• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 108 Ambulance

108 Ambulance Service
କେବେ କୋମାରୁ ଫେରିବ ୧୦୮ ଆମ୍ବୁଲାନ୍ସ ସେବା ?

ବାହାରେ ୪୦ ଡିଗ୍ରୀ ଖରା, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭିତରେ ବାତାନୁକୁଳିତ ପରିବେଶ ବଦଳରେ ଅସହ୍ୟ ଗରମ ଓ ଗୁଳୁଗୁଳି। ତାରି ଭିତରେ ଛଟପଟ, ଜୀବନ ପାଇଁ ସଂଘର୍ଷ କରୁଥିବା ଗୁରୁତର ରୋଗୀ। ମାସ ମାସ ଧରି ରାଜ୍ୟରେ ୧୦୮ ଆମ୍ବୁଲାନ୍ସରରେ ଲାଗି ରହିଛି ଅଚଳାବସ୍ଥା।

108 Ambulance Service
108 Ambulance Service in Shambles: କେବେ କୋମାରୁ ଫେରିବ ୧୦୮ ଆମ୍ବୁଲାନ୍ସ ସେବା ? ମରାମତି ଅଭାବରୁ ଅଚଳ ଲାଇଫ୍ ସେଭିଂ ବ୍ୟବସ୍ଥା...

ବାହାରେ ୪୦ ଡିଗ୍ରୀ ଖରା, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭିତରେ ବାତାନୁକୁଳିତ ପରିବେଶ ବଦଳରେ ଅସହ୍ୟ ଗରମ ଓ ଗୁଳୁଗୁଳି। ତାରି ଭିତରେ ଛଟପଟ, ଜୀବନ ପାଇଁ ସଂଘର୍ଷ କରୁଥିବା ଗୁରୁତର ରୋଗୀ। ମାସ ମାସ ଧରି ରାଜ୍ୟରେ ୧୦୮ ଆମ୍ବୁଲାନ୍ସରରେ ଲାଗି ରହିଛି ଅଚଳାବସ୍ଥା।

Ambulance Service Crisis in Odisha
Ambulance Service Crisis in Odisha: ନିଜେ ରୋଗାକ୍ରାନ୍ତ କି ୧୦୮ ଆମ୍ବୁଲାନ୍ସ ସର୍ଭିସ୍ ? କାମ ଦେଉନି ଭେଣ୍ଟିଲେଟର, ଏସି ଅଚଳ...

ରୋଗୀଙ୍କୁ ନୂଆ ଜୀବନ ଦେଉଥିବା ୧୦୮ ଆମ୍ବୁଲାନ୍ସର ଭୟଙ୍କର ଅବସ୍ଥା...ଯାହା ଉପରେ ରୋଗୀ ଆଉ ସଂପର୍କୀୟ ଭରସା କରିବା କଥା...ତା ଉପରେ ଏତେ କ୍ଷୋଭ କାହିଁକି?

108 ambulance workers
ଠିକା ସଂସ୍ଥାର ନିଯୁକ୍ତି ନୀତିକୁ ବିରୋଧ; ନଭେମ୍ବର ୧ରୁ ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା

ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ । ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ କର୍ମଚାରୀ ।

Police Van-108 Ambulance Collision
ପୋଲିସ ଭ୍ୟାନକୁ ପିଟିଲା ୧୦୮ ଆମ୍ବୁଲାନ୍ସ; ହୋମଗାର୍ଡ ମୃତ, ଆଇଆଇସି ଆହତ

ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ । ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ।

Infant dead
ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଭଲ ରାସ୍ତା ନ ଥିବାରୁ ଉଜୁଡ଼ି ଗଲା କୋଳ

ରାସ୍ତା ଖରାପ ଯୋଗୁଁ ଆସି ପାରିଲାନି ଆମ୍ବୁଲାନ୍ସ । ଦୁନିଆ ଦେଖିବା ଆଗରୁ ମାଆ ପେଟରେ ହିଁ ଚାଲିଗଲା ଛୁଆର ଜୀବନ ।

108 Ambulance Driver
ସରକାରଙ୍କ ବଡ଼ ଘୋଷଣା; ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାସିକ ୫ ହଜାର

ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା ହୋଇଛି।

VK Pandian’s
ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ୩୦ ମିନିଟ୍‌ ଫସିଲା ଆମ୍ବୁଲାନ୍ସ...ଅସନ୍ତୋଷ ଝାଡିଲେ ଲୋକେ

୫-ଟି ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍‌ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି । ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍‌?

Ambulance failure
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ମିଳିଲାନି ୧୦୮ ଆମ୍ବୁଲାନ୍ସ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ଆମ୍ବୁଲାନ୍ସ ଟିଏ ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Ambulance
ଜରୁରୀ କାଳୀନ ନମ୍ବରକୁ ଫୋନ୍‌ କରି ହଇରାଣ କରୁଛି କିଏ?

ଜରୁରୀକାଳୀନ ସେବାକୁ ଖେଳ ଭାବୁଛନ୍ତି ଅସାମାଜିକ । ଆମ୍ବୁଲାନ୍ସ ସେବା ଯୋଗାଉଥିବା ୧୦୮ର ଧଜ୍ଜିଆ ଉଡ଼ାଉଛନ୍ତି ଜଣଙ୍କ ପରେ ଜଣେ । ଗୋଟିଏ ପରେ ଗୋଟିଏ ଫେକ୍ କଲ୍ ଆସୁଛି ଦିନ ତମାମ୍ । ଅଭଦ୍ରାମୀର ସୀମା ଲଂଘିଚାଲିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି ।

Fake Call Tension In 108 Ambulance Service
୧୦୮କୁ ଅଶ୍ଲୀଳ କଲ୍‌: ‘କିଏ କହୁଛି ମ୍ୟାଡାମ୍‌ଙ୍କ ନମ୍ବର ଦିଅ’...ଆଉ କିଏ କହୁଛି- ‘କିଛି ହୋଇନି’

ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍‌ କରି ଟେଲି କଲର୍‌ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି। 

Ambulance service Scam
କ୍ୟାମେରା ଲେନ୍ସରେ ଧରାପଡିଲା ୧୦୮ ଆମ୍ବୁଲାନ୍ସ କେଳେଙ୍କାରୀ

ଏବେ ପ୍ରଶ୍ନ କାହିଁକି ଏମିତି ବିନା ରୋଗୀରେ ଦୌଡୁଛନ୍ତି ଏ ଆମ୍ବୁଲାନ୍ସ? ଜଣେ ପୂର୍ବତନ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅଭିଯୋଗ ଅନୁସାରେ,ଏମିତି ରାଜ୍ୟର ଅଧିକାଂଶ ଆମ୍ବୁଲାନ୍ସ ଫେକ୍ କଲ୍ କରାନ୍ତି କାରଣ ଗାଡି ଯେତେ ବାଟ ଗଡିବ ସେତେ ଟଙ୍କା ପାଇବ।