କୋଇଡା ବ୍ଲକ ଶିକ୍ଷା ସ୍ୱାସ୍ଥ୍ୟ ତଥା ଗମନାଗମନ କ୍ଷେତ୍ରରେ ଅନେକ ପଛରେ । ଫଣ୍ଡ ଆସୁଛି, କିନ୍ତୁ ଖଣି ଅଞ୍ଚଳବାସୀଙ୍କ ଉନ୍ନତି ହେଉନି ।
ପଲାସ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଜୁଆଖେଳ । ଏକ ମଂଚରେ ଚାଲିଥିଲା ଯୁବତୀଙ୍କ ରଂଗୀନ ନୃତ୍ୟ ଓ ପାଖରେ ବିଲ ମଝିରେ ଚାଲିଥିଲା ଜୁଆଖେଳ ।
ରାଜ୍ୟରେ କମିଛି ତୈଳ ଦର । କେନ୍ଦ୍ର ସରକାର ପକ୍ଷରୁ ପେଟ୍ରୋଲ ପିଛା ୫ଟଙ୍କା ଓ ଡିଜେଲ୍ ଦର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଯାଇଛି ।
ବିଜେଡିରେ ମିଶିବେ ପ୍ରଦୀପ ମାଝୀ । ଆଉ ଏ କଥା ସେ ନିଜେ ପୂର୍ବରୁ ସ୍ପଷ୍ଟ କରିଥିଲେ ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଲାଗି ବିରୋଧୀ ଅଡ଼ି ବସି ଥିବାବେଳେ ଅନ୍ୟପଟେ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।
କମିନି ତୃତୀୟ ଲହର ଭୟ । ରାଜ୍ୟରେ ତୃତୀୟ ଲହର ଆଶଙ୍କା ଏବେ ବି କମିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବିଜୟ ପାଣିଗ୍ରାହୀ ।
ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସମ୍ଭାବନା । ଏ ସମ୍ପର୍କରେ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର
ଲୋକେ ମରିସାରିଲେଣି, ତଥାପି ଉଠୁଛି ଭତ୍ତା ଟଙ୍କା । ପିଣ୍ଡିକି ଗାଁରେ ଗତ ମେ ଓ ଜୁଲାଇ ମାସରେ ଲୁଇଜା ନାୟକ ଓ ମାଥିଉ ନାୟକ ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ ଅଜାଣତରେ ସେମାନଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ହେଉଛି ।
ଅକ୍ଟୋବର ୮ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଗୋବିନ୍ଦ ବିବେକଙ୍କୁ ଫୋନ୍ କରିଥିଲା ଓ ଦୁଇଟା ଟାୟାର ଦେବାକୁ କହିଥିଲା ।
ନିଆରା ଢଙ୍ଗରେ ପାଳନ ହେଉଛି ଦୀପାବଳି । ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।
ର୍ଭାଗ୍ୟର କଥା ଏବେ ବି କେତକିଝର ଗାଁକୁ ମୌଳିକ ସୁବିଧା ସବୁ ଅପହଞ୍ଚ ହୋଇ ରହିଛି । ନିର୍ବାଚନ ସରିବା ପରେ ଜନତାଙ୍କ କଥା ଭୁଲି ଯାଉଛନ୍ତି ନେତା ।
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ । ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି
ତିନି ଭାଇଙ୍କ ହୃଦୟରେ ଘର କରିଛନ୍ତି ଶହ ଶହ ପାରା । ବରା ଦୋକାନଟିଏ କରିଛନ୍ତି । ତଥାପି ମାସକୁ ପାରାଙ୍କ ପାଇଁ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ।
ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇପାରନ୍ତି। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ରାସ୍ତାକଡ଼ରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ କ୍ଷତବିକ୍ଷତ ମୃତଦେହ। କେମିତି ହେଲା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ? ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ?
ରାଜ୍ୟ ସରକାରଙ୍କ ପ୍ରଛନ୍ନ ନିର୍ଦ୍ଦେଶରେ ମମିତା ହତ୍ୟା ମାମଲାରେ ଜଡ଼ିତ ଉଚ୍ଚପଦସ୍ତ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାର ହୀନ ଉଦ୍ୟମ କରାଯାଉଛି। ଯାହାକି ଦେଶର ସମ୍ବିଧାନ ପ୍ରତି କୁଠାରଘାତ ତଥା ରାଜ୍ୟ ସରକାରଙ୍କ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କ ଆତ୍ମ ମର୍ଯାଦା, ସ୍ୱାଭିମାନ ପ୍ରତି ତାତ୍ସଲ୍ୟ ମନୋଭାବର ପରିଚୟ ବୋଲି ଭକ୍ତ ଦାସ କହିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
କରୋନା କଟକଣା ମଧ୍ୟରେ ମାଆ କାଳୀଙ୍କର ଚାଲିଛି ପୂଜାର୍ଚ୍ଚନା। ଆଜି ଆଦୀ ମାତା ରୂପରେ ପୂଜା ପାଉଛନ୍ତି ମାଆ ଭଦ୍ରକାଳୀ
ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ୭ମ ଶ୍ରେଣୀରେ ପଢୁଥିବା ଏକ କୁନି ନନା ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି । ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ବଡ଼ ହେଲେ ସେ ଜଣେ ପଣ୍ଡିତ ହେବାକୁ ଚାହାନ୍ତି ବୋଲି କହିଛନ୍ତି ।
ଦୀପାବଳିରେ ଅଘଟଣ ହୋଇଛି। ରାଜ୍ୟର ୨ଟି ସ୍ଥାନରେ ବାଣ ବିସ୍ଫୋରଣ ହେବାରୁ ୨ ଜଣ ପ୍ରାଣ ହରାଇଛନ୍ତି
ଗୁଡ୍ ଗର୍ଭନାନ୍ସ ବା ସୁଶାସନରେ ଓଡିଶା କେତେ ଦକ୍ଷ? କେତେ ହୋଇଛି ରାଜ୍ୟର ଆର୍ଥିକ ବିକା
ରାଜ୍ୟରେ ଜାଲ୍ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ଅନେକ ଶିକ୍ଷକ। ଏହା ଜଣାପଡ଼ିବା ପରେ ଚିନ୍ତାରେ ରାଜ୍ୟବାସୀ, ବିପଦରେ ପିଲାଙ୍କ ଭବିଷ୍ୟତ
ମମିତା ମେହେର ହତ୍ୟାକାଣ୍ଡଙ୍କୁ ନେଇ ଥମିବାରେ ନା ନେଉନାହିଁ ବିବାଦ। ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ବିରୋଧରେ ଆସୁଛି ଅଭିଯୋଗ
ଏଲପିଜି ଦରକୁ ନେଇ ପାଲଟା ଆକ୍ରମଣ କରିଛି ବିଜେଡି। କେନ୍ଦ୍ର ଗ୍ୟାସ ଉପରୁ ମଧ୍ୟ ଏକ୍ସାଇଜ୍ ଓ ଅନ୍ୟ ଟିକସ ହ୍ରାସ କରୁ ବୋଲି ଦଳ ଦାବି କରିଛି
ଡଙ୍ଗରିଆ ଆଦିବାସୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର କରାଯାଉଛି । ଏହାସହ ମାଗଣାରେ ଚଷମା ପ୍ରଦାନ କରାଯାଉଛି ।