ରାଞ୍ଚିରେ ବି ବସିଥିଲା ସିମବକ୍ସ ସେଟ୍ଅପ୍ । ଭଡ଼ାଘରୁ ୫ଟି ସିମବକ୍ସ ଠାବ କଲା ଓଡ଼ିଶା ପୋଲିସ ।
କଟକ ଭୁବନେଶ୍ୱର ପରେ ଝାଡ଼ଖଣ୍ଡ ରାଞ୍ଚିରୁ ମିଳିଲା ସିମବକ୍ସ । ସିମ୍ ବକ୍ସର ଚେର ଖୋଜି ଖୋଜି ରାଞ୍ଚିରେ ପହଞ୍ଚିଛି କମିଶନରେଟ୍ ପୋଲିସ୍ ।
ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ... ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଗତ ୩ ଦିନର ଖୋଳତାଡ଼ ଭିତରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଉ ଆଜି ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ଲିଙ୍କ୍ ।
ସିମ୍ ବକ୍ସ ଚେର, ଲମ୍ବିଛି ଭୁବନେଶ୍ବରରୁ କଟକ। କେଶୁରା ସିମବକ୍ସ ମାମଲାରେ ରିମାଣ୍ଡରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳକୁ ନେଇ ଆଜି କଟକ ମଧୁପାଟଣାର ଏକ ଭଡ଼ାଘରୁ ୫ଟି ସିମବକ୍ସ ଜବତ କରିଛି କମିଶନରେଟ୍ ପୋଲିସ।
ସିମ୍ ବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା। ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୋଲିସ।
ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ସିମ୍ ବକ୍ସ ଠାବ ହୋଇଛି ।
ରାଜଧାନୀରେ ସିମବକ୍ସ ହଇଚଇ। ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।
ରାଜଧାନୀରେ ସିମବକ୍ସ ହଇଚଇ । ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।
ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ଖୁଲାସା। ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସିବାକୁ ଏହି ସିମ ବକ୍ସର ବ୍ୟବହାର ହେଉଥିଲା।
ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ୭ଟି ସିମ୍ବକ୍ସ ଠାବ କରାଯାଇଛି।
ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ । ଫେକ୍ ଫୋନ୍ କଲ୍ ଆଉ ମେସେଜ୍ ଜରିଆରେ ନୀରିହଙ୍କୁ ଚୁନା ଲଗାଉଥିବା ଦୁର୍ବୃତ୍ତଙ୍କ ମୁଖା ଖୋଲିଲା କ୍ରାଇମବ୍ରାଞ୍ଚ । ଯେଉଁମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୁଲାଉଥିଲେ କଳାକନା ।
ଠକମାନେ ଚତୁରତାର ସହ ଖୁଣ୍ଟା ଜଙ୍ଗଲରେ ଏହି ସିମ୍ବକ୍ସ ବ୍ୟବହାର କରୁଥିଲେ। KYC ଓ ସିମ୍କାର୍ଡର ବ୍ଲକ୍ ମେସେଜ ପଠାଇ ସେମାନେ ଲୋକଙ୍କୁ ଠକୁଥିଲେ।
ସିମ୍ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍ର କ୍ରାଇମବ୍ରାଞ୍ଚ ପର୍ଦ୍ଦାଫାସ କରିଛି।