ୟୁପି ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଯୋଗୀ ଓ ମୋଦିଙ୍କ ପୋଷ୍ଟର ସାଙ୍ଗକୁ ହୋର୍ଡିଂ ଛାଇଯାଇଛି।
ୟୁପିରେ ସରକାର ଗଠନକୁ ନେଇ ଲକ୍ନୌାହରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଚାଲିଛି। ଯୋଗୀ କ୍ୟାବିନେଟ୍ରେ କେଉଁ ଚେହେରାକୁ ଅନ୍ତର୍ଭୁକ୍ତ କରାଯିବ, ତାହା କେବଳ ବିଜେପି ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ନିଷ୍ପତ୍ତି ନିଆଯିବ।