• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lord Jagannath Ratna Bhandar

Puri Srimandir Ratna Bhandar
କେବେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ?

କେବେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ? ରତ୍ନଭଣ୍ଡାର ଖୋଲାଯିବାକୁ ୟା ଭିତରେ ଦେଢ଼ ମାସ ବିତି ସାରିଥିଲେ ବି ଏଥିପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ । 

Puri Srimandir Ratna Bhandar
ଶ୍ରୀମନ୍ଦିରରେ ଅଛି କି ଆଉ ଏକ ଗୁପ୍ତ ରତ୍ନ ଭଣ୍ଡାର ? ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? 

ମୋଗଲ ଆକ୍ରମଣ ବେଳେ ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? ଏ ପ୍ରଶ୍ନର ଉତ୍ତର ଯେ ପର୍ଯ୍ୟନ୍ତ ନ ମିଳିଛି ସେ ଯାଏଁ ଝୁଲି ରହିପାରେ ରତ୍ନଭଣ୍ଡାର ମରାମତି। 

puri Ratna Bhandar
‘ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର’

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର । ଏହାର ସନ୍ଧାନ ପାଇଁ ନନ୍-ପେନିଟ୍ରେଟିଂ ସର୍ଭେ କରିବାକୁ ଯୋଜନା ଅଛି। ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

Ratnabhandar
ରତ୍ନଭଣ୍ଡାର ମରାମତିରେ ବିଳମ୍ବକୁ ନେଇ ପ୍ରଶ୍ନ

ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ। ହେଲେ ଏଯାଏଁ ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା। କାରଣ ଏଥିରେ ବାଧକ ସାଜିଛି, ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ଥିବା ଚର୍ଚ୍ଚା। ଯଦିଓ ଏହା ଜାଣିବାକୁ ଭିତର ଭଣ୍ଡାର ଲେଜର ସ୍କାନିଂ ପାଇଁ ଅଳଙ୍କାର ତଦାରଖ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି। ହେଲେ ସେନେଇ ନିଷ୍ପତ୍ତିରେ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ। 

Ratna Bhandar
ରତ୍ନଭଣ୍ଡାର ରହସ୍ୟ ସହ ଯାଞ୍ଚ ପାଇଁ ହେବ କି ଲେଜର୍ ସ୍କାନିଂ ଓ ଏଣ୍ଡୋସ୍କୋପି ? 

ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ସଂଶୋଧିତ SOP ? ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି ସପକ୍ଷରେ ମତ ରଖିଲେ ବିଶେଷଜ୍ଞ  । ମରାମତି ଆଗରୁ ରତ୍ନ ଗଣତି-ମଣତି ସାରିବାକୁ ସେବାୟତଙ୍କ ଦାବି ।

Ratna Bhandar
ଭଣ୍ଡାର ଘରେ ରହିଛି କି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ?

ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ବତନ୍ତ୍ର ଷ୍ଟ୍ରଙ୍ଗରୁମକୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା।

Puri Srimandir Ratna Bhandar
ବଡ଼ ଖୁଲାସା, ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧ ସାମଗ୍ରୀ !

ମିଳିଲା ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । 

Ratna Bhandar
ଶ୍ରୀମନ୍ଦିର ରତ୍ନଭଣ୍ଡାର: ସନ୍ଦେହ ଘେରରେ ଡୁପ୍ଲିକେଟ୍ ଚାବିର ସତ

ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲାଯାଇଥିଲେ ବି, ବିବାଦ ଥମୁନି । ପଡ଼ିଥିବା ୩ଟି ତାଲାରୁ ଗୋଟିଏ ବି ତଥାକଥିତ ଡୁପ୍ଲିକେଟ୍ ଚାବିରେ ନଖୋଲିବା ଏବଂ ଦୁଇଟି ତାଲାରେ ଜଉମୁଦ ନଥିବାରୁ ଉଠୁଛି ଅନେକ ପ୍ରଶ୍ନ। 

 Ratna Bhandar
କେବେ ଖୋଲିବ ରତ୍ନଭଣ୍ଡାର ? ଆଉ ୩ ଦିନର ଅପେକ୍ଷା; ୯ ତାରିଖରେ ହେବ ସ୍ପଷ୍ଟ...

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା ନବଗଠିତ ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ। ଆଉ ୩ ଦିନର ଅପେକ୍ଷା। ୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର।