ଜଣେ ବ୍ୟକ୍ତି ସେହିଭଳି ସ୍ଥାନକୁ ଯିବା କ’ଣ ଦରକାର, ଯେଉଁଠି ଆମେ ଜାଣୁଛନ୍ତି ଯେ ସେଠାରେ ବିପଦ ନିଶ୍ଚୟ । ଏବେ ଆପଣ ସେହି ଭିଡିଓ ବିଷୟରେ ଭାବୁଥିବେ ? କ’ଣ ରହିଛି ସେହି ଭିଡିଓରେ ?
ବାହାଘରକୁ ଥିଲା ୭ ଦିନ। ସ୍କୁବା ଡ୍ରାଇଭରଙ୍କୁ ଖାଇଦେଲା ସାର୍କ...ପାଲିଙ୍କି ଉଠିଲାନି କିନ୍ତୁ କୋକେଇ ଉଠିଲା...ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...