ଗତକାଲି ଗୋଟିଏ ଦିନରେ ୫୫୦ଟଙ୍କା ବୃଦ୍ଧି...ଯୁଦ୍ଧ ଯୋଗୁଁ ମାର୍କେଟରେ ଅନିଶ୍ଚିତତା
ଯୁଆଡେ ଅନେଇବ ସବୁ ଆଡ଼େ ମାଳ ମାଳ ହାତୀ । ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ହାତୀପଲ ।
ଦିନକୁ ଦିନ ବ୍ରହ୍ମପୁର ମହାନଗରର କଳେବର ବଢୁଛି। ବିଭିନ୍ନ ସ୍ଥାନରେ ଲୋକଙ୍କଲାଗି ସୁନ୍ଦର ପାର୍କ ନିର୍ମାଣ ବି ହେଉଛି। ହେଲେ ଲୋକେ କିନ୍ତୁ ଏହାର ଫାଇଦା ପାଉନଥିବା ଦେଖିବାକୁ ମିଳିଛି।
ନନ ଲିନିୟର ଜଙ୍କସନ ଡିଟେକ୍ଟର-NLJD ଧରା ପକାଇଦେବ, ମୋବାଇଲ ବନ୍ଦ ଥିଲେ ବି ମେସିନରେ ଧରାପଡିଯିବ
ବ୍ୟାଙ୍କରେ ଚିରାଫଟା ନୋଟ୍ ବଦଳାଇ ନହେବାରୁ ଉଡ଼ାଇଲେ
ଶିଶୁ କନ୍ୟା ସନ୍ତାନ ଦିବସରେ ବି ଅଲୋଡ଼ା । ଟମକା ଚମ୍ପାଝରରେ ଶିଶୁକନ୍ୟାକୁ ମାଆ ଗଳା ଚିପି ହତ୍ୟା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ମୁକ୍ତିଢିପାରେ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ସେପଟେ ପୁଣି ଝିଅ ହେବାରୁ ଚାନ୍ଦବାଲି ମେଡିକାଲରେ ପତ୍ନୀ ଓ କନ୍ୟାକୁ ଛାଡ଼ି ବାପା ଛୁ ।
ବିଜେଡ଼ି ଫୋକସରେ ନୂଆ ଭୋଟର୍। କ୍ୟାମ୍ପସକୁ ଦଳ ଦେଇଛି ଗୁରୁତ୍ୱ । ଉଚ୍ଚ ଶିକ୍ଷା ବିଭାଗ ଏବେ କ୍ୟାମ୍ପସରେ ମାରିବ ସରକାରୀ ମେଧା ବୃତ୍ତି ବ୍ୟାନର। ତେବେ ସରକାର ହଠାତ୍ କାହିଁକି ଏଭଳି ନିଷ୍ପତି ନେଲେ, ତାକୁ ନେଇ ତେଜିଛି ରାଜନୀତି। ବିରୋଧୀ କହିଛନ୍ତି, କେବଳ ନୂଆ ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ସରକାରୀ ଦଳର ଏହି ପ୍ରୟାସ।
କଲେଜ ପିଲା ଶୁଣିବେ 'ହକି'ର ଗାଥା…ପ୍ରତି ସୋମବାର ପିଲାଙ୍କୁ କଲେଜରେ ଏକାଠି କରି ବାର୍ତ୍ତା ଦିଆଯିବ…ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି
ନୋଟାରୀରେ ବିବାହକୁ ନେଇ ହାଇକୋର୍ଟଙ୍କ ଉଦବେଗ । ଆଇନ ବହିର୍ଭୁତ କାର୍ଯ୍ୟ ହେଉଥିବା ଅନୁଭବ କରିଛନ୍ତି ହାଇକୋର୍ଟ
ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ । ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ଯୁଦ୍ଧ ଯୋଗୁ କେହି ଘରୁ ବାହାରୁନାହାନ୍ତି । ଯୁଦ୍ଧ ସାଇରନ ବାଜିଲେ ବଙ୍କର ଭିତରକୁ ଯାଉଛନ୍ତି ଲୋକେ ।
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୧ ତାରିଖ ବୁଧବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ଜମିଜମା ବିବାଦକୁ ନେଇ ହୋଟେଲ ମାଲିକଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ପରେ ଛୁରାମାଡ଼। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ କିଛି ସମୟ ପାଇଁ ହସ୍ପିଟାଲ୍ ପରିସର ରଣକ୍ଷେତ୍ର ପାଲଟି ଥିଲା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଥମିବାର ନା ଧରୁନି। ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ବଢିବାରୁ ହାଟ ଖୋଲିପାରୁନି । ଦେଖନ୍ତୁ ଉଦଘାଟନ ପରେ କେମିତି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ହାଟ ।
ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଏତେ ସମୟ ଧରି ଶୁଣୁଥିଲେ ଚାଞ୍ଚଲ୍ୟକର ବୟାନ। ଆଉ ଏବେ ଆମେ ଦେଖାଉଛୁ, ସେହି ଦେହ ସୌଦାର କଳା କାହାଣୀ।
ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ ।
ଚଳିତବର୍ଷ ଖରିଫ୍ ଋତୁରେ ଜଗତସିଂହପୁର ଜିଲ୍ଳାରେ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଶହ ଶହ ହେକ୍ଟର ଚାଷଜମିରେ ପାଣି ଜମି ଫସଲ ହାନି ହୋଇଥିଲା ।
ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏମିତିକି ମାନସିକ ଅସୁସ୍ଥତା ଯୋଗୁଁ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି।
ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି । ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍। ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଘନେଇଲା ବିବାଦ ।
ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍ ନୁହଁ। ନୀତି ସବ୍ କମିଟି ବୈଠକ ପରେ ଗତକାଲି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଭକ୍ତ ମହଲରେ ବହୁ ଚର୍ଚ୍ଚା, ଆଲୋଚନା ।
ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା ।
ଆଜିର ଡିଜିଟାଲ୍ ଦୁନିଆରେ ଡାକସେବା ମଧ୍ୟ ପଛରେ ପଡିନି। ଆଧୁନିକତାର ଢାଞ୍ଚାରେ ଅନେକ ଆଗକୁ ଯାଇଛି। ସରକାର ଜନମଙ୍ଗଳ ପାଇଁ ଯୋଗାଇଦେଉଥିବା ସମସ୍ତ ଯୋଜନା ଡିଜିଟାଲ୍ରେ ଚାଲିଛି। ହେଲେ ଦୁର୍ଗମ ଅଞ୍ଚଳରେ ଏହି ସବୁ ସେବା କିଭଳି ଚାଲିଛି ତା’ର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।
ଆଜି ବିଶ୍ୱ ପାଳୁଛି ‘ଆନ୍ତର୍ଜାତୀୟ ବାସହୀନ ଦିବସ’ l ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ଚାଲିଗଲାଣି। ଅନେକ ସରକାର ଆସିଛନ୍ତି ଆଉ ଯାଇଛନ୍ତି। ବାସହୀନ ଲୋକଙ୍କ ପାଇଁ ଅନେକ ଯୋଜନା ମଧ୍ୟ ହୋଇଛି। କିନ୍ତୁ ଘଟଣା ‘ଯୋଉ ତିମିରେକୁ ସେହି ତିମିରେ’।
ମୁମ୍ବାଇର ଏକ ସ୍ୱେଚ୍ଛାସେବୀ ସଂଗଠନ ଯାମିନୀଙ୍କଠୁ ଠିକଣା ଖୋଜି ତାଙ୍କୁ ଗାଁରେ ପହଞ୍ଚାଇଛନ୍ତି । ଯଦିଓ ଅସୁସ୍ଥତା କାରଣରୁ ଯାମିନୀ କଥାବାର୍ତ୍ତା କରିପାରୁ ନାହାନ୍ତି, କିନ୍ତୁ ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି ।
ଆଜି ସକାଳେ ସୋସିଆଲ୍ ମିଡିଆରେ ନୂଆ ଭିଡ଼ିଓ ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଚରିତ୍ର ସଂହାର କରିବା ମୋ ଉଦ୍ଦେଶ୍ୟ ନୁହେଁ ବୋଲି ଅନୁଭବ କହିବା ସହ କୋର୍ଟଙ୍କ ଐତିହାସିକ ରାୟକୁ ଆମେ ଚ୍ୟାଲେଞ୍ଜ କରିବୁ ବୋଲି ସେ କହିଛନ୍ତି ।