ରାସ୍ତା ଖରାପ ଯୋଗୁଁ ଆସି ପାରିଲାନି ଆମ୍ବୁଲାନ୍ସ । ଦୁନିଆ ଦେଖିବା ଆଗରୁ ମାଆ ପେଟରେ ହିଁ ଚାଲିଗଲା ଛୁଆର ଜୀବନ ।
କୁହାଯାଏ ‘ଆଜିର ଶିଶୁ, କାଲିର ଭବିଷ୍ୟତ’। ତେଣୁ ଏହି ଭବିଷ୍ୟତକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ସେଥିପାଇଁ ପ୍ରତିବର୍ଷ ୭ ନଭେମ୍ବରରେ ‘ଶିଶୁ ସୁରକ୍ଷା ଦିବସ’ ପାଳନ କରାଯାଏ। ନବଜାତ ଶିଶୁର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ଏକମାତ୍ର ଉଦ୍ଦେଶ୍ୟ ସହିତ ଏହି ଦିନ ପାଳନ କରାଯାଏ।
ରାଉରକେଲା: ଭୁଲ୍ ଇଞ୍ଜେକ୍ସନ୍ରୁ ଶିଶୁ ମୃତ୍ୟୁ ଅଭିଯୋଗ। ରାଉରକେଲା ଉଦିତ ନଗର ଥାନା ମାଲଗୋଦାମ ଅଞ୍ଚଳର ସରଜୁ ସାହୁଙ୍କ ୩ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଶିଶୁକନ୍ୟାଟିକୁ ଗତକାଲି ମାଲଗୋଦାମ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଟିକୁ ଟୀକାକରଣ କରାଯାଇଥିଲା। ତେବେ ଇଞ୍ଜେକ୍ସନ୍ ନେବାର ୨/୩ ଘଣ୍ଟା ପରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଇଞ୍ଜେକ୍ସନ୍ ଦେଇଥିବା ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ […]