ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରକାଶ କରିଛି କୋଶ୍ଚିନ ବ୍ୟାଙ୍କ।
ଟ୍ରଲିରେ ବୁହା ହେଲା ଶବ। ଆମ୍ବୁଲାନ୍ସ ସେବା କିମ୍ବା ମହାପ୍ରୟାଣ ସେବା ସବୁ କିଛି କେବଳ ପ୍ରହସନ ସାଜିଥିବା ମୃତକଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।
ସିକ୍କିମ୍ ବନ୍ୟାରେ ସହିଦ ସରୋଜ ଦାସଙ୍କ ମରଶରୀର ପହଞ୍ଚିଲା
ବିଜୟଙ୍କ ବୟସକୁ ନେଇ ସୋମାଲିକା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ବିଜୟଶଙ୍କର କ’ଣ ବୟସ ବଢୁନି ? ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା। ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି।
ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ହବ୍ କହି ଫୁଟାଣି ମାରୁଛନ୍ତି ରାଜ୍ୟ ସରକାର। ତେଣେ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ଓ ଖାଲି ପଡ଼ିଛି ୨୪ ହଜାର ଇଞ୍ଜିନିୟରିଂ ସିଟ୍।
ବିଜୟଙ୍କ ବୟସକୁ ନେଇ କଟାକ୍ଷ କଲେ ପ୍ରେମିକା ସୋମାଲିକା...
ଘାତ ଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୫.୧୭ ପର୍ଯ୍ୟନ୍ତ ଘାତ ବାର- ବୃଷ,ସିଂହ ଓ କନ୍ୟା
ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ସାଜିଲା ଝିଅ। ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ବଡ଼ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି।
ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଥିବା ଢେଙ୍କାନାଳର ସରୋଜ ଦାସଙ୍କ ପାର୍ଥିବ ଶରୀର ଆଜି ଓଡ଼ିଶା ଆସିବ।
ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକ୍କିମ ବୁଲିବାକୁ ଯାଇଥିଲେ ଯୁବକ ଜଣକ।
ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାସ୍ତାରେ ଚାଲିଲେ ୨ ମହିଳା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍। ହେଲେ ବିବାଦରୁ ନୁହେଁ। ଡିଏନ୍ଏ ରିପୋର୍ଟ ଧୋଇଲା ଶିଶୁବଦଳ କଳଙ୍କ । ହେଲେ ଧୋଇପାରିଲାନି ବିବାଦ । ପୁଣି ମୁହାଁମୁହିଁ ହସପିଟାଲ୍ କର୍ତ୍ତୃପକ୍ଷ, ଅଭିଯୋଗକାରୀ ପ୍ରାଣକୃଷ୍ଣ ।
ନିମ୍ବପତ୍ରରେ ରହିଛି ବ୍ରେଷ୍ଟ୍ କ୍ୟାନସରର ରାମବାଣ । କ୍ୟାନସର ଷ୍ଟେମ୍ ସେଲକୁ ଚୁଟକିରେ ମାରିଦେବ ନିମ୍ବପତ୍ର ଔଷଧ । ILS ଭୁବନେଶ୍ୱର କରିଛି ଏଭଳି ଚମକପ୍ରଦ ଆବିଷ୍କାର । ନିମ୍ବପତ୍ରରେ ଥିବା ନିମ୍ବୋଲାଇଡର ଏଭଳି ଆଶ୍ଚର୍ଯ୍ୟକାରୀ ଗୁଣ ଥିବା ନେଇ ILS ଭୁବନେଶ୍ୱରର ବଡ଼ ଦାବି
ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ?
ଅକ୍ଟୋବର ୩୧ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶାରୁ ଲୋକସଭା ଲଢ଼ିବାକୁ ଧର୍ମେନ୍ଦ୍ର ଇଚ୍ଛା କରିଥିବା ସୂଚନା ରହିଛି ।
ଦେହ ବ୍ୟବସାୟ ପାଇଁ ମନା କଲେ ବାର ମାଲିକ ଯୁବତୀଙ୍କୁ ମାଡ଼ ମାରୁଛନ୍ତି । ଠିକ୍ ସେମିତି ଜଣେ ଯୁବତୀ ବାର୍ ମାଲିକଙ୍କଠାରୁ ମାଡ଼ ଖାଇବା ପରେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଚିତ୍ତରଂଜନ ବହୁ ହିନ୍ଦି ସିରିଏଲ,ଫିଲ୍ମ, ୱେବ ସିରିଜରେ ଅଭିନୟ କରିଛନ୍ତି । ନେଟଫ୍ଲିକ୍ସର ସାକ୍ରେଡ ଗେମ୍ର ତ୍ରିବେଦୀ ଚରିତ୍ର ପାଇଁ ସେ ବେଶ ଜଣାଶୁଣା ।
ପୂର୍ବରୁ ରାଜ୍ୟର ୨୧ ଜିଲ୍ଲାରେ ନକ୍ସଲଙ୍କ ପ୍ରଭାବ ଥିବା ବେଳେ ଏବେ ଏହା ୧୦ ଜିଲ୍ଲାରେ ସୀମିତ ରହିଛି ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ଏହାସହ ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟିନାଲ ଲାବୋରେଟରି ଓ ମେଡିକାଲ କଲେଜ ଲାବୋରେଟରୀ ଗୁଡ଼ିକୁ ଅଧିକ ସଶକ୍ତ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ରୋଗୀକୁ ସାଲାଇନ ଦେବା ସମୟରେ ତାକୁ ଏକ ଠେଙ୍ଗାରେ ଝୁଲା ଯାଇଛି ।
ଡାକଘର ଅଛି, ସାଇନ୍ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।
ବୁଢ଼ା ବରଗଛ ଯେବେ ପାଲଟେ ବୃଦ୍ଧଙ୍କ ସାହାରା । ଯାହାକୁ ଦୁଃଖ କଷ୍ଟରେ ଜନ୍ମ ଦେଇଥିଲେ, ଆଜି ତା’ରି ଡ଼ରରେ ଗଛ ତଳେ ଦିନ କାଟୁଛନ୍ତି ।
ଗୋଟେ ଘରେ ସ୍ୱାମୀ, ଆର ଘରେ ପୁଅ । ସ୍ୱାମୀଙ୍କୁ ଲିଭର ସିରୋସିସ୍ ଆଉ ପୁଅ ଜନ୍ମରୁ ଅଟିଜିମ । କେତେ ବେଳେ କାହାକୁ ସମୟ ଦେବେ କାହାର ଚିକିତ୍ସା କରିବେ ଜାଣି ପାରୁ ନାହାନ୍ତି । ସେହି ଅଭାଗିନୀ ମହିଳା ହେଉଛନ୍ତି ଭୁବନେଶ୍ୱର ବିଡିଏ କଲୋନୀ ବାସିନ୍ଦା ପୁଷ୍ପଲତା ମହାନ୍ତି ।