• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Honey Farming

bee farming
ଜୀବିକା ଦେଉଛି ମହୁମାଛି ବାକ୍ସ

ମହୁଚାଷ କରନ୍ତୁ ଲାଭବାନ୍ ହୁଅନ୍ତୁ । ସୁବିଧାରେ ମିଳୁଛି ମହୁ ମାଛି ସହ ମହୁ ବାକ୍ସ । ଏ ମହିଳା ଯେପରି କରିଛନ୍ତି ମହୁଚାଷ ଓ ମହୁମାଛି ବାକ୍ସ ତିଆରି କରି ବିକ୍ରି କରୁଛନ୍ତି । ଯେ କେହି ଦେଖୁଛି ବାହା ବାହା କରୁଛି ।

Honey farming
ଉପାନ୍ତ ଆଦିବାସୀ ଇଲାକାରେ ହେଉଛି ମହୁଚାଷ । ସ୍ୱଳ୍ପ ଖର୍ଚ୍ଚରେ ହେଉଛି ଅଧିକ ରୋଜଗାର

ଘର ବାଡ଼ିରେ ହେଉଛି ମହୁ ଚାଷ।ଥରେ କାଠ ବାକ୍ସ ଆଣି ଘର ବାଡ଼ିରେ ଭିନ୍ନ ଭିନ୍ନ ସ୍ଥାନରେ ରଖିଦେଲେ ମାସକ ପରେ କାଠ ବାକ୍ସ ରୁ ବାହାରୁଛି ଚାରି ରୁ ପାଞ୍ଚ କିଲ ଓଜନର ମହୁ। ପାହାଡ଼ ପର୍ବତ ଘେରା ଉପାନ୍ତ ଆଦିବାସୀ ଇଲାକାରେ ଚାଷୀଙ୍କୁ ସ୍ୱଳ୍ପ ଖର୍ଚ୍ଚ ରେ ଅଧିକା ରୋଜଗାର ଦେଖାଇଛି ମହୁଚାଷ…

Cultivating honey is beneficial
ମହୁ ଚାଷ କରି ହୁଅନ୍ତୁ ଲାଭବାନ୍

ଶରୀରର ଶକ୍ତିର ମୁଖ୍ୟ ସ୍ରୋତ ମହୁ ଅଟେ । ମହୁରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ମିଳିଥାଏ ଯାହା ଶରୀରକୁ ଅଧିକ ଶକ୍ତି ମିଳି ଥାଏ । ଏହା ସହ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ଆପଣ ବହୁତ କମ୍ ଖର୍ଚ୍ଚରେ ମହୁ ଚାଷ କରି ଲାଭବାନ୍ ହୋଇପାରିବେ ।