ଆମ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କରୋନା ସମୟରେ ୱାର୍କ ଫ୍ରମ ହୋମ ଯୋଗେ ଅଫିସ କାର୍ଯ୍ୟ ପୁରା କରୁଛନ୍ତି । ଘରେ ବସି ବସି କମ୍ପ୍ୟୁଟର ଆଗରେ ଅଫିସ କାମ କରୁଥିବା କାରଣରୁ ଓଜନ ବୃଦ୍ଧି ହେଉଛି । ଯେଉଁ କାରଣରୁ ବିଭିନ ଶାରୀରିକ ସମସ୍ୟା ମଧ୍ୟ ଦେଖା ଯାଉଛି ।
ବିହାରର ବିଭିନ୍ନ ଜେଲରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ହେତୁ ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିହାର ପୋଲିସ ଏବଂ ଅବକାରୀ ବିଭାଗକୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି ।
ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୪୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୬୭୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୪,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି
। ପାଶ୍ଚାତ୍ୟ ଦେଶ ଗୁଡିକର ଚାପ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ନ୍ୟୁକ୍ଲିଆର୍ ଫୋର୍ସକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ଡକାଯାଇଛି। ପ୍ରାୟ ୪୦ ବର୍ଷ ପରେ ନିରାପତ୍ତା ପରିଷଦର ଏପରି ଜରୁରୀ ବୈଠକ ଡକାଯାଇଛି।
ଋଷିଆ ସାରା ବିଶ୍ୱରେ ରାଜ୍ କରିବ । ବଞ୍ଜର ଭୂମିରେ ପରିଣତ ହୋଇଯିବ ୟୁରୋପ୍ । ଋଷିଆକୁ ଚାହିଁଲେ ବି କେହି ଅଟକାଇ ପାରିବେ ନାହିଁ । ସବୁକିଛି ବରଫ ପରି ତରଳି ଯିବ ।
କଲରାରେ ଅଧିକ ଲୌହ ଭିଟାମିନ ଏବଂ ଅନେକ ଔଷଧୀୟ ଗୁଣ ଭରି ରହିଛି । ମଧ୍ୟମେହ ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । ଜଳବାୟୁ ସାଧାରଣତଃ ଶୀତଦିନ ବ୍ୟତୀତ ଅନ୍ୟ ସମସ୍ତ ସମୟ ଯଥା ଖରାଦିନେ ଏବଂ ବର୍ଷାଦିନେ କଲରା ଚାଷ କରାଯାଇପାରିବ ।
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ମହାଯୁଦ୍ଧ। ୟୁକ୍ରେନ ଉପରେ ଜବରଦସ୍ତ ଆଟାକ୍ ପାଇଁ ମାତ୍ର ଗୋଟିଏ ଦିନରେ ପୁଟିନ୍ ଖର୍ଚ୍ଚ କରୁଛନ୍ତି ଏତିକି ଲକ୍ଷ କୋଟି ଟଙ୍କା…ଏତେ ପରିମାଣ ଟଙ୍କାରେ ପୂରା ବିଶ୍ୱ…
ପାକିସ୍ତାନ ସେନାରେ ପ୍ରଥମ ଥର ପାଇଁ ଦୁଇଜଣ ହିନ୍ଦୁ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ହୋଇଛି ।
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ଋଷିଆକୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଅନେକ ରାଜ୍ୟ ଋଷିଆ ନିର୍ମିତ ଭୋଡକା(ପ୍ରଖ୍ୟାତ ରୁଷୀୟ ମଦ)କୁ ବୟକଟ୍ କରିବା ଆରମ୍ଭ କରିଛନ୍ତି ।
ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ଵର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରିଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆ ମହାଦେଶରୁ ହୋଇଛି । ବର୍ତ୍ତମାନ ଗୋଲାପ ଲଗାଇବା ପାଇଁ ଉପଯୁକ୍ତ ସମୟ । ଜଳସେଚନର ସୁବିଧା ଥିଲେ,ଏହା ସବୁ ସମୟରେ ଲଗାଯାଇପାରିବ । ତେବେ ଆଜି ଜାଣିବା ଗୋଲାପ ଚାଷ କିପରି କରାଯାଏ ।
ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ଼ ଯୋଜନା କରିଛନ୍ତି ଭାରତ ସରକାର । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ହେବ ଆହୁରି ତ୍ୱରାନିତ କରାଯିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀ ଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରଷିଆ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା ହେବ ।
