କେନ୍ଦୁଝର ଜିଲ୍ଲାର ଜଣେ ସାଧାରଣ ଶିକ୍ଷକର ପୁଅ, ପରବର୍ତ୍ତୀ ସମୟରେ ପାଲଟିଗଲା ବିଜେଡିର ପ୍ରଭାବଶାଳୀ ନେତା ଓ ଫାଇନାନ୍ସର। ତୃତୀୟ ମହଲା ସହ ଥିଲା କନେକ୍ସନ୍। ଜିଲ୍ଲାପାଳ ଓ ଏସପି ଥିଲେ ପକେଟରେ। ଭୃତ୍ୟ ପରି ପରି ଏମାନେ ତା ପାଦ ଚାଟୁଥିଲେ। ପ୍ରଭାବ ଏତେ ବଢ଼ି ଯାଇଥିଲା ଯେ, ଯାହା ଚାହୁଁଥିଲା କରୁଥିଲା। ପଢ଼ନ୍ତୁ ରାଜା ସାମ୍ରାଜ୍ୟର ସଂପୂର୍ଣ୍ଣ ଇତିହାସ।
ଖୋଲିବ ସମବାୟ ଦୁର୍ନୀତି ପେଡି ! ବନ୍ଧା ହେବେ ଅଧିକାରୀ ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ଗତକାଲି ବିଧାନସଭାରେ ଆସିଛି ଅଖିତରାଟି ଦେଲା ଭଳି ତଥ୍ୟ।
ବିଜେଡି ସରକାରରେ ଅଣଦେଖାର ଶିକାର ହେଉଥିଲେ କି ଯୁବ ଓଡ଼ିଆ ଉଦ୍ୟୋଗୀ ? ଓଡ଼ିଆ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ବଦଳରେ ଅଣ-ଓଡିଆ MNCକୁ ପୂର୍ବ ସରକାର ଦେଖାଉଥିଲେ କି ଅହେତୁକ ଅନୁକମ୍ପା ?
୨୪ ବର୍ଷ ଶାସନ ପରେ ବି କାହିଁକି ମାଗଣା ଯୋଜନା ଭରସାରେ ବିଜେଡି ? ପିଡିଏସ୍ ହିତାଧିକାରୀଙ୍କୁ ହଜାରେ ଟଙ୍କା ଭଳି ୪ ଦିନରେ ୫ ବଡ଼ ଫ୍ରି ଘୋଷଣା...ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଲାଞ୍ଚ କହି ବର୍ଷିଲେ ବିରୋଧୀ...
ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।