ଥଇଥାନ କେନ୍ଦ୍ର ପାଲଟିଥିଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ । ଅନେକ ଅଧିକାରୀଙ୍କୁ ଅବସର ପରେ ଦିଆଯାଇଥିଲା OSD ଭାବେ ନିଯୁକ୍ତି ।