• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୯ମୀ ରାତ୍ରି ୦୧.୧୦ ଗତେ ୧୦ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୦୧ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଛନ ଦାନ ।

ଶୁଭ ସମୟ

ପ୍ରାତଃ- ୦୬.୦୨ ରୁ ୦୬.୪୬

ଦିବା- ୦୮.୪୭ ରୁ ୧୧.୧୦

ସନ୍ଧ୍ୟା- ୦୫.୦୨ ରୁ ୦୬.୪୦

ରାତ୍ରି- ୦୮.୧୭ ରୁ ୦୮.୩୦

ରାତ୍ରି- ୦୯.୨୨ ରୁ ୧୧.୫୮

ରାତ୍ରି- ୦୧.୪୨ ରୁ ୦୩.୨୬

ରାତ୍ରି- ୦୪.୧୮ ରୁ ୦୬.୦୨

ଅଧିକ ପଢ଼ନ୍ତୁ: ବାସ୍ତୁର ଏହି ଦୋଷ ଯୋଗୁଁ ଘରର ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ହୋଇଥାଏ; ଜାଣନ୍ତୁ

ଅଶୁଭ ସମୟ

ରାହୁକାଳ - ଦିବା ୦୨.୧୭ ରୁ ୦୩.୩୯

କାଳବେଳା- ଦିବା ୧୨.୫୪ ରୁ ୦୨.୧୭

ବାରବେଳା- ପ୍ରାତଃ ୦୭.୨୪ ରୁ ୦୮.୪୭

କାଳରାତ୍ରି- ସନ୍ଧ୍ୟା ୦୬.୪୦ ରୁ ୦୮.୧୭