ମୋଟ୍ ଉପରେ ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଯେତିକି ତୀବ୍ର ହେଉଛନ୍ତି ବିଶ୍ୱ ରାଜନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ମଧ୍ୟ ସେହି ଅନୁସାରେ ବଢିବାରେ ଲାଗିଛି । ଆଉ ଏହାରି ମଧ୍ୟରେ ୟୁକ୍ରେନରେ ଦମନଲୀଳା କରୁଥିବା ରୁଷ ଏବେ ଫ୍ରାନ୍ସକୁ ପ୍ରକୃତ ଯୁଦ୍ଧ ବା ରିୟର ୱାରର ଧମକ ଦେଇଛି
ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ପ୍ରାୟତଃ ସମସ୍ତେ ଚାହାନ୍ତି । ସେଥିପାଇଁ ଆମ ଘର ମାନଙ୍କରେ ଆମେ ବିଭିନ୍ନ ଗଛ ଲଗାଇଥାଉ । କିନ୍ତୁ ଯଦି ଘରର କମ୍ ସ୍ଥାନ ଯୋଗୁଁ ଆମେ ଘର ଭିତରେ ଗଛ ଲଗେଇ ପାରିନଥାଉ । କିନ୍ତୁ ଆପଣ ଚାହିଁଲେ ଅଳ୍ପ ସ୍ଥାନ ଓ ଯାଗାରେ ଝୁଲନ୍ତା ଗଛ ଲଗାଇ ଉଦ୍ୟନଟିଏ ତିଆରି କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପଦ୍ଧତି ।
କିଭ୍ ଓ ଖାରକିଭ୍ରେ ୟୁକ୍ରେନ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରବାସୀ ଭାରତୀୟମାନେ ଏବେ ପଡ଼ୋଶୀ ଦେଶ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି।
ଡାକ୍ତରଖାନାରେ ବିବାହ କରିଥିବା ଦମ୍ପତିଙ୍କୁ ବୃତ୍ତିରେ ଡାକ୍ତର । ଯୁଦ୍ଧ ଚାଲିଥିବା ବେଳେ ସେମାନେ ସବୁଦିନ ପାଇଁ ଏକାଠି ହେବାପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡ଼ୁଛି
ବର୍ତ୍ତମାନ ସମୟରେ ପନିପରିବାର ଦର ଦାମ୍ ବୃଦ୍ଧି ହେଉଥିବା ବେଳେ ବହୁତ କମ୍ ଯାଗାରେ ଲୋକମାନେ କିଚେନ୍ ଗାର୍ଡେନ ପାଇଁ ମନବଳେଇଲେଣି । ଆଜି ଆମେ ଜାଣିବା ଛାତ ଉପରେ କିଭଳି କରିବା ‘କିଚେନ୍ ଗାର୍ଡେନ୍‘ ।
ଆକାଶରୁ ଓହ୍ଲାଇବା ପରେ ହସ୍ପିଟାଲକୁ ଆକ୍ରମଣ କଲେ ଋଷୀୟ ସେନା ।
BSNL ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତ ସଂଚାର ନିଗମ ଲିମିଟେଡ୍ ହରିୟାଣା ସର୍କଲରେ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ଗୋଟିଏରୁ ଅଧିକ ପରମାଣୁ ବୋମା ପଡ଼ିଲେ କେବଳ ଲୋକଙ୍କ ମୃତ୍ୟୁ ହେବ ନାହିଁ, ବରଂ ପୃଥିବୀର ଜଳବାୟୁ ତଥା ପାଣିପାଗ ବିଗିଡିଯିବ ।
ସକାଳୁ ରାତି ପର୍ଯ୍ୟନ୍ତ ଋଷିଆ ଆକାଶରେ ଚାଲିଛି ବୋମାବର୍ଷଣ। ଘରୁ ବାହାରିବା ମାତ୍ରେ ମୁଣ୍ଡ ଉପରେ ବୁଲୁଛି ମୃତ୍ୟୁର ଦୂତ । ହେଲେ ଏସବୁ ସତ୍ୱେ ଡରୁନାହାନ୍ତି ୟୁକ୍ରେନବାସୀ। ବରଂ ସତସାହସ ରଖି ଋଷିଆ ସହ ଲଢେଇ କରୁଛନ୍ତି।
ଏପ୍ରିଲ୍ ଓ ମେ’ରେ ହେବ JEE (ମେନ୍)। ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ JEE(ମେନ୍) ତାରିଖ ଘୋଷଣା କରାଯାଇଛି।
ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଏମିତି କହିଛି ଭାରତୀୟ ଦୂତାବାସ। ବଡ଼ ବିପଦ ଆଶଙ୍କାରେ ଯେଉଁମାନେ କିଭରେ ରହୁଛନ୍ତି, ତୁରନ୍ତ ସହର ଛାଡିବାକୁ କୁହାଯାଇଛି। ଏବେ ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦିଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଯିବାକୁ ତୟାର ହୋଇଛି ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ଯୁଦ୍ଧ ବିମାନ...
ଗୋଟିଏପଟେ ୟୁକ୍ରେନ ଉପରେ ଲଗାତର ଭାବେ ଋଷିଆ ଆକ୍ରମଣ କରି ଚାଲି ଥିବାବେଳେ ଅନ୍ୟପଟେ ଋଷିଆକୁ କଡ଼ା ଜବାବ ଦେବା ଲାଗି ୟୁକ୍ରେନ ପ୍ରସ୍ତୁତ ହେଉଛି। ଏଥିପାଇଁ ୟୁକ୍ରେନ ଶକ୍ତିଶାଳୀ ରାଷ୍ଟ୍ରର ସହାୟତା ଲୋଡ଼ିଛି।
ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏମିତି ସ୍ଥିତିରେ ବିଶ୍ୱକୁ ଭାରତ ଦେଇଛି ଭଲ ପାଇବାର ଖବର। ୟୁକ୍ରେନୀୟ ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ଯୁବକ। ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଭାରତ ଚାଲି ଆସିଥିବା ଏହି ୟୁକ୍ରେନୀୟ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...
ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ତୀବ୍ର ନିନ୍ଦା କରିଛନ୍ତି। ଋଷିଆ ପାଇଁ ନିଜ ବାୟୁସୀମାକୁ ଆମେରିକା ବନ୍ଦ କରିବା ସହ ଋଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି।
ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୨ତାରିଖ, ବୁଧବାର, କୁମ୍ଭ, ୧୮ ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ମନ୍ଦିରର ଫାଟକ ପାଖରେ ବସିଛି ଏକ କୁକୁର। ଯିଏ ତା’ ପାଖକୁ ଆସୁଛି ଆଉ ତାକୁ ନମସ୍କାର କରୁଛି ସିଏ ତାଙ୍କୁ ଆଶୀର୍ବାଦ ଦେଉଛି। ଲୋକେ ବି କୁକୁରକୁ ଭଗବାନଙ୍କ ଦୂତ ବୋଲି ବିବେଚନା କରି ନମସ୍କାର କରୁଛନ୍ତି। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ…
ଭାରତରେ ଧିରେ ଧିରେ ଚାଷର ପଦ୍ଧତି ବଦଳୁଛି, ବର୍ତ୍ତମାନ କୃଷକମାନେ ସେହି ଫସଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହା କମ୍ ସମୟ ମଧ୍ୟରେ ଅଧିକ ଲାଭ ଦେଉଛି। ଏଭଳି ଫସଲରେ ରହିଛି କଖାରୁ। ତେବେ ଏହାକୁ କେବେ ଓ କିପରି ଚାଷ କରାଯାଏ ଆସନ୍ତୁ ଜାଣିବା।
କଦଳୀ ଏକ ଲାଭଜନକ ଚାଷ। ଏହା ଏପରି ଏକ ଫଳ ଯାହାର ଚାହିଦା ବର୍ଷସାରା ରହିଥାଏ। ଏହା ପାଚିଲା ଖାଇବା ବ୍ୟତୀତ ତରକାରୀ ଏବଂ ଚିପ୍ସ ତିଆରିରେ ମଧ୍ୟ ବ୍ୟବହାର କରାଯାଏ। ଯଦି ଆପଣ କଦଳୀ ଚାଷ କରିବାକୁ ଯୋଜନା କରୁଛନ୍ତି, ତେବେ ଏହାକୁ ଭଲଭାବେ ପଢି ନିଅନ୍ତୁ, ଏଥିରୁ ଆପଣ ଯଥେଷ୍ଟ ସୂଚନା ପାଇଯିବେ।
କାକୁଡିକୁ ଏକ ଖରା ଦିନିଆ ଫଳ ଭାବେ ବ୍ୟବହାର କରାଯାଏ। ଏନେଇ ଫେବୃଆରୀ-ମାର୍ଚ୍ଚ ମାସ କାକୁଡି ଚାଷ ପାଇଁ ଖୁବ ଭଲ। ଏହା ସମଗ୍ର ଦେଶରେ ଚାଷ କରାଯାଏ।
ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା।
ଯୁଦ୍ଧର ବିଭୀଷିିକା ଭିତରେ ସାଧାରଣ ୟୁକ୍ରେନୀୟଙ୍କ କାରନାମା ବି ଚର୍ଚ୍ଚାର ଖୋରାକ୍ ଯୋଗାଇଛି।
ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।
ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ଅକ୍ସନ ହୋଇଥିଲା । ଗୁଜୁରାଟ ଫ୍ରାଞ୍ଚାଇଜ୍ ୨ କୋଟି ଖର୍ଚ୍ଚ କରି ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜେସନ୍ ରୟକୁ ନିଜ ଟିମ୍ରେ ସାମିଲ କରିଥିଲା । ଆଜି ରୟ ଏକ ଭାବବିହ୍ୱଳ ଟ୍ୱିଟ୍ ମାଧ୍ୟମରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆଗାମୀ ସଂସ୍କରଣରୁ ବାହାରି ଯିବା କଥା ସ୍ପଷ୍ଟ କରିଛନ୍ତି ।
ଅନେକ ବଲିଉଡ୍ ଫିଲ୍ମ ଅଛି ଯେଉଁଗୁଡିକ ଶିବ ମହିମାକୁ ପ୍ରଚାର କରେ। ଆଜି ମହାଶିବରାତ୍ରୀ ହୋଇଥିବାରୁ ଆମେ ଆପଣଙ୍କୁ ସେହି ବଲିଉଡ୍ ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଭଗବାନ ଶିବଙ୍କ ମହିମାକୁ ଲୋକଙ୍କ ସାମ୍ନାରେ ରଖାଯାଇଛି।
ଅରିନ୍ଦମ ବାଗଚି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ କହିବାକୁ ପଡ଼ୁଛି, ଖାରକିଭରେ ଘଟୁଥିବା ଏୟାର ଷ୍ଟ୍ରାଇକରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମନ୍ତ୍ରଣାଳୟ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ରହିଛି । ଆମର ସହାନୁଭୂତି ପରିବାର ସହିତ ରହିଛି ।