/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667636150.jpg)
Train Fire Mishap
ମୁମ୍ବାଇରୁ ପଶ୍ଚିମବଙ୍ଗକୁ ଯାଉଥିବା ସାଲିମାର ଏକ୍ସପ୍ରେସରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ପାର୍ସଲ ପୋଡି ନଷ୍ଟ । ନାସିକ ନିକଟରେ ଇଞ୍ଜିନରେ ନିଆଁ ଲାଗିବା ପରେ ଏହା ପଛକୁ ଲାଗିଥିବା ପାର୍ସଲ ବଗିରେ ନିଆଁ ଲାଗିଯାଇଥିଲା । ସଙ୍ଗେ ସଙ୍ଗେ ଟ୍ରେନକୁ ଅଟକାଯାଇ ସେଥିରୁ ପାସେଞ୍ଜର ବଗିକୁ ଅଲଗା କରାଯାଇଥିଲା । ଏହାପରେ ପାସେଞ୍ଜର ମାନଙ୍କୁ ଟ୍ରେନ ବାହାରକୁ ଅଣାଯାଇଥିଲା । ପ୍ରାୟ ୪୫ ମିନଟର କସରତ ପରେ ନିଆଁ ଆୟତ୍ତ ହୋଇଥିଲା । ସୌଭାଗ୍ୟ ବସତଃ ଏଥିରେ କେହି କ୍ଷତାକ୍ତ ହୋଇନାହାଁନ୍ତି ବୋଲି କେନ୍ଦ୍ରୀୟ ରେଳବାଇ ସୂଚନା ଦେଇଛି । ନିଆଁ ଆୟତ୍ତ ହେବା ପରେ ନୂଆ ଇଞ୍ଜିନ ଲଗାଯାଇଥିଲା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।
Maharashtra | The luggage compartment/Parcel van which was next to the engine has been detached from the train & soon the train will restart safely. The reason for the fire is not yet established: Shivaji M Sutar, Chief Public Relations Officer, Central Railway, Mumbai pic.twitter.com/Yf505MMuY1
— ANI (@ANI) November 5, 2022
Fire breaks out in a parcel van of Mumbai-bound #ShalimarExpress at #Nashik Road station . pic.twitter.com/ZhY077iThv
— Suresh Kumar (@journsuresh) November 5, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)