• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pranayam

Ram is not just a word; It is a mantra, it is a pranayama
Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‘‍ଇଡା’ ଓ ‘ପିଙ୍ଗଳା’ ନାଡି ସହିତ ସଂଯୁକ୍ତ। ଏହା ମାନବକୁ କରିଦିଏ ମହାମାନବ।

What is the benefit of bhramari pranayama
ଚାପ, କ୍ରୋଧ ଏବଂ ଚିନ୍ତା ଦୂର କରିବ ଭ୍ରାମରୀ ପ୍ରାଣାୟାମ

ଭ୍ରାମରୀ ପ୍ରାଣାୟାମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଶ୍ୱାସକୁ ସ୍ଥିର ରଖିବାବେଳେ ମନକୁ ଶାନ୍ତ ରଖିବାରେ ଏହି ପ୍ରାଣାୟାମ ବହୁତ ଉପକାରୀ। ଏହାକୁ ଅଭ୍ୟାସ କରିବାର ଦ୍ୱାରା ସୁଖ ନିଦ୍ରା ମଧ୍ୟ ହୋଇଥାଏ। ଏହି ପ୍ରାଣାୟାମ ଚାପ, କ୍ରୋଧ ଏବଂ ଚିନ୍ତା ମଧ୍ୟ ଦୂର କରେ। ଆସନ୍ତୁ ଜାଣିବା ଏହାର ପଦ୍ଧତି।