/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684684914.jpg)
Vande Bharat Express
ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି । ରେଳବାଇ ପକ୍ଷରୁ ବନ୍ଦେ ଭାରତର ମରାମତି କରାଯାଇ ଡିଜେଲ ଇଞ୍ଜିନ ଲଗାଯାଇଥିଲା । ଫଳରେ ଡିଜେଲ ଇଞ୍ଜିନ୍ ଜରିଆରେ ବନ୍ଦେ ଭାରତ ଏକ୍ସପ୍ରେସ୍ ତା’ର ଯାତ୍ରା ଆରମ୍ଭ କରିଛି ।
Advertisment
ସୂଚନା ଥାଉ କି ଅପରାହ୍ଣ ୪ଟା ୩୫ରୁ ବନ୍ଦେ ଭାରତ ଟ୍ରେନ୍ ଅଟକି ରହିଥିଲା । ଯାଜପୁର ବୈତରଣୀ ରୋଡ୍ ନିକଟରେ ବନ୍ଦେ ଭାରତ ଟ୍ରେନ୍ ଅଟକିରହିଥିବା ବେଳେ କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଥିଲା । ଫଳରେ ଏନେଇ ସୂଚନା ପାଇବା ପରେ ଯାତ୍ରା ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲା ରେଳବାଇ ।
ଇଞ୍ଜିନରୁ ବିଦ୍ୟୁତ୍ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଥିବାରୁ ବନ୍ଦେ ଭାରତ ଅଟକି ରହିଥିବା ଜଣାପଡ଼ିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)