ଯୁଦ୍ଧ ଏକ ବିନାଶକାରୀ ପ୍ରକ୍ରିୟା। ଯେଉଁଠି କେବଳ ଲୋକଙ୍କର ଜୀବନ ଯାଏ । ଏଥିରେ କାହାର ବି ଭଲ ହୁଏନି । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ଓ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ମୁସ୍କିଲ କାମ ମଧ୍ୟରୁ ଗୋଟିଏ
ତ୍ୱଚ୍ଚାର ଚମକ ବଢ଼ାଇବା ପାଇଁ କିଏ କସମେଟିକର ସହାୟତା ନିଅନ୍ତି ତ ଆଉ କିଏ ଘରୋଇ ଉପଚାର କରିଥାନ୍ତି । ଏଭଳି ଏକ ଘରୋଇ ଉପଚାର ହେଉଛି ମସୁର ଡାଲି। ମସୁର ଡାଲିକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଉଜ୍ଜଳତା ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣ ହୋଇଯିବ।
ୟୁକ୍ରେନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୭ ବର୍ଷୀୟ ନେହା ସାଙ୍ଗୱାନ୍ । ନେହା ଗତ ବର୍ଷ ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି । ଲୋକେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁର ଗୋବର୍ଦ୍ଧନ ପ୍ରଧାନ । ରେଭେନ୍ସା କଲେଜରେ ପିଜି କରି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଆସୁଥିଲେ। ହେଲେ ଚାଷ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଚାକିରି ପ୍ରତି ଆକୃଷ୍ଟ କରିପାରି ନଥିଲା। କିଛି ଦିନ କାମ କରିବା ପରେ ତାଙ୍କୁ ସେଥିରେ ସନ୍ତୋଷ ମିଳିନଥିଲା
ଏହି ସପ୍ତାହଟି ଆପଣଙ୍କ ପାଇଁ ଉତ୍ତମ ଧରଣର ରହିବ । ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ଏହା ଏକ ଅନୁକୂଳ ସପ୍ତାହ ହେବ । ଏହି ସପ୍ତାହରେ ଏକ ନୂତନ ଚାକିରିର ସୁଯୋଗ ପାଇବାର ସମ୍ଭାବନା ରହିଛି । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ଯୁଦ୍ଧକୁ ବିରୋଧ କରିବା ପାଇଁ ରୁଷର ସହର ଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆମେରିକାର ହ୍ୱାଇଟ୍ ହାଉସ ବାହାରେ ମଧ୍ୟ କିଛି ଲୋକ ରାଲି କରିଥିଲେ ଏବଂ ଦିନସାରା ଋଷିଆ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।
ଧର୍ମେନ୍ଦ୍ର ଓ କୋମଲଙ୍କ ଦେଢ଼ ବର୍ଷର ଝିଅ ଲତିକା । ବୟସ ମାତ୍ର ଦେଢ଼ ବର୍ଷ । ଉଜ୍ଜୟନୀର ଜୁନା ସହରର ବାଲାଜୀ ମନ୍ଦିର ନିକଟରେ ସେମାନେ ରୁହନ୍ତି । ତେବେ ସ୍ୱାମୀ ନଥିବା ସମୟରେ ସେ ଝିଅକୁ ନିର୍ମମ ମାଡ଼ ମାରୁଥିଲେ ଲତିକା
ଗୁଗୁଲ ପୂର୍ବରୁ, ୟୁଟ୍ୟୁବ୍ ଋଷିଆର ମିଡିଆ ସଂଗଠନ ଆରଟି ସମେତ ଅନେକ ଋଷିଆ ଚ୍ୟାନେଲକୁ ବିଜ୍ଞାପନରୁ କରୁଥିବା ଟଙ୍କା ରୋଜଗାର ଉପରେ ରୋକ୍ ଲଗାଇ ଦେଇଥିଲା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ ‘Sorry’ ଲେଖିଥିଲେ। ଏହା ଜଣାପଡ଼ିବା ପରେ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟ୍ ଶେଆର କରାଯାଇଥିଲା।
ଋଷିଆ- ୟୁକ୍ରେନ୍ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରାୟ ୧୬,୦୦୦ ଭାରତୀୟ( ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ) ୟୁକ୍ରେନରେ ଫସି ରହିଛନ୍ତି । ସେଠାରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଶନିବାର ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଛି ।
ଆପଣ ଇଞ୍ଜିନିୟରିଂ କରିଛନ୍ତି କି ? ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍(HPCL) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଖାଲିପଡିଛି ଅନେକ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏ ନେଇ ଆବେଦନ କରିପାରିବେ ।
ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ମଧ୍ୟରୁ ୪୬୯ ଜଣ ସ୍ୱଦେଶ ଫେରିଛନ୍ତି। ସ୍ୱଦେଶ ଫେରିଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ମୁହଁରେ ହସ ଦେଖି ଆନନ୍ଦିତ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।
ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି। ୟୁକ୍ରେନ ସେନା ଦୃଢ଼ ଭାବେ ଋଷିଆକୁ ଜବାବ ଦେଉଥିବା ସୂଚନା ମିଳିଛି।
୨୦୨୨ ମସିହା, ଫେବୃୟାରୀ ମାସ ୨୭ ତାରିଖ, ରବିବାର, କୁମ୍ଭ୧୫ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ଏକାଦଶୀତିଥି, ପୂର୍ବାଷାଢା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
ୟୁକ୍ରେନ୍ ସେନାବାହିନୀରେ ଯୋଗଦେବା ପାଇଁ ଧାଡିରେ ଠିଆ ହୋଇଛନ୍ତି ଜଣେ ୮୦ ବର୍ଷର ବୃଦ୍ଧ। ହାତରେ ଅଛି ଏକ ବ୍ୟାଗ। ତେବେ ତାଙ୍କ ବ୍ୟାଗ୍ରେ ଥିବା ଜିନିଷ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହ ଆଣିଦେବ।
ବିଶେଷଜ୍ଞମାନଙ୍କ ମତରେ ଡ୍ରାଷ୍ଟିକ୍ ବା ଏକ୍ସଟ୍ରିମ୍ ବି ଅତ୍ୟଧିକ କ୍ଷତିକାରକ ଓଜନ ହ୍ରାସ (ୱେଟ୍ ଲସ୍)ର ସ°ଜ୍ଞା ହେଉଛି, ଲଗାତାର ଗୋଟିଏ ଆଖିଦୃଶିଆ ସମୟ ଅବଧି ପାଇଁ ସପ୍ତାହକୁ ୧ କିଲୋଗ୍ରାମ୍ ହାରରେ ଓଜନ ହ୍ରାସ ହେବା। ଏହା ଦ୍ୱାରା ଚୁଟି ଝଡିବା, ଅତ୍ୟଧିକ ଶୀତ ଲାଗିବା ଓ କମ୍ପ ଆସିବା ପରି ସାମାନ୍ୟ ସମସ୍ୟା ସବୁ ଦେଖାଯିବା ଛଡା ଅନେକ ଜଟିଳ, ସା°ଘାତିକ ଓ ପ୍ରାଣଘାତୀ ସମସ୍ୟା ବି ଦେଖାଯାଏ।
ଯୁଦ୍ଧ ସ୍ଥିତି ଭିତରେ ଚର୍ଚ୍ଚା, କଣ ରୁଷିଆର ବିଶାଳ ସାମରିକ ଶକ୍ତିକୁ ମୁକାବିଲା କରିପାରିବ ୟୁକ୍ରେନ୍ ? ଉତ୍ତର ଯାହା ବି ହେଉନା କାହିଁକି, ପୁଟିନଙ୍କ ନିଷ୍ପତ୍ତି ଆଗରେ କିନ୍ତୁ ମୁଣ୍ଡ ନୁଆଁଇନି ୟୁକ୍ରେନ୍ ।
କାହା ମାଆଙ୍କ ଆଖିରୁ ଲୁହ ଝରୁଛି ତ ଆଉ କାହା ବାପାଙ୍କ କଲିଜା ଓଟାରି ହୋଇଯାଉଛି । କାହିଁକି ବା ନହେବ । ନିଜ ନିଜ ନୟନପିତୁଳା ଯେହେତୁ ଫସିଯାଇଛନ୍ତି ଯୁଦ୍ଧର ବିଭୀଷିକା ଭିତରେ । ମନକୁ ପାପ ଛୁଉଁଛି, ଅଜଣା ଆତଙ୍କ ମାଡ଼ି ବସୁଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି, ମୁଁ ଋଷର ପ୍ରଥମ ଟାର୍ଗେଟ, ମୋ ପରିବାର ଦ୍ୱିତୀୟ ଟାର୍ଗେଟ୍ । ଏହା ଜାଣିଥିଲେ ବି ମୁଁ କିଭ୍ ଛାଡ଼ିବି ନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ସେନା ଅସ୍ତ୍ରତ୍ୟାଗ କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି ଋଷ ।
ୟୁକ୍ରେନର ରାଜଧାନୀ କିଭ ଉପରେ ଋଷ ଆକ୍ରମଣର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଛି । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ସେଠାକାର ପରିସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମାନ କରାଯାଇପାରିବ ।
ଇଣ୍ଟରନେଟରେ ତାଙ୍କ ଫଟୋ ଭାଇରାଲ ହେବା ପରେ କିରା ଏକ ସାକ୍ଷାତକାରରେ କହିଛନ୍ତି, 'ମୁଁ କେବେ ଭାବି ନଥିଲି ମୋତେ ଦିନେ ଅସ୍ତ୍ର ଉଠାଇବାକୁ ପଡିବ । ଆମେ ଓ ଋଷୀୟ ସୈନିକ ଅସ୍ତ୍ରଶସ୍ତ୍ର ଉଠାଇବା ଭିତରେ ଅନେକ ତଫାତ୍ ରହିଛି ।
ପୁଲ୍ୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନା କର୍ମଚାରୀମାନେ ପାକିସ୍ତାନର ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ୍ କରିଥିଲେ। ସେଠାରେ ନିର୍ମିତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲେ। ଆଜି ଦେଶ ସେହି ସୌର୍ଯ୍ୟକୁ ସ୍ମରଣ କରି ନିଜକୁ ପୁଣି ଥରେ ଗର୍ବିତ ମନେକରିଛି।
ସାହାଯ୍ୟ ମାଗିବା ପାଇଁ ଋଷ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଏତିକି ବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ। ଯୁଦ୍ଧ ବ୍ୟସ୍ତତା ଭିତରେ ଇମ୍ରାନଙ୍କୁ ସାକ୍ଷାତ କରିଥିଲେ ବି ଆଲୋଚନା କରି ପାରି ନଥିଲେ ପୁଟିନ୍। ଶେଷରେ ସବୁ ଇଛା ଫସର ଫାଟିଗଲା।
ଜଣେ ବାହାଦୂର ସୈନିକଙ୍କୁ ହରାଇ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ନିଜ ଫେସବୁକ୍ ପେଜରେ ଏସମ୍ପର୍କରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି । ଋଷୀୟ ସେନାଙ୍କୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜକୁ ଉଡ଼ାଇବା ଏବଂ ତେଣୁ ବାଟାଲିୟନ ଏହି ନିଷ୍ପତ୍ତି ନେଇଥିଲା
ୟୁକ୍ରେନ୍ରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି।