ସାଜିଥିବା ୫ କ୍ଷମତାଶାଳୀ ମହିଳା

ଆଗକୁ ବଢୁଛନ୍ତି ନାରୀ। କିଛି ବଡ ବଡ ରାଜନୈତିକ ଦଳର ଜାତୀୟ ସଭାପତି ନେତୃତ୍ୱ ନେଉଥିବାବେଳେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜନୈତିକ କ୍ଷେତ୍ରରେ ଥିବା ଏହି ମହିଳାମାନେ ଆଜି ପାଉଛନ୍ତି ସମ୍ମାନ।

Social worker Urmi Basu
ନିଃସହାୟକଙ୍କ ପାଇଁ ଆଲୋକ ବର୍ତ୍ତିକା

କୋଲକାତା କାଳୀଘାଟର ରେଡ୍ ଲାଇଟ୍ ଡିଷ୍ଟ୍ରିକ୍ଟରେ ରହୁଥିବା ବହୁ ଯୌନ କର୍ମୀ ଓ ସେମାନଙ୍କ ପିଲାମାନଙ୍କ ନିତିଦିନିଆ ଜୀବନର ଦୁଃସ୍ଥ ଚିତ୍ର ବଦଳାଇ ଦେଇଥିଲା ତାଙ୍କ ଜୀବନର ମୋଡ଼। ଜଣେ ସମାଜ ବିଜ୍ଞାନୀର ଆଗ୍ରହ ନେଇ ସେ ଆସିଥିଲେ ସେଠାକୁ। ସେ କିଏ ଓ କ’ଣ ଥିଲା ଉଦ୍ଦେଶ୍ୟ ଜାଣିବା ପାଇଁ ପଢନ୍ତୁ।

Russia Ukraine War
ଦ୍ୱାଦଶ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ; ମରିଲେଣି ୧୩ ହଜାର ସୈନ୍ୟ, ଶତାଧିକ ସାଧାରଣ ନାଗରିକ

ଉଭୟ ରାଷ୍ଟ୍ରମୁଖ୍ୟ, ଅର୍ଥାତ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କୁ ସିଧାସଳଖ ପରସ୍ପର ସହ କଥା ହେବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Rina Diwedi
ଭୋଟ ଦେଲେ ଭାଇରାଲ୍ ଭାଉଜ ରୀନା ଦ୍ୱିବେଦୀ, ଫଟୋ ଉଠାଇବାକୁ ଠେଲାପେଲା

ଅଧିକାଂଶ କୌତୁକ ଛଳରେ କହିଥାନ୍ତି ଯେ ଏଭଳି ନିର୍ବାଚନ ଅଧିକାରୀ ରହିଲେ ସମସ୍ତେ ଭୋଟ ଦେବେ। ତେବେ ଆଜି ଆମେ ଆପଣଙ୍କୁ ଏହି ମହିଳାଙ୍କ ବାବଦରେ ଅନେକ କିଛି କହୁଛୁ।

UP Election 2022
ୟୁପିରେ ସରିଲା ନିର୍ବାଚନ ; ଇଭିଏମ୍‌ରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଉତ୍ତରପ୍ରଦେଶରେ ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଥିବାବେଳେ ଚଳିତ ମାର୍ଚ୍ଚ ୧୦ ତାରିଖରେ ଗଣତି ହେବ ।

IPL 2022
ଆଇପିଏଲ୍‌ ମହାସମର: ଜାରି ହେଲା ଫିକ୍ସର୍‌, ଜାଣନ୍ତୁ କିଏ ଖେଳିବ କେବେ ?

ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ଟି ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ।

Yogi Adityanath
Exit Poll: ଅଖିଳେଶଙ୍କୁ ପୁଣି ଝଟ୍‌କା, ୟୁପିରେ ବାବା କରିବେ ରାଜ, ଆଉ ଉତ୍ତରାଖଣ୍ଡରେ..

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୁଣି ଥରେ ସୁନା କଳସ ଢ଼ାଳିଛନ୍ତି ଉତ୍ତରପ୍ରଦେଶ ବାସିନ୍ଦା । ଏଠାରେ ମୋଟ ୪୦୩ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ।

Modi-Rahul-Kejriwal
Exit Poll: ପଞ୍ଜାବରେ ସତ୍ତା ହରାଇବ କଂଗ୍ରେସ, ସରକାର ଗଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି !

 ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂର୍ବାନୁମାନ କରାଯାଇଛି । ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛ ।  

Russia Ukraine War
ଋଷକୁ ୟୁକ୍ରେନ୍‌ର ଚେତାବନୀ, ‘ଓ୍ୱି ଓ୍ୱିଲ୍ ନେଭର ଫରଗେଟ୍, ନେଭର୍ ଫରଗିଭ’

ଆମ ମାଟିରେ ଯେଉଁମାନେ ଏହି ଧ୍ୱଂସଲୀଲା ରଚିଛନ୍ତି, ଶହ ଶହ ଲୋକଙ୍କୁ ଜାଣିଶୁଣି ହତ୍ୟା କରିଛନ୍ତି, ସେମାନଙ୍କୁ କେବେ ବି କ୍ଷମା ଦିଆଯିବ ନାହିଁ ।

Ranveer Singh fun with Rakhi Sawant
ରାଖୀ ସାୱନ୍ତଙ୍କୁ ଦେଖି ଉତ୍ସାହିତ ହୋଇପଡିଲେ ରଣବୀର ସିଂହ

ଏକ ପୁରସ୍କାର କାର୍ଯ୍ୟକ୍ରମରେ ରାଖୀ ସାୱନ୍ତଙ୍କୁ ଦେଖି ରଣବୀର ସିଂହଙ୍କ ଯୋଶ୍ ଦୁଇଗୁଣ ହୋଇଯାଇଛି। ସେ ତାଙ୍କ ସହିତ ଜବରଦସ୍ତ ଫଟୋ ପୋଜ୍ ଦେଉଥିବା ଦେଖାଯାଉଛି। ଭାଇରାଲ ହେଉଥିବା ଏହି ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Russia Ukraine War
ଋଷିଆ ଜାରି କଲା ଶତ୍ରୁ ଦେଶଙ୍କ ତାଲିକା : ଆମେରିକା, ଜାପାନ, ବ୍ରିଟେନ୍‌ ସମେତ ଟାର୍ଗେଟରେ ୩୧ ଦେଶ

ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ।

Anupam Kher shares his latest body transformation photos
ଅନୁପମ ଖେର୍‌ଙ୍କ ଜବରଦସ୍ତ ବଡି ଦେଖି ଆପଣ ବି କାବା ହେଇଯିବେ

ଅନୁପମ ଖେର୍‌ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କର ଏହି ଫଟୋରେ ସେ ଟୋନ୍‌ଡ ବଡି ଦେଖେଇଛନ୍ତି। ଜନ୍ମଦିନ ଅବସରରେ ସେ ତାଙ୍କ ଫିଟ୍‌ନେସ୍ ସ୍ୱପ୍ନକୁ ନେଇ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

Narendra Modi
ଲୋକଙ୍କ ଦୁଃଖ ଦୂର ସହ ଆର୍ଥିକ ବୋଝକୁ ହାଲୁକା କରୁଛି ଜନ ଔଷଧି ! ମୋଦିଙ୍କ ସହ ଅନୁଭୂତି ବାଣ୍ଟିଲେ ହିତାଧିକାରୀ

ଜନ ଔଷଧିର ଫାଇଦା, ଜନ ଔଷଧିର ଉପଯୋଗ ସମ୍ପର୍କରେ ଆଜି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

pritilata nayak
ଜାତୀୟ ଟେନିସ କ୍ରିକେଟ ଦଳରେ ଦିନ ମଜୁରିଆର ଝିଅ, ତଥାପି ଅଣଦେଖା କରୁଛନ୍ତି ସରକାର

ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀୟ ଦଳରେ ସାମିଲ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲିଗୁଡ଼ାର ସୁନା ଝିଅ ପ୍ରୀତିଲତା ନାୟକ.. ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ସେ ଜଣେ ଉଦୀୟମାନ ଖେଳାଳି..

Modi Talk with Putin
ମୋଦି-ପୁଟିନ୍‌ ଆଲୋଚନା: ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତିଶ୍ରୁତି

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧା କଥା ହେବାକୁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦି । ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧବିରତିକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି ।

PM Modi
ମୋଦିଙ୍କ ବଡ଼ ଘୋଷଣା ! ଏଣିକି ସରକାରୀ ଫି’ ଦେଇ ପ୍ରାଇଭେଟ୍‌ ମେଡିକାଲ କଲେଜରେ ପଢ଼ିପାରିବେ ଛାତ୍ରଛାତ୍ରୀ

ଏଣିକି ସରକାରୀ କଲେଜ ଫି ଦେଇ ବେସରକାରୀ ମେଡିକାଲ କଲେଜରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

SIDBI Recruitment 2022: Apply For 100 Assistant Manager Posts
SIDBIରେ ଚାକିରି : ୧୦୦ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍ ପଦବୀ ଖାଲି

SIDBI ସାଧାରଣ ଷ୍ଟ୍ରିମର୍‌ ଗ୍ରେଡ୍-ଏ ବର୍ଗ ଅଧୀନରେ ୧୦୦ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍ ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଅନ୍‌ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି।