• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ରବିବାର,ଚନ୍ଦ୍ର- କର୍କଟ ରାତ୍ରି ୦୯.୧୯ ଗତେ ସିଂହ ତିଥି- ୧୪ଶୀ ନିଶାନ୍ତ ୦୫.୨୨ ଗତେ ଅମାବାସ୍ୟା ,ଘାତଚନ୍ଦ୍ର- ରାତ୍ରି ୦୯.୪୯ ଗତେ କର୍କଟ ଓ ମକର ରାଶିର ,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ-

ପ୍ରାତଃ- ୦୫.୩୪ ରୁ ୦୯.୪୨

ଦିବା- ୦୧.୧୯ ରୁ ୦୧.୫୦

ସନ୍ଧ୍ୟା- ୦୬.୪୪ ରୁ ୦୯.୦୩

ରାତ୍ରି- ୧୨.୦୯ ରୁ ୦୧.୧୩

ରାତ୍ରି- ୦୨.୪୦ ରୁ ୦୩.୧୫

ଅଶୁଭସମୟ-

ରାହୁକାଳ- ଦିବା ୦୪.୨୫ ରୁ ୦୫.୫୮

କାଳବେଳା- ଦିବା ୧୧.୪୬ ରୁ ୦୧.୧୯

ବାରବେଳା- ଦିବା ୧୦.୧୩ ରୁ ୧୧.୪୬

କାଳରାତ୍ରି- ରାତ୍ରି ୦୧.୧୩ ରୁ ୦୨.୪୦

OTV is now on Whatsapp

Join and get latest news update delivered to you via whatsapp

Join Now