ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ ।
କଂଗ୍ରେସ ଟାର୍ଗେଟ୍ରେ ସରକାର। ପ୍ରେସମିଟ୍ କରି ଦଳ କହିଲା, ଶାସକ ଦଳର ନେତା ଓ ପ୍ରଶାସନ ଏଠି ଏକାଠି ହୋଇ ରହିଛନ୍ତି
ଚାନ୍ଦିପୁର DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍ ନେଇ ବଡ଼ ସୁରାକ ମିଳିଛି। ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ କାରବାରରେ ମୁମ୍ବାଇ ଲିଙ୍କ୍ ମିଳିଛି, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜଣେ ମହିଳା ୪୦ ହଜାର ଟଙ୍କା ମାଗିଥିଲେ।
ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ସହ ପୂର୍ବରୁ ଥିବା ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ଆଜି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି
ଡମ୍ପିଂୟାର୍ଡ ଅଛି। କିନ୍ତୁ ଆାବର୍ଜନା ସଂଗ୍ରହ କରୁଥିବା ଠିକା ସଂସ୍ଥାର କର୍ମଚାରୀ ଡମ୍ପିଂୟାର୍ଡରେ ଅଳିଆ ନ ପକାଇ ରାସ୍ତା ଉପରେ ଫୋପାଡ଼ି ଦେଇ ପଳାଉଛନ୍ତି। ଫଳରେ ଯାତାୟାତ କରିବା ଏବେ ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ଏହାସହ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଛି।
ବାପା ମାଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କଲେ ସନ୍ତାନ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।
କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଅକ୍ଟୋବର ୯ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ଘୋଷିତ ହେଲା ୨୦୧୯ର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା ।
ଭଦ୍ରକ ସହରର ପୁରୁଣା ବଜାର, କାଜିମହଲାର ମୈରାଜ ଖାନ ଜଣେ ରିକ୍ସା ଚାଳକ ଭାବେ ଯାହା ରୋଜଗାର କରନ୍ତି ସେଥିରେ ନିଜର ୪ ଜଣ ପୁଅ ଓ ଦୁଇ ଜଣ ଝିଅଙ୍କୁ ପାଠ ପଢାଇବା ସହିତ ପରିବାର ବହୁ କଷ୍ଟରେ ଚଳାନ୍ତି
ବୟସ ୯୩ ବର୍ଷ। ଶରୀରର ଚର୍ମରେ ଭାଙ୍ଗ ପଡ଼ିଗଲାଣି। ହାତ, ଗୋଡ଼ ମଧ୍ୟ ଥରୁଛି। ଏପରିକି କଥା ହେବାବେଳେ ପାଟିରେ ଖନି ବାଜି ଯାଉଛି। ତଥାପି ହାର୍ ମାନି ନାହାନ୍ତି। ଆଉ କାହା ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି। ନିଜେ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଏକ ଛୋଟ ପାନ ଦୋକାନ କରିଛନ୍ତି।
ଦିବ୍ୟାଙ୍ଗଙ୍କ ପାଇଁ ହେଉଛି ସ୍ୱତନ୍ତ୍ର ଯୋଜନା। ଏଣିକି ସେମାନେ ଆଉ କାହା ଉପରେ କରିବେ ନାହିଁ ନିର୍ଭର
ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ,ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା-ନିଟରେ ସଫଳତା ପାଇଥିବା ସମ୍ବଲପୁର ହୁମାର ଦେବାଶିଷଙ୍କ ପାଇଁ ଆଜି ପରିବାରରେ ଖୁସି କହିଲେ ନ ସରେ
ବହୁ କଳ୍ପନାଜଳ୍ପନା ପରେ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦେବେ।
ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏ ଭାଟ୍ ହ୍ରାସ କରାଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
୨୦୧୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ଧନୁର୍ଜୟ ସିଧୁ ବିଜେପିରୁ ଇସ୍ତଫା ଦେଇଛନ୍ତି ।
ଦିନେ ଗଂଜେଇ ଚାଷ କରୁଥିଲେ, ଏବେ ବିଭିନ୍ନ ପ୍ରକାର ଚାଷ କରି ଇନିଜ ପରିବାରର କରୁଛନ୍ତି ପ୍ରତିପୋଷଣ
ପରୀକ୍ଷା ସରିବାର ମାସେ ଧରିବାକୁ ବସିଲାଣି ରେଜଲ୍ଟ ବାହାରିବାର ସୋର ଶବ୍ଦ ନାହିଁ। ତାଙ୍କରି ସାଙ୍ଗର ପିଲା ଆଡମିଶନ୍ କରି କ୍ଲାସ୍ କଲେଣି। ହେଲେ ଏମାନେ ଏବେବି ରେଜଲ୍ଟକୁ ଚାହିଁ ଘରେ ବସିଛନ୍ତି
ପ୍ରତିଦିନ ମମିତାଙ୍କୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେପଟେ ମନ୍ତ୍ରୀଙ୍କ ହୋମ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ସଜ ହେଲେଣି ବିଜେପି ଓ କଂଗ୍ରେସ
ପରିବହନ ସଂସ୍ଥାଙ୍କ ଯୁକ୍ତି ହେଲା, ଡିଜେଲ ଦର କମିବା ଦ୍ୱାରା ମାର୍କେଟ ଉପରେ ଏହାର ତତକ୍ଷଣାତ୍ ପ୍ରଭାବ ପଡିବା ସମ୍ଭାବନା କମ୍। କାରଣ ପରିବହନ ସଂସ୍ଥା ବାର୍ଷିକ ଚୁକ୍ତିଭିତ୍ତିରେ ଗାଡ଼ି ନିଅନ୍ତି
ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। କଂଗ୍ରେସ ନେତା ସୁଦର୍ଶନ ଦାସ କହିଲେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି ରାଜ୍ୟ ସରକାର
୨୦୧୬ ମସିହା ନଭେମ୍ବର ୫ ରେ କୁଜଙ୍ଗ ଥାନା ପଙ୍କପାଳ ଠାରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନ ସେଲ୍ସମ୍ୟାନ୍ ଙ୍କୁ ଜୀଅନ୍ତା ପୋଡି ହତ୍ୟା କରାଯାଇଥିଲା ।
ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ଠାରୁ ହାରିଲା ଓଡ଼ିଶା। ପ୍ରଥମ ମ୍ୟାଚରେ ସଂଘର୍ଷ କରି ଜିତିବା ପରେ ଏବେ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଓଡ଼ିଶା।
ଯାଜପୁର ଉପକାରାଗାର ରେ ରେ ରହୁଛନ୍ତି ୩୧୧ ଜଣ ଅନ୍ତେବାସୀ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଜୀବିକା ମିଶନ ଓ ଷ୍ଟେଟବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ମିଳିତ ସହଯୋଗରେ ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ପ୍ରଶିକ୍ଷକ
କୋଇଡା ବ୍ଲକ ଶିକ୍ଷା ସ୍ୱାସ୍ଥ୍ୟ ତଥା ଗମନାଗମନ କ୍ଷେତ୍ରରେ ଅନେକ ପଛରେ । ଫଣ୍ଡ ଆସୁଛି, କିନ୍ତୁ ଖଣି ଅଞ୍ଚଳବାସୀଙ୍କ ଉନ୍ନତି ହେଉନି ।