କଲୋମ୍ବିଆରେ ରହିଛି ଏକ ନିଆରା ଆଇଲ୍ୟାଣ୍ଡ । ଯାହାର ନାଁ 'ସାନ୍ତାକ୍ରୁଜ୍ ଡେଲ୍ ଇସଲୋତେ' । ଏହା ଏକ ଦ୍ୱୀପ ସହର । ମାତ୍ର ଦୁଇ ଫୁଟ ଲମ୍ବା ଏହି ଦ୍ୱୀପରେ ୧୨୦୦ ଲୋକ ବସବାସ କରନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।