/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680071748.jpg)
Jayanarayan Mishra
ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ବର୍ଷିଲେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ହତ୍ୟାକାଣ୍ଡକୁ ୨ ମାସ ପୂରିଲା, କିନ୍ତୁ କାରଣ ସାମ୍ନାକୁ ଆସିଲାନି କହିଲେ ଜୟ । ଏଥିରୁ ଓଡ଼ିଶା ପୋଲିସର ପାରିବା ପଣିଆ ଜଣାପଡ଼ିଯାଇଛି । ବିଧାନସଭା ସରିଗଲେ ଏଘଟଣାକୁ ଅନ୍ୟ ଘଟଣା ଭଳି ଚପାଇ ଦେବେ । ଏହି ଘଟଣାରେ ତଦନ୍ତର କୌଣସି ସମୟ ସୀମା ନାହିଁ କହି ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ । ଗୃହରେ ବାରମ୍ବାର ଆଲୋଚନା ପରେ ବି ନିର୍ଯ୍ୟାସ ବାହାରୁନି । ତେବେ ଏହି ଗୃହର ଆବଶ୍ୟକତା କଣ ରହିଛି ବୋଲି ପ୍ରଶ୍ନ କଲେ । ଯେହେତୁ ବଡ଼ ଲୋକଙ୍କ ସମ୍ପୃକ୍ତି ଅଛି, ତେଣୁ ସରକାର ତଦନ୍ତ କରୁ ନାହାନ୍ତି କହିଲେ ଜୟ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)