ଛତୁ ଚାଷ ଏମିତି ଏକ ଅର୍ଗାନିକ ଚାଷ ଯାହାକୁ ଆପଣ ନିର୍ଭୟରେ କରିପାରିବେ । ଆଜି ଆମେ ଜାଣିବା କେମିତି ଅର୍ଗାନିକ ଉପାୟରେ ଆପଣ କିଭଳି ଛତୁ ଚାଷ କରିପାରିବେ । ଏଥିପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ମାତ୍ର ୭ ହଜାର ଟଙ୍କାରେ ଆପଣ ଛତୁ ଚାଷ କରି ଭଲ ଲାଭବାନ ହୋଇପାରିବେ ।
କ୍ଷତିପୂରଣକୁ ଆଠ ଗୁଣ ବୃଦ୍ଧି କରାଯାଇ ୨ ଲକ୍ଷ ଟଙ୍କା କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ର ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ପୋଲାଣ୍ଡ ପଳାୟନ କରୁଥିବା ବେଳେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଫତେହାବାଦର ବାସିନ୍ଦା । ମାଡ଼ପିଟରେ ଜଣେ ଛାତ୍ରଙ୍କ ହାତ ଭାଙ୍ଗି ଯାଇଛି ।
ଆପଣ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଚାକିରି କରିବାକୁ ଚାହୁଁଛନ୍ତି କି । FSSAI ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଖାଲିପଡିଛି ବହୁ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।
ପଞ୍ଚମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷିଆର ଆକ୍ରମଣ। ତେବେ ଏହା ପୂର୍ବରୁ ଶାନ୍ତି କଥାବାର୍ତ୍ତା ପାଇଁ ସମ୍ମତି ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି।
ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ଋଷିଆ ଧମକ ଦେଇଛି। ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୮ ତାରିଖ, ସୋମବାର, କୁମ୍ଭ୧୬ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ତ୍ରୟୋଦଶୀତିଥି, ଶ୍ରବଣା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
ମହାଶକ୍ତି ଋଷିଆର ସାମ୍ନା କରିବାକୁ ୟୁକ୍ରେନ ପାଖରେ ସାମର୍ଥ୍ୟ ନାହିଁ, ତେବେ ଦେଶକୁ ବାହ୍ୟଶତ୍ରୁ କବଳରୁ ରକ୍ଷା ଲାଗି ଅସ୍ତ୍ର ଉଠାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନ୍ସିକ ।
ୟୁକ୍ରେନ ଆକାଶରେ ବିଜୁଳି ଗର୍ଜୁନି, ଗର୍ଜୁଛି ଲଢ଼ୁଆ ବିମାନ, ଗୁଳି ଗୋଳା ଓ ମିଜାଇଲ୍ ରାସ୍ତାରେ ଗାଡ଼ି ଚାଲୁନି, ଚାଲିଛି ମୁହାଁମୁହିଁ ଗନ୍ଫାଇଟ୍ । ପୁଟିନଙ୍କ ସଦ୍ୟ ନିର୍ଦ୍ଦେଶ ପରେ ଋଷୀୟ ସେନା ଚତୁର୍ଥ ଦିନରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ, ୟୁକ୍ରେନ ଆର୍ମି ବି ଦେଉଛି କଡ଼ା ଟକ୍କର୍ ।
ଋଷିଆର ଭୟଙ୍କର ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ ବି, ମୁହଁରେ ଆଘାତ ଲାଗିଛି । ଆଉ ଏଥିପାଇଁ ନିଜ ଭାଷାରେ ସେ ଭିଡିଓଟିଏ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିଛି ।
ଜଣେ ବ୍ୟକ୍ତିଙ୍କ ଜୀବନରେ ଅର୍ଥ ଏବଂ ସମ୍ମାନ ହେଉଛି ମୁଖ୍ୟ ଲକ୍ଷ୍ୟ । ଜୌତିଷ ଶାସ୍ତ୍ର ଅନୁସାରେ ଯଦି ସୂର୍ଯ୍ୟଙ୍କ କୋପ ଦୃଷ୍ଟି ଭଲ ରୁହେ, ତେବେ ବ୍ୟକ୍ତିର ଜୀବନରେ ସୃଜନଶୀଳ ପ୍ରବୃତ୍ତି ଥାଏ । ହସ୍ତରେଖା ବିଜ୍ଞାନ ଅନୁଯାୟୀ ଯଦି ଆଙ୍ଗୁଠି ଛୋଟ, ତେବେ ଏହିପରି ଲୋକଙ୍କୁ ବହୁତ ସମ୍ମାନ ମିଳିଥାଏ । ଅର୍ଥର ସମସ୍ୟା ସାରା ଜୀବନ ପାଇଁ ରହିଥାଏ ।
କଟକ ଜିଲ୍ଲା ନିଆଳୀ ବ୍ଲକ ସଡାଂଷ ପଞ୍ଚାୟତ ସୁନିନ୍ଦା ଦଣ୍ଡା ସାହିର ସଂଗ୍ରାମ ଜିତ ହାତୀ । ନିଜସ୍ୱ ଉଦ୍ୟମରେ କୁକୁଡା, ମାଛ ଓ କଦଳୀ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୧ ଏକର ଜମିରେ ସେ କୁକୁଡା, ମାଛ ଓ କଦଳୀ ଚାଷ କରି ମାସକୁ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